Latest Odisha News

BREAKING NEWS

Yearly Archives

2021

ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ । ଆଜି ବାମ ଦଳ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ୍) ଓ ଫରଓ୍ୱାର୍ଡ ବ୍କଲ ଆଦି ୪ଟି ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ…

ବଡ଼ଦାଣ୍ଡରେ ‘ ଅବିନଶ୍ୱର ଶ୍ରୀଜଗନ୍ନାଥ ‘ ଲୋକାର୍ପିତ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ଦ୍ୱାରା ପୀତବାସ ରାଉତରାୟଙ୍କ ସମ୍ପାଦନାରେ ଅନୁଭୂତି ଓ ଅନୁଭବର ବିଂଶତମ ସଙ୍କଳନ ' ଅବିନଶ୍ଵର ଶ୍ରୀଜଗନ୍ନାଥ ' ପୁରୀ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତି ସୁଦର୍ଶନ ଦାସ ମହାପାତ୍ରଙ୍କ ଦ୍ୱାରା…

କବିତା : କାଳିଆ ସାଆନ୍ତେ ହୋ

ଡମ୍ବରୁଧର ବେହେରା  କାଳିଆ ସାଆନ୍ତେ ଡାକନ୍ତି ସଭିଏଁ ଧନୀ, ଦୀନ, ହିନ ଜନ ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ ଫେଡି ଯେ ' ଦୁଇ ନୟନ।। ହରିବୋଲ ହୁରି ହୁଳହୁଳି ଡାକେ ହରି ଥା'ନ୍ତ ଭକ୍ତ ମନ ହେ ଚକା ନୟନ କରୁଣା ସାଗର କପାଳେ ଦେଇ ଚନ୍ଦନ ।। ମନ କି ବଳୁନି ସୁନା ବେଶ ଲାଗି…

ଅନୁଭୂତିରେ ଶ୍ରୀଜଗନ୍ନାଥ : ମୌସୁମୀ ଦାସ୍

ଅନନ୍ୟ ଅନୁଭୂତିରେ ଆହେ ଶ୍ରୀଜଗନ୍ନାଥ ଜଗନ୍ନାଥ!! ତାଙ୍କୁ କିଏ କେତେ ଭାବରେ ଡାକେ । କିଏ କେତେ ପ୍ରକାରେ ସମ୍ବୋଧନ କରେ । ‘ପ୍ରଭୁ ଜଗନ୍ନାଥ’... ମୋର କିନ୍ତୁ ଏଇ ନାମରେ ସମସ୍ତ ଆସ୍ଥା, ସମସ୍ତ ବିଶ୍ୱାସ । ସେଇ ବିଶ୍ୱାସର ଡୋରିରେ ମନ ବଳାଏ, କେବେ ସତରେ ମହାପ୍ରଭୁଙ୍କୁ ଏଇ ଚର୍ମନୟନରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୫-୭-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୫ ରିଖ ଗୁରୁବାର ମିଥୁନ ୩୧ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର- ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-କର୍କଟ ଓ ମକର ରାଶି…

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ମାଗଣା MRI ଓ ସିଟି ସ୍କାନ ସେବା ଲୋକାର୍ପିତ

କଟକ: କର୍କଟ ରୋଗୀଙ୍କୁ ମିଳିବ ଉନ୍ନତମାନର ଚିକିତ୍ସା ସୁବିଧା। ଆଜି କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଗବେଷଣା ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଠାରେ…

ଗୁଣି ଗାରେଡି ସନ୍ଦେହରେ ୧୪ପରିବାରକୁ ନିର୍ଯାତନା

ବଲାଙ୍ଗୀର: ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଜୀଉଁଛି ମଣିଷ । ଯୁଗ ବଦଳୁଥିଲେ ବି ମନରେ ଥିବା ସଂକୀର୍ଣ୍ଣତା ଆଉ କିଛି ଅନ୍ଧବିଶ୍ୱାସ ଲିଭୁନି । ଏମିତିକି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ସିନ୍ଧିକେଲା ନିର୍ମୂଳା ଗାଁରେ । ଗୁଣି ଗାରେଡି ସନ୍ଦେହରେ କିଛି ପରିବାରକୁ ଦିଆଯାଇଛି…

ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲି ଓଡ଼ିଶା ବନ୍ଦ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଓଡ଼ିଶା ବନ୍ଦ କରିବେ । ତେବେ ବାମ ପନ୍ଥି ଦଳର…

ବହୂଭାଷୀ ଫିଲ୍ମ ରାକ୍ଷୀରେ ଏକତ୍ର ଅଭିନୟ କରିବେ ସଞ୍ଜୟ, ଶାହାରୁଖ !

ମୁମ୍ବାଇ: ବଲିଉଡର ଦୁଇ ମହାନ କଳାକାର ସଞ୍ଜୟ ଦତ ଏବଂ ଶାହାରୁଖ ଖାଁ ଅନେକ ସୁପରହିଟ ଫିଲ୍ମ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି । ଖୁବ୍‌ଶୀଘ୍ର ଏକ ବିଗ ବଜେଟ ବହୁଭାଷୀ ଫିଲ୍ମରେ ଉଭୟ ଏକତ୍ର ଆସୁଛନ୍ତିି । ଶାହାରୁଖଙ୍କ ରା ୱାନ ଏବଂ ଓମ ଶାନ୍ତି ଓମରେ ସଞ୍ଜୟ ଅତିଥି କଳାକାର ଭାବେ ଅଭିନୟ କରିଥିଲେ…

ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ

ଭୁବନେଶ୍ବର : ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ନେଇଛନ୍ତି ଆବଶ୍ୟକ ପଦକ୍ଷେପ । କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡ଼ିଶାରେ ୧ ଲକ୍ଷ…