Latest Odisha News

BREAKING NEWS

Yearly Archives

2021

ଟୋକିଓ ଅଲିମ୍ପିକ୍ସ: ଟାଇମ ମ୍ୟାଗାଜିନରେ ସମ୍ଭାବ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪୮ ଆଥଲେଟଙ୍କ ମଧ୍ୟରେ ଭାରତର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କେଉଁ ଆଥଲେଟ ଭଲ ପ୍ରଦର୍ଶନ କରିବେ ସେ ନେଇ ଲୋକପ୍ରିୟ ଟାଇମ ମ୍ୟାଗାଜିନ ୪୮ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଏକମାତ୍ର ଭାରତୀୟ ଏବଂ ଶୁଟର ଭାବେ ସୌରଭ ଚୌଧୁରୀ ସ୍ଥାନ ପାଇଛନ୍ତି । ସୌରଭ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୬ ବର୍ଷ ମଧ୍ୟରେ ୨୨…

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସମିତି ଏହି…

ଓଡିଶା ସିନିୟର କ୍ରିକେଟ ଟିମର କୋଚ ହେଲେ ୱାସିମ ଜାଫର

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କୁ ବୁଧବାର ଓଡିଶା ସିନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆଗାମୀ ୨୦୨୧ରୁ ୨୩ ପର୍ଯ୍ୟନ୍ତ ଘରୋଇ ପ୍ରତିଯୋଗିତାରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ।…

ଟୋକିଓ ଅଲିମ୍ପିକ୍ସରେ ଏଥର ବିଜେତା ନିଜକୁ ନିଜେ ପଦକ ଦେବ

ଟୋକିଓ: କରୋନା ମହାମାରୀକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସରେ ଆବଶ୍ୟକୀୟ ସତର୍କତା ଗ୍ରହଣ କରାଯାଇଛି । ନୂତନ ନିୟମ ଅନୁସାରେ ଏଥର ବିଜୟୀ ଆଥଲେଟଙ୍କୁ କେହି ପଦକ ପିନ୍ଧାଇବେ ନାହିଁ । ପ୍ରତିଯୋଗୀ ନିଜ ବେକରେ ନିଜେ ପଦକ ଝୁଲାଇବ । ଏହା ବ୍ୟତୀତ କାହା ସହିତ ହାତ ମିଳାଇ ପାରିବେ ନାହିଁ ଓ…

ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେଲା ମଞ୍ଜୁଳା

କଟକ : ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି ନବରଙ୍ଗପୁରର ନାବାଳିକା । ସର୍ପ ଦଂଶନ ଯନ୍ତ୍ରଣାରେ ମାସେ ଧରି ଛଟପଟ ହେଉଥିଲା ମଞ୍ଜୁଳା । ଏହି ଖବର ଜଣାପଡିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗରେ ମଞ୍ଜୁଳାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା…

ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାରୀ ନଳିନୀ

ତାମିଲନାଡୁ : ଦୀର୍ଘକାଳୀନ ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ସଜା ଭୋଗୁଥିବା ନଳିନୀ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନିକଟକୁ ପତ୍ର ଲେଖିଛନ୍ତି ନଳିନୀ । ସେ କହିଛନ୍ତି, ତାଙ୍କ ସହ ସ୍ବାମୀ ତଥା ଅନ୍ୟତମ ଦୋଷୀ…

ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଆସନ୍ତା ୧୮ ତାରିଖରେ ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଉଭୟ ସରକାରୀ ଓ ବିରୋଧୀ ଦଳ…

ଆମେରିକାରେ ବଢୁଛି କରୋନା ଭୂତାଣୁର ପ୍ରଭାବ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ବଢିବାରେ ଲାଗିଛି ମାରାତ୍ମକ କରୋନା ଭୂତାଣୁର ପ୍ରଭାବ। ସ୍ଥିତି ବିଗୁଡୁଛି। ସଂକ୍ରମଣର ବେଗ ମାସେ ହ୍ରାସ ପାଇବା ପରେ ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ତିନି ସପ୍ତାହ ମଧ୍ୟରେ ଦୈନିକ ନୂଆ ମାମଲାରେ ଅଚାନକ ବୃଦ୍ଧି ଘଟିବା ଏବେ ଚିନ୍ତାର…

ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ

ଭୁବନେଶ୍ବର : ଅବକାରୀ ବିଭାଗକୁ ବଡ଼ ସଫଳତା । ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ହୋଇଛି ଚଢ଼ାଉ । ସାଲିଆ ସାହି ବସ୍ତିର ନୟାଗଡ଼ ସାହିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ଫ୍ଲାଇଙ୍ଗ ସ୍କାଡ ମିଳିତ ଭାବେ କରିଛନ୍ତି ରେଡ୍ ।…

ଡକାୟତି ଘଟଣାରେ ୬ ଗିରଫ

ଯାଜପୁର: ଯାଜପୁର ବରି ଥାନା କୃଷ୍ଣନଗରରେ ଡକାୟତି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚନଙ୍କ…