Latest Odisha News

BREAKING NEWS

Yearly Archives

2021

ଅଲମ୍ପିକ୍ସରେ ପଦକ ବିଜେତା ଓଡ଼ିଆଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଥିବା ଓଡ଼ିଆ କ୍ରୀଡାବିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଉତ୍ସାହିତ କରିବ ସହ ଶୁଭେଚ୍ଛା ଜଣାଇଛନ୍ତି । ଘୋଷଣା କରିଛନ୍ତି ମେଡାଲ ବିଜେତାଙ୍କ ପାଇଁ ପୁରସ୍କାର ରାଶି। ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରତି…

ଭାରତ-ଶ୍ରୀଲଙ୍କା ସିରିଜ ଅୟୋଜନ ନେଇ ସଙ୍କଟ, ଆୟୋଜକ ଦଳର ବ୍ୟାଟିଂ କୋଚ କରୋନା ସଂକ୍ରମିତ

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି୨୦ କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖାଦେଇଛି । ଗୁରୁବାର ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାର କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୧୩ ଜୁଲାଇରୁ ଦିନିକିଆ…

ପୋଲିସ ଜାଲରେ ଲୁଟେରା, ବିପୁଳ ଟଙ୍କା ଓ ସୁନା ଗହଣା ଜବତ

ଗୁଣୁପୁର: କରୋନା ମହାମାରୀରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସରକାରୀ ଘୋଷଣା ସାମ୍ନାକୁ ଆଣିଛି ଅନେକ ଅପ୍ରତ୍ୟଶିତ ପରିସ୍ଥିତି । ବଢିଛି ବେରୋଜଗାରୀ, ବ୍ୟାପିଛି ଲୁଟ୍ ଓ ଡକାୟତି ଭଳି ଅପରାଧିକ ଘଟଣା । ଏହି ଧାରାରେ ରାୟଗଡା ଜିଲ୍ଲାରେ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି…

ଆସନ୍ତୁ ଜାଣିବା ସୋନାକ୍ଷୀ,ରିତେଶ ଅଭିନୀତ ହରର କମେଡି ଫିଲ୍ମର ନାମ କଣ ରହିଲା

ମୁମ୍ବାଇ:ଏବେ ବଲିଉଡରେ ହରର କମେଡି ଫିଲ୍ମର ଟ୍ରେଣ୍ଡ ଚାଲିଛି । ଖୁବ୍ ଶୀଘ୍ର ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଆଦିତ୍ୟ ସରପୋତଦାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ କକୁଡା ରଖାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ସୋନାକ୍ଷୀ-ରିତେଶଙ୍କ ଯୋଡି…

ଟାଓ୍ବାର ବସାଇବା ନାଁରେ ଲୁଟି ନେଇଥିଲେ ୩୯ ଲକ୍ଷ, କୋଲକାତାରୁ ଧରିଲା ପୋଲିସ

ଭୁବନେଶ୍ବର : ନୂଆ ତରିକାରେ ସାଇବର ଠକେଇ । ମାଳ ମାଳ ବ୍ୟାଙ୍କ ପାସ୍ ବୁକ୍ । ଏକାଧକ ଏଟିଏମ୍ କାର୍ଡ୍ ସାଙ୍ଗକୁ ଲାପଟପ୍ । ରିଲାଏନ୍ସ ଜିଓର ଟାୱାର ବସାଇବା ପାଇଁ ଅଛି ବିଭିନ୍ନ ଡକ୍ୟୁମେଣ୍ଟ୍ । ଜିଓ ଟାୱାର କରାଇଦେବା ନାଁରେ ହୋଇଥିବା ଠକେଇର ହୋଇଛି ପର୍ଦ୍ଦାଫାସ । ଏଭଳି ଏକ ଠକ କମ୍ପାନୀର…

ରଥଯାତ୍ରା ପାଇଁ ସରିଲା ସମୀକ୍ଷା ବୈଠକ

ପୁରୀ : କୋଭିଡ କଟକଣାରେ ବିନାଭକ୍ତରେ ହେବ ଚଳିତ ବର୍ଷର ରଥଯାତ୍ରା । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଡିଜିଟାଲ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ବ ।…

ବିନା ଦର୍ଶକରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ, ସୂଚନା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବାରୁ ଦେଶରେ ଏମରଜେନ୍ସି ଲଗାଇ ଦିଆଯାଇଛି । ଏହି ଭଳି ପରିସ୍ଥିତିରେ ଅଲିମ୍ପିକ୍ସ ଅୟୋଜିତ ହେବାକୁ ଯାଉଥିବାରୁ ଦର୍ଶକଙ୍କ ଉପସ୍ଥିତି ସମ୍ଭବପର ନୁହେଁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଜୋଶିହିଦେ ସୁଗା ଆଶଙ୍କା ବ୍ୟକ୍ତ କରିଛନ୍ତି ।…

୧୧ ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ୱଲପୁର : ଆସନ୍ତା ୧୧ ତାରିଖରେ ହୀରାକୁଦରୁ ଛଡ଼ାଯିବ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ଦିନ ୧୧ଟାରେ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଏଥିପାଇଁ ତଳମୁଣ୍ଡର ୧୨ଟି ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ…

ଗୁପଚୁପ ମାଳ ଓ ମୁକୁଟ ପିନ୍ଧି ବିବାହ କଲେ ଅକ୍ଷରା

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ । ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପଂହଚି ଯାଇଛନ୍ତି ଅକ୍ଷରା । ଏହି ମହିଳା ଜଣକ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧଥିଲେ । ଅକ୍ଷରା ଏବଂ ଅଭିଷେକଙ୍କ ଏହି ବିବାହର ଫଟୋ ସୋସିଆଲ ସାଇଟରେ ସେୟାର ହେବା…

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

କଟକ : କଟକ ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ଗାନ୍ଧୀ ଛକ ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ, ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଓଏମପି ଛକରୁ କିଷନନଗର ଆଡକୁ ଯାଉଥିବା ଏକ ମାଲ୍ ବୋଝଇ ଟ୍ରକ୍ ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା ।…