Latest Odisha News

BREAKING NEWS

Yearly Archives

2021

ଜୀବନ ଜୀବିକା ଉଜୁଡିଲେ ଆନ୍ଦୋଳନ

ପୁରୀ: ପୁରୀର ସିପସରୁବାଲି ମୌଜା ଅଞ୍ଚଳରେ ପୁରୀ ପାଇଁ ବିମାନ ବନ୍ଦର ହେବ । ଏନେଇ ଏକ ପ୍ରକାର ସ୍ଥାନ ଚୂଡାନ୍ତ ହୋଇ ସାରିଛି । ତେବେ ଏହି ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିରୋଧ ଆରମ୍ଭ କଲେଣି । କାରଣ ସିପସରୁବାଲି ମୌଜା ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ଆଖ ପାଖ ଅଂଚଳର…

ଆସନ୍ତାକାଲିଠୁ କଲେଜ ଓ ବିଶ୍ବବିଦ୍ୟାଳୟ ଆସିବେ ସମସ୍ତ କର୍ମଚାରୀ

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ବେଳେ, ସ୍ଥିତି ବି ନିୟନ୍ତ୍ରଣକୁ ଆସୁଛି । ସେହିପରି ରାଜ୍ୟରେ ମାମଲା ହ୍ରାସ ପାଉଥିବାରୁ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ଏହାରି ଭିତରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନେଇଛି…

ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି ୫ ମାସର ଶିଶୁ

ବ୍ରିଟେନ୍ : ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି ୫ ମାସର ଶିଶୁ । ଶରୀରର ମାଂସପେଶୀ ହାଡ଼ରେ ପରିଣତ ହୋଇଯାଉଥିବା ବେଳେ କାମ କରୁନି କୌଣସି ଔଷଧ । ବ୍ରିଟେନର ୫ ମାସର ଶିଶୁ ଲେକ୍ସି ରାବିନ୍ସ ଏବେ ଏହି ବିରଳ ରୋଗରେ ଆକ୍ରାନ୍ତ ହୋଇଛି । ଏ ନେଇ ତାଙ୍କ ମାଆ ଇନଷ୍ଟାଗ୍ରାମରେ ପୁରା ଘଟଣା…

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

ଭଁସାଲୀଙ୍କ ହୀରାମଣ୍ଡିର ନାୟିକା ହେବେ ସୋନାକ୍ଷୀ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ସହ ଗଙ୍ଗୁବାଇ କାଠିୟାୱାଡି ଫିଲ୍ମର ଶୁଟିଂ ଶେଷ କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପାକିଜା ଫିଲ୍ମ ଶୈଳୀରେ ସେ ହୀରାମଣ୍ଡି ନାମକ ଏକ ୱେବ ସିରିଜ ପ୍ରସ୍ତୁତ କରୁଛନ୍ତି । ରିପୋର୍ଟ ମୁତାବକ ଏଥିରେ…

ଟୋକିଓ ଅଲିମ୍ପିକ୍ସ: ଭାରତର ଧ୍ୱଜବାହକ ହେବେ ମେରୀ କମ୍‌, ମନପ୍ରୀତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜବାହକ ହେବେ ମହିଳା ବକ୍ସର ମେରୀ କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ । ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଆୟୋଜିତ ହେବ । ଉଦଯାପନୀ ଉତ୍ସବରେ ବଜରଙ୍ଗ ପୁନିଆ ଧ୍ୱଜବାହକ ହେବେ । ୩୮ ବର୍ଷୀୟ ମେରୀ କମଙ୍କ ଏହା ଶେଷ…

ମହାରାଷ୍ଟ୍ର ବିଧାନସଭାରେ ମହାନାଟକ, ୧୨ ବିଜେପି ବିଧାୟକ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଆଜି ମହାନାଟକ ଦେଖିବାକୁ ମିଳିଛି । ବାଚସ୍ପତି ଭାସ୍କର ଯାଦବଙ୍କ ପ୍ରତି ଅଶୋଭନୀୟ ବ୍ୟବହାର ନେଇ ୧୨ଜଣ ବିଜେପି ନେତାଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି । ମୌସୁମୀ ଅଧିବେଶନ ଆରମ୍ଭରେ ଏହି ହାଇ ଭୋଲଟେଜ…

ଉତ୍ତରପ୍ରଦେଶ ଗୋମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଦୁର୍ନୀତି, ବିଭିନ୍ନ ସ୍ଥାନରେ ସିବିଆଇର ରେଡ୍

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ ଗୋମତି ନଦୀକୂଳରେ ନିର୍ମିତ ରିଭର ଫ୍ରଣ୍ଟ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଆରମ୍ଭ ହୋଇଛି ଖୋଳତାଡ଼ । ଅଖିଳେଶ ଯାଦବଙ୍କ ଡ୍ରିମ ପ୍ରୋଜେକ୍ଟରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ସିବିଆଇ । ଉତ୍ତରପ୍ରଦେଶ ସମେତ ରାଜସ୍ଥାନ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି…

ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ନୂଆ ମୋଡ

ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ନୂଆ ମୋଡ଼ । ପୁଣି ଏକାଠି ଆସିବେ କି ଶିବସେନା- ବିଜେପି ? ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ତୁ ତୁ ମେଁ ମେଁ ପରେ ଭାଙ୍ଗିଥିଲା ସମ୍ପର୍କ । ଏବେ ଭାଙ୍ଗିଥିବା ସମ୍ପର୍କ ପୁଣି ଥରେ ଯୋଡି ହେବାକୁ ଯାଉଛି । ମହାରାଷ୍ଟ୍ରର ବିଭିନ୍ନ…