Latest Odisha News

BREAKING NEWS

Yearly Archives

2021

ରାଜପରିବାରର ନଜର ନାହିଁ; ଗଜପତି ରାଜପ୍ରାସାଦ ଟଳମଳ

ଶେଷ ଗଜପତିଙ୍କ ମୃତ୍ୟୁ ପରେ ରକ୍ଷଣାବେକ୍ଷଣାନାହିଁ ସରକାରଙ୍କ ହସ୍ତକ୍ଷେପ ଦାବି ବ୍ରହ୍ମପୁର: ରାଜପରିବାରର ନଜର ନାହିଁ। ରାଜ୍ୟ ସରକାରଙ୍କର ବି ଧ୍ୟାନ ନାହିଁ। ଏ ପରିସ୍ଥିତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ମୂଳଦୂଆ ପଡ଼ିଥିବା ଗଜପତି ପାରଳାଖେମୁଣ୍ଡିରେ ଥିବା…

ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ

ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି…

ନୂଆ ସଦସ୍ୟଙ୍କୁ ନେଇ ଭୁବନେଶ୍ଵର କ୍ଲବରେ ବିବାଦ

ଭୁବନେଶ୍ଵର: ଭୁବନେଶ୍ଵର କ୍ଲବରେ ସବୁ କିଛି ଠିକ୍ ଚାଲିନାହିଁ। ବଡ଼ବଡ଼ିଆ ଓ ପ୍ରଭାବାଶାଳୀଙ୍କ ମନୋରଞ୍ଜନ ପାଇଁ ପ୍ରତିଷ୍ଠା ପାଇଥିବା ଏହି ଉଚ୍ଚଶ୍ରେଣୀର କ୍ଲବରେ ନୂଆ ସଦସ୍ୟଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଦେଇଛି। ବିବାଦ ଏତେ ତୀବ୍ର ହୋଇଛି ଯେ କ୍ଲବର କାର୍ଯ୍ୟନିର୍ବାହୀ କମିଟି ସେହି ୨୭୪…

କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ମହିଳାଙ୍କ ଦୃଷ୍ଟିଶକ୍ତି

ୱାଶିମ୍: ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି। ଅନେକ ସ୍ଥାନରେ ଟିକାକରଣକୁ ନେଇ ସକରାତ୍ମ ଫଳାଫଳ ଦେଖିବାକୁ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଟିକା ଯୋଗୁ…

ତୃଣମୂଳ କଂଗ୍ରେସରେ ଆଜି ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ !

କୋଲକାତା: ତୃଣମୂଳ କଂଗ୍ରେସରେ ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ଅଭିଜିତ ମୁଖାର୍ଜୀ । ଆଜି ସେ ଟିଏମସିରେ ଯୋଗ ଦେଇ ପାରନ୍ତି । ନିକଟରେ ସେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ପଶ୍ଚିମବଙ୍ଗର ଜାଙ୍ଗିପୁର ଲୋକସଭା…

ଆଫ୍ରିକା ବିଶ୍ୱରେ ଦ୍ୱିତୀୟ କମ୍ କୋଭିଡ୍ ପ୍ରଭାବିତ ଅଞ୍ଚଳ

ଟରୋଣ୍ଟୋ: ସମଗ୍ର ବିଶ୍ବରେ କରୋନା ତାଣ୍ଡବ ରଚି ଚାଲିଛି। ବିଶ୍ବର କୋଣ ଅନୁକୋଣରେ କାୟା ବିସ୍ତାର କରିଚାଲିିଛି ମାରାତ୍ମକ କରୋନା ଭୂତାଣୁ। ତେବେ ରିପୋର୍ଟ ଅନୁଯାୟୀ ସଂକ୍ରମଣ, ମୃତ୍ୟୁହାର ଏବଂ ଆରୋଗ୍ୟ ହାରର ରେକର୍ଡରୁ ଯାହା ଜଣାପଡ଼ିଛି ଯେ ଆଫ୍ରିକା ହେଉଛି କରୋନା ଦ୍ବାରା ପ୍ରଭାବିତ…

ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବୃଦ୍ଧି ନେଇ ୭ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଭୁବନେଶ୍ୱର: ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ବାଧୁଛି । ଶହେ ଟଙ୍କା ପାର କଲାଣି ପେଟ୍ରୋଲ ଦାମ୍ । ଅନ୍ୟାନ୍ୟ ସାମଗ୍ରୀ ଦମ ହୁ ହୁ ହୋଇ ବଢୁଛି । ପ୍ରତିବାଦରେ ଆସନ୍ତା ୭ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ୧୭ ତାରିଖ ଯାଏ ପ୍ରତିବାଦ କାର୍ୟ୍ୟକ୍ରମ ଚାଲିବ । ଏନେଇ ଏକ…

ବିବାଦୀୟ କମେଂଟ୍ରି ନେଇ କ୍ଷମା ମାଗିଲେ ଦୀନେଶ

ନୂଆଦିଲ୍ଲୀ: ଭାରତୀୟ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ କମେଂଟ୍ରି ଦେଇଥିଲେ । ଏଥିରେ ସେ ବ୍ୟାଟ ପଡୋଶୀ ଘରର ପତ୍ନୀ ବୋଲି କହି ବିବାଦୀୟ ହୋଇ ପଡିଥିଲେ । ଏବେ ଏଥିନେଇ ସେ କ୍ଷମା ମାଗିଛନ୍ତି । ଏହି ବୟାନ ନେଇ ମୋ ମାଆ ଏବଂ…

ଓଡ଼ିଶାରେ ICU ଓ ଭେଣ୍ଟିଲେଟରରେ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ କମୁଥିବାରୁ କୋଭିଡ୍ ହସ୍ପିଟାଲରୁ କମିଛି ବେଡ୍ ଚାପ । ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ୫୫ ରୁ ୬୦ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଆଇସିୟୁରୁ ୩୦…

କାହିଁକି ଅମିତାଭଙ୍କ ସହ ଫିଲ୍ମ କରିବାକୁ ମନା କରିଥିଲେ ରିଷି କପୁର

ନୂଆଦିଲ୍ଲୀ: କାହିଁକି ଅମିତାଭଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ ସ୍ବର୍ଗତ ଅଭିନେତା ରିଷି କପୁର। ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଟିନୁ ଆନନ୍ଦ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୋର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୁନିଆ ମେରୀ ଜବ୍‌ ମୈରେ…