Latest Odisha News

BREAKING NEWS

Yearly Archives

2021

ଏଣିକି ଗର୍ଭବତୀ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ମହାମାରୀ କରୋନାର ଭୟାବହତା ଭିତରେ ଗର୍ଭବତୀଙ୍କୁ ଆଶ୍ବସ୍ତି । ଏବେ କରୋନା ଟିକା ନେବେ ଗର୍ଭବତୀ । ଏନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ବିଭିନ୍ନ ଆଲୋଚନା ଓ ତର୍ଜମା ପରେ…

ମାଟି ଲିପା ମଣିଷର କଥା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ରାତି ପାହିଲେ ଦୂର ଦିଗବଳୟରୁ ସିନ୍ଦୂରା ଫାଟି ପହିଲି କିରଣ ଗାଁ ଠୁ ସହରକୁ ପ୍ରଥମ ସ୍ପର୍ଶ ଦିଏ । ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ସବୁଜ ଜମିରେ ସବୁର୍ଣ୍ଣର ଛିଟା ପରିବେଶକୁ କରେ ମନଲୋଭା ।…

ଧାନ କିଣାରେ ଅବ୍ୟବସ୍ଥା, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ : ମଣ୍ଡିରେ ଧାନ କିଣାକୁ ନେଇ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଏବେ ସରକାରଙ୍କୁ ଘେରିଛି ବିଜେପି । କଟକ ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ମଣ୍ଡିରେ ଥିବା…

ଦୂର ହେଲା ଟିକା ସଙ୍କଟ, ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ବର : ଦୂର ହେଲା ଟିକା ସଙ୍କଟ । ଓଡ଼ିଶାରେ ପହଞ୍ଚିଲା ୯୪ ହଜାର ୩୯୩ ଭଏଲ ବା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା । ଆଜି ଅପରାହ୍ନରେ ସ୍ପାଇସ ଜେଟ୍ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ଟିକା । ରାଜ୍ୟରେ ଟିକା ପହଞ୍ଚିବା ପରେ ସମସ୍ତ ଜିଲ୍ଲାକୁ ପଠାଯିବ ।…

ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ, ଗିରଫ ହେଲା ଅଭିଯୁକ୍ତ

ଜଗତସିଂହପୁର : ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ । ଶେଷରେ ଲୁଚକାଳି ଭିତରେ ଗିରଫ ହେଲା ଅଭିଯୁକ୍ତ । ଜଗତସିଂହପୁର ତିର୍ତ୍ତୋଲ ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛି ରାହାମା ତେରମାଣପୁର ତୋଟାସାହିର ନନ୍ଦ କିଶୋର ବରାଳ । ଭଉଣୀ ଘରେ ଲୁଚି ଥିବା ବେଳେ ଅଭିଯୁକ୍ତକୁ କୁଜଙ୍ଗ ଥାନା…

ଏମଏସଏମଇରେ ସାମିଲ ହେଲେ ରିଟେଲର ଓ ହୋଲସେଲ୍ ବ୍ୟବସାୟୀ

ନୂଆଦିଲ୍ଲୀ : ମହାମାରୀ କରୋନା ଭଳି ବିପତ୍ତି ସମୟରେ ଅଧିକ ପ୍ରଭାବିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଆଉ ଏବେ ଏହି କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରିଟେଲର ଓ ହୋଲସେଲ୍ ବ୍ୟବସାୟୀଙ୍କୁ ଏମଏସଏମଇରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି…

ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ!

ନୂଆଦିଲ୍ଲୀ: ଏଣିକି ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ! ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ୍‌ କରିଛି। 'ହୁ' କହିଛି ଯେ ରିମୋଟ୍ ଶିକ୍ଷାର “କ୍ଷତିକାରକ” ପ୍ରଭାବକୁ ଏଡାଇବା ପାଇଁ ବିଦ୍ୟାଳୟରେ କରୋନା ପରୀକ୍ଷା କରାଯିବା ଉଚିତ। କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ଟେଷ୍ଟର…

ଘାତକ ନୁହେଁ ଡେଲଟା ପ୍ଲସ ଭାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଜୁଲାଇ ଦ୍ବିତୀୟ ସପ୍ତାହରେ କମିବ କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଲି ସେତିକି ନୁହେଁ ଡେଲଟା ପ୍ଲାସ ଭ୍ୟାରିଆଣ୍ଟକୁ ନେଇ ଯେଉଁ ଭୟ ବଢୁଛି, ତାହା ସେଭଳି ଘାତକ…

କୋଭିଡ ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ : କରୋନା ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଓଡ଼ିଶା ସମେତ ୬ଟି ରାଜ୍ୟକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଅନ୍ୟ ଯେଉଁ ରାଜ୍ୟକୁ ଏହି ଟିମ ଯିବ ସେଗୁଡିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର । କୋଭିଡ ସ୍ଥିତିର ସମୀକ୍ଷା…

ଦୌଡ଼ିବେ ଦୂତି

ଭୁବନେଶ୍ୱର: ଓଡ଼ିଶାର ଦୌଡ ରାଣୀ ଦୂତି ଚାନ୍ଦ । ୨୩ ରୁ ଟୋକିଓରେ ଆରମ୍ଭ ହେବ ଅଲିମ୍ପିକ୍ସ ଆଉ ଏଥିରେ ସ୍ପ୍ରିଣ୍ଟ କୁଇନ୍ ଦୂତି ଟୋକିଓ ଟିକେଟ ହାସଲ କରିଛନ୍ତି । ମହିଳା ୧୦୦ ଓ ୨୦୦ମିଟର ଦୌଡରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ପିଲା ବେଳରୁ ଖେଳ ପ୍ରତି ଦୁର୍ବଳତା ରହିଥିବା ବେଳେ କଠିନ…