Latest Odisha News

BREAKING NEWS

Yearly Archives

2021

ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

ହାଇଦ୍ରାବାଦ : କରୋନା ମହାମାରୀ ଭିତରେ ସାରା ଦେଶାରେ ଜାରି ରହିଛି ଟିକାକରଣ । ସଂକ୍ରମରକୁ ମାତ ଦେବାକୁ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ଟିକାର ଅଭାବକୁ ନେଇ ଦେଶରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ, ଏବେ କେନ୍ଦ୍ର ସରକାରଙ୍କୁ ଅଧିକ ଙଟ୍କା ମାଗିଛି…

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ସାଉଥାମ୍ପଟନ: ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଫାଇନାଲ ପାଇଁ ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ୧୫ ଜଣିଆ ଦଳର ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଜୁନ ୧୮ରୁ ସାଉଥାମ୍ପଟନରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ୱିଲିୟମସନ ଏବଂ ବିଜେ ୱାଟଲିଂଙ୍କୁ ବିଶ୍ରାମ…

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି…

ନିଜ ଆଗାମୀ ଆକ୍ସନ ମୁଭି ପାଇଁ ପ୍ରସ୍ତୁତ ହେଉଛନ୍ତି ଉର୍ବଶୀ!

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରାଉତେଲା ନିଜ ସୌନ୍ଦର୍ଯ୍ୟ ପାଇଁ ଯେତିକି ଲୋକପ୍ରିୟ ଅଭିନୟ ପାଇଁ ବି ସେ ସେତିକି ପରିଚିତ। ନିକଟରେ ଉର୍ବଶୀଙ୍କ ଏକ ଆକ୍ସନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଲଗାତାର ଉର୍ବଶୀଙ୍କୁ ଆଘାତ କରୁଛନ୍ତି। ଆଉ ସେ…

ଚୀନ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ଲିକ୍ !

ବେଜିଂ: ଚୀନର ଏକ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ପଦାର୍ଥ ଲିକ୍ ହୋଇଛି । ଏ ନେଇ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ପାଇଥିବା ବେଳେ ଚୀନ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଚୀନ ଏବଂ ଫ୍ରାନ୍ସର ଇଡିଏଫ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର ପରିଚାଳନା…

ହଜ୍ ୨୦୨୧ ପାଇଁ ସମସ୍ତ ଆବେଦନ ବାତିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହଜ୍‌କୁ ବାତିଲ କରାଯାଇଛି। ଏ ନେଇ ମଙ୍ଗଳବାର ଦିନ ହଜ୍ କମିଟି ପକ୍ଷରୁ ଘୋଷଣା କରାଯାଇଛି। ହଜ୍ ୨୦୨୧ ପାଇଁ ସମସ୍ତ ଆବେଦନ ବାତିଲ କରାଯାଇଛି। ମହାମାରୀ କାରଣରୁ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ହଜ୍‌ ପାଇଁ ଅନୁମତି ଦିଆଯିବ।…

ବିଶ୍ୱର ସବୁଠାରୁ ବଡ ପରିବାର ମୁଖିଆଙ୍କ ଅନ୍ତିମ ସଂସ୍କାର ହୋଇପାରୁନି !

ଆଇଜଲ: ବିଶ୍ୱର ସବୁଠାରୁ ବଡ ପରିବାରର ମୁଖିଆ ଜିଓନା ଚାନାଙ୍କ ଅନ୍ତିମ ସଂସ୍କାର ହୋଇପାରୁ ନାହିଁ । ମିଜୋରମର ଏହି ବ୍ୟକ୍ତିଙ୍କ ପରିବାବର୍ଗ ସେ ବଂଚିଥିବା ଦାବୀ କରୁଛନ୍ତି । ସେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏବଂ ଶରୀର ଗରମ ରହିଥିବା କହିଛନ୍ତି । ଚାନାଙ୍କ ବାପା ପାବଲ ସମ୍ପ୍ରଦାୟର ଗଠନ…

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ଗୋଟିଏ ବରକୁ ବାହା ହେବେ ୨ ଯାଆଁଳା ଭଉଣୀ!

ପର୍ଥ: ଗୋଟିଏ ବରକୁ ବାହା ହେବେ ଦୁଇ ଯାଆଁଳା ଭଉଣୀ। ଏକା ମନ ଏକା ରୂପ ପରି ଏଭଳି ଏକ ବିଚିତ୍ର ଘଟଣା ଘଟିଛି ଅଷ୍ଟ୍ରେଲିଆର ପର୍ଥରେ। ଦୁଇ ଯାଆଁଳା ଭଉଣୀ ସେମାନଙ୍କ ପ୍ରେମିକା ବେନ୍ ବାଇରେନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ୨ ଭଉଣୀଙ୍କ ବୟସ ୩୫ ବର୍ଷ। ଏଇ ଯାଆଁଳା ୨ ଭଉଣୀ…

ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା…