Latest Odisha News

BREAKING NEWS

Yearly Archives

2021

ଆଣ୍ଟିଲିଆ ବିସ୍ଫୋରକ ଜବତ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଦ୍ୱାରା ଚଳିତ ବର୍ଷ ଫେବୃଆରୀରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ବାହାରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଏସ୍‌ୟୁଭି ଜବତ କରାଯାଇଥିଲା। ସମ୍ପୃକ୍ତ ଘଟଣା ସହ ଜଡ଼ିତ ଆଉ ଦୁଇ ଜଣଙ୍କୁ ଏନଆଇଏ ଗିରଫ…

ନାବାଳିକା ଦୁଷ୍କର୍ମ ମାମଲା; ନାଗିନ୍‌ ଆକ୍ଟର ପର୍ଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିନେତା ପର୍ଲ ଭୀ ପୁରୀଙ୍କୁ ମିଳିଲା ଜାମିନ। ଆଜି ଭାସାଇ କୋର୍ଟ ଦ୍ୱାରା ପର୍ଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ପର୍ଲ ୧୧ ଦିନ ପାଇଁ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଭସାଇର ୱାଲିଭ ପୋଲିସ ପର୍ଲଙ୍କ ସମେତ ୬ ଜଣଙ୍କ…

କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ…

ମହାମାରୀ ସମୟରେ ୧୨ରୁ ୧୭ ବର୍ଷର ଝିଅମାନଙ୍କ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ୫୧ ପ୍ରତିଶତ ବୃଦ୍ଧି ପାଇଛି

ୱାଶିଂଟନ୍: କରୋନା ମହାମାରୀ ସମୟରେ ଯୁବତୀମାନଙ୍କ ଆତ୍ମହତ୍ୟା ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଏ ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ପକ୍ଷରୁ ରି‌ପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ ଫେବୃଆରୀ ୨୧ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ…

କୁନି କୃଷକର ହଳ କରିବା ଦେଖିଲେ ଚକିତ ହୋଇଯିବେ, ଆପଣ ବି କହିବେ ଜୟ କିଷାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି କାଦୁଆ ଜମିରେ ଲଙ୍ଗଳା ଛୁଆଟିଏ ହଳ କରିବା କେବେ ଦେଖିଛନ୍ତି ? ବୋଝେ ନାଁ । କିନ୍ତୁ ସୋସିଆଲ୍ ମିଡିଆରେ ଗୋଟିଏ କୁନି ଛୁଆର ଏକ ଭିଡିଓ ଜବରଦସ୍ତ ଭାଇରାଲ୍ ହେଉଛି । ଯିଏ ହାତରେ ଲଙ୍ଗଳ ଧରି ହଳ କରୁଛନ୍ତି । ଏହି ଭିଡିଓକୁ ଦେଖିଲେ ଆପଣ ଆଶ୍ଚର୍ୟ୍ୟ ତ ହେବେ ।…

ରାୟଗଡାର ଭୂମିହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ବଣ୍ଟନ

ରାୟଗଡା: ଘରେଘରେ ସେବା ପହଂଚାଉଛି ରାଜସ୍ୱ ରଥ । ଆଜି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧନରେ ଗୁଡାରି ବ୍ଲକର ଶିରୀଗୁଡା ଗାଁର ୬୩ ଜଣ ଭୂମିହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି । ଏହି ଅବସରରେ ସ୍ଥାନୟ ସରପଂଚ ଜାଗାରାଙ୍ଗା ଉପସ୍ଥିତ ଥିଲେ ।…

ଗଲଓ୍ୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ; ଶ୍ରଦ୍ଧାଞ୍ଜଳି ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ସ୍ଥିତ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷକୁ ଆଜି ୧ ବର୍ଷ ପୂରିଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୨୦୨୦ ମସିହା ଜୁନ୍ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ…

ଟିକାକରଣ ପରେ ଦେଶରେ ପ୍ରଥମ ମୃତ୍ୟୁ ମାମଲାକୁ ନିଶ୍ଚିତ କଲେ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୁଦ୍ଧରେ ଟିକାକରଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ହୋଇଥିବା ସ୍ୱୀକାର କରିଛନ୍ତି ସରକାର। କରୋନା ଟିକା ନେବା ପରେ ଆନାଫାଇଲକ୍ସିସ୍ କାରଣରୁ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଏଇଏଫ୍‌ଆଇ କମିଟିର ରିପୋର୍ଟରେ ତଥ୍ୟ ପ୍ରକାଶ…

ଲଘୁଚାପ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି…

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: କରୋନା ମହାମାରୀରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି। ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ…