Latest Odisha News

BREAKING NEWS

Yearly Archives

2021

ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା, ଆଉ ତାପରେ …

ଅନୁଗୋଳ: ବାଡ଼ିରେ ଏମେତେଣେ ବୁଲୁବୁଲୁ ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା ସାପ । ଛଟପଟ ହେଉଥିଲା । ଲୋକ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡ଼ିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗାଁର ଉମାକାନ୍ତ ବେହେରାଙ୍କ…

‘ପବିତ୍ର ରିସ୍ତା ସିଜିନ ୨’ରେ ମାନବ ଭୂମିକାରେ ନଜର ଆସିବେ ଶାହିର୍‌!

ନୂଆଦିଲ୍ଲୀ: ଖବର ଅନୁଯାୟୀ ଖୁବ୍‌ ଶୀଘ୍ର ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମର ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତାର' ସିଜିନ ୨ ଆରମ୍ଭ ହେବାକୁ ଯାଉଛି। ତେବେ ଏହାର ମୁଖ୍ୟ ଚରିତ୍ରକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପବିତ୍ର ରିସ୍ତା ପ୍ରଥମ ସିଜିନରେ ସୁଶାନ୍ତ ସିଂ ରାଜପୁତ…

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି। ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର…

କରୋନା କାଳରେ ମହଙ୍ଗା ମାଡ଼: ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ୬ ଟଙ୍କା ଲେଖାଏ ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ମହଙ୍ଗା ମାଡ଼ ଲୋକଙ୍କୁ କଲବଲ କଲାଣି । ତୈଳ ବଜାରରେ ନିଆଁ । ଖାଉଟି ସାମଗ୍ରୀ ଦର ବି ବଢୁଛି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ବିଭିନ୍ନ ରାଜ୍ୟରେ ତୈଳ ଦର ଶହେ ଟଙ୍କା ପାର କଲାଣି । ଗତ ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଲିଟର…

ଫିଲ୍ମ ‘ବେଲ୍ ବଟମ୍‌’ର ରିଲିଜ ଡେଟ୍ ଘୋଷଣା କଲେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର। ଅପେକ୍ଷାର ହେଲା ଅନ୍ତ। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବେଲ୍‌ ବଟମ୍‌ର ରିଲିଜ ତାରିଖ ଘୋଷଣା କରିଛନ୍ତି ଅକ୍ଷୟ କୁମାର। ଫିଲ୍ମ ବେଲ୍ ବଟମ୍ ଜୁଲାଇ ୨୭ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଏ ନେଇ ଅକ୍ଷୟ ସୋସିଆଲ ମିଡିଆରେ ପ୍ରକାଶ…

ତହସିଲଦାରଙ୍କୁ ଆକ୍ରମଣ କଲେ ମଦ୍ୟପ ଯୁବକ

ଜଗତସିଂହପୁର: ଲକଡାଉନ କଟକଣା ଯାଞ୍ଚ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଜାପା ଛକରେ ଜଣେ ମଦ୍ୟପ ଯୁବକ ତହସିଲଦାର ଚୌଧୁରୀ ପ୍ରଜଣାନନ୍ଦ ଦାଶଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଲକଡାଉନ ସମୟରେ ଦୋକାନ ବଜାର ଖୋଲାଥିବା ନେଇ ଶ୍ରୀ ଦାଶ…

ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହୋଇଛି। ବେଙ୍ଗାଲୁରୁ ସିଟି ପୋଲିସ କମିଶନର ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏ ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଜୁନ୍ ୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣକୁ…

‘ଲଗାନ୍‌’ ମୁଭିର ରିମେକ୍‌ ଦେଖିବାକୁ ଚାହୁଁଛନ୍ତି ଅମିର୍‌

ନୂଆଦିଲ୍ଲୀ: ବ୍ଲକ୍‌ବ୍ଲଷ୍ଟର ବଲିଉଡ୍‌ ମୁଭି 'ଲଗାନ'କୁ ୨୦ ପୂରିଛି। ଏଥିରେ ବଲିଉଡ୍‌ର ରୋମାଣ୍ଟିକ୍‌ ହିରୋ ଅମିର୍‌ ଖାନ୍‌ଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। 'ମିଷ୍ଟର ପରଫେକ୍ସନିଷ୍ଟ’ ଭାବରେ ଜଣାଶୁଣା ଆମୀର ଖାନଙ୍କ ଏହି ମୁଭି ୨୦୦୧ ମସିହା ଜୁନ୍‌ ୧୪ରେ ମୁକ୍ତିଲାଭ କରିଥିଲା।…

ଡେଲ୍‌ଟା ଭାରିଆଣ୍ଟ୍ ପାଇଁ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତରେ ଦେଖାଦେଇଥିବା ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍‌କୁ ନେଇ ଏବେ ସମଗ୍ର ଦେଶ ଚିନ୍ତାରେ। କିନ୍ତୁ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ସାମ୍‌ନାକୁ ଆସିଛି। ଡେଲ୍‌ଟା ଭାରିଆଣ୍ଟ୍‌ ବିରୋଧରେ ବିଦେଶୀ ଟିକା ଫାଇଜର ଏବଂ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ…

ଆଜିଠୁ ଏମ୍ସରେ ୬-୧୨ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ…