Latest Odisha News

BREAKING NEWS

Yearly Archives

2022

ଡହରା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ଆମ ଗାଁରେ ବିଜୁଳି ସଂଯୋଗ ନଥିଲା। ପାଖାପାଖି ୪୫ ବର୍ଷ ତଳର କଥା। ଗାଁକୁ ଯେତେବେଳେ ବିଜୁଳି ସଂଯୋଗ କଥା ଚିନ୍ତା କରାଗଲା, ତାହା କେବଳ କୃଷକମାନଙ୍କୁ ଆଖି ଆଗରେ ରଖି। କାରଣ, ଯେଉଁମାନଙ୍କ ଜମିରେ କୂଅ କିମ୍ବା ମୋଟର ଲାଗିବା…

ରୁଷକୁ ସମର୍ଥନ କରିବାରୁ ବେଜିଂକୁ ଆମେରିକାର ନାଲିଆଖି, ଭାରତକୁ ସହଯୋଗର ହାତ

ନୂଆଦିଲ୍ଲୀ: ଋଷକୁ ସମର୍ଥନ କରିବା ନେଇ ଆମେରିକା ବାରମ୍ବାର ଚୀନକୁ ଚେତାବନୀ ଦେଇଆସୁଛି। ଆମେରିକା କହିଛି ଯେ, ରୁଷ ଉପରେ ଯେଉଁ ପ୍ରକାରର କଟକଣା ଲଗାଇଛି, ତା'ଠାରୁ ଚୀନ ଶିକ୍ଷା ନେବା ଉଚିତ। ଅପରପକ୍ଷରେ ଆମେରିକା କହିଛି ଯେ ଭାରତ ରୁଷର ଅସ୍ତ୍ରଶସ୍ତ ଉପରେ ନିର୍ଭରଶୀଳ, ଯାହାକୁ ସେ କମାଇବାକୁ…

ରାଜସ୍ଥାନରେ ୩୦୦ ବର୍ଷର ମନ୍ଦିର ଭାଙ୍ଗି ଦୋଷ ଲଦାଲଦି ହେଉଛନ୍ତି ବିଜେପି-କଂଗ୍ରେସ

ଜୟପୁର: ଦେଶ ସାରା ମନ୍ଦିର ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବିଜେପି ରାଜସ୍ଥାନ ଅଲୱର ଜିଲ୍ଲାରେ ୩୦୦ ବର୍ଷର ଶିବ ମନ୍ଦିର ଭାଙ୍ଗିଦେଇଛି । କେବଳ ମନ୍ଦିର ନୁହେଁ, ୮୬ଟି ଘର ଆଉ ଦୋକାନ ଭାଙ୍ଗିଛି । ବେଆଇନ ଜବରଦଖଲ ଉଚ୍ଛେଦ ନିୟମରେ ରାଜଗଡ଼ ପୌର ପରିଷଦ ଗତ ରବିବାର ମନ୍ଦିର ସହ ଘର ଭାଙ୍ଗିଦେଇଛି ।…

ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରିବାହୀ ବସ, ୩୦ ଆହତ

ଜି ଉଦୟଗିରି: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ବାଲିଗୁଡାର ବୁଡ଼ାଗୁଡା ରାସ୍ତାର ଗଣ୍ଡମୁଣ୍ଡା ଘାଟିରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩୦ ଫୁଟ୍ ତଳକୁ  ଯାତ୍ରିବାହୀ ବସରେ ୩୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଯେଉଁଥିରେ ୫ ଜଣ ଶିଶୁ ମଧ୍ୟ ଥିଲେ। ସମସ୍ତ…

ଆରଜେଡି ଇଫତାର ପାର୍ଟିରେ ଯୋଗ ଦେଲେ ନୀତିଶ, ରାଜନୈତିକ ଅଙ୍କକଷା ଆରମ୍ଭ

ପାଟନା: ଅଧିକାଂଶ ଦଳ ପରି ଆରଜେଡି ଇଫତାର ପାର୍ଟିର ଆୟୋଜନ କରିଥିଲା । ତେବେ ଏହି ପାର୍ଟି ନେଇ ଏବେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରମୁଖ ନେତା ନୀତିଶ କୁମାର ଏଥିରେ ଯୋଗ ଦେଇଛନ୍ତି । ୫ ବର୍ଷ ପରେ ରାବ୍ରି ଦେବୀଙ୍କ ଘରକୁ ନୀତିଶ ଯାଇଛନ୍ତି ।…

ଚାପୁଡା କାଣ୍ଡ ପରେ ଅଲଗା ହେବେ କି ୱିଲ ସ୍ମିଥ ଓ ଜେଡା !

ନୂଆଦିଲ୍ଲୀ: ହଲିଉଡରୁ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ୱିଲ ସ୍ମିଥ ଏବଂ ଜେଡା ପିଂକେଟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଦି ନ୍ୟୁଜ ଇଂଟରନ୍ୟାଶନାଲର ଖବର ପ୍ରକାଶ ପାଇଛି । ଓସ୍କାର ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଚାପୁଡା କାଣ୍ଡ ଯୋଗୁ ଏହି ତିକ୍ତତା…

[ଭିଡିଓ] ପୋଲିସ କବଜାରେ କଟୁରୀ ଗ୍ୟାଙ୍ଗ, ୫ ଗିରଫ

ଭୁବନେଶ୍ୱର : ରାଜଧାନୀରେ କ୍ରିମିିନାଲ ମାନଙ୍କ ଆତଙ୍କ ବଢିବାରେ ଲାଗିଛି । କମ୍ପିଟେଟିଭ୍ ଛାତ୍ର ଏବେ ପାଲଟିଛନ୍ତି ହାର୍ଡକୋର କ୍ରିମିନାଲ । କଟୁରୀ ଗ୍ୟାଙ୍ଗ ସହ ମିଶି ଭୁବନେଶ୍ୱରରେ ଲୋକଙ୍କୁ ଲୁଟୁଛନ୍ତି ଛାତ୍ର । ଆଉ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଜଣେ ନାବାଳକ ସହ…

ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର: ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିର ବଜେଟ ପୂର୍ଣ୍ନାଙ୍ଗ ହୋଇପାରିନି । ଆସନ୍ତା ୨୫ ତାରିଖରେ ପୁର୍ନବାର ବୈଠକ ବସି ବଜେଟ ଚୂଡ଼ାନ୍ତ ହେବ । ବୈଠକରେ ନୀତି ସବକମିଟିରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ ଜଗା…

ଆସନ୍ତୁ ଜାଣିବା କାଠରେ କେଉଁଠାରେ ତିଆରି ହେବ ସବୁଠାରୁ ବଡ ବିଲ୍ଡିଂ

ଜ୍ୟୁରିକ:ସୁଇଜରଲାଣ୍ଡର ୱିଂଟରଥୁର ସହରରେ ନିର୍ମିତ ହେବାକୁ ଯାଉଛି କାଠର ସବୁଠାରୁ ବଡ ବିଲ୍ଡିଂ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଏଥିରେ କୌଣସି ପ୍ରକାରର ସିମେଂଟ, ପଥର କିମ୍ବା ବାଲି ବ୍ୟବହାର କରାଯିବ ନାହିଁ । ୩୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଲ୍ଡିଂରେ କେବଳ କାଠ ବ୍ୟବହାର କରାଯିବ ।…

ବିବାହ କଲେ ଆତ୍ମସମର୍ପିତ ମାଓ ପ୍ରେମୀ ଯୁଗଳ

ଭବାନିପାଟଣା: ମାଓବାଦ ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ପ୍ରେମୀ ଯୁଗଳଙ୍କୁ ବାହା କରାଇଛି କଳାହାଣ୍ଡି ପୋଲିସ । ୨୦୧୬ରେ ଆତ୍ମସମର୍ପଣ କରିଥିବା କଲମଦେଇ ଏବଂ ୨୦୨୦ରେ ମାଓବାଦ ରାସ୍ତା ଛାଡ଼ିଥିବା ରାମଦାସ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ଭବାନିପାଟଣା…