Latest Odisha News

BREAKING NEWS

Yearly Archives

2022

ଓଡ଼ିଶା କଂଗ୍ରେସ ଉପରେ ପ୍ରଶାନ୍ତ କିଶୋରଙ୍କ ନଜର, ସୋନିଆଙ୍କ ଆଗରେ ରଖିଲେ ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ପରିବର୍ତ୍ତନ ହେବ । ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଥିବା ବେଳେ ଦଳ ଆଗକୁ କିପରି ବଢିବ ସେ ନେଇ କେନ୍ଦ୍ର କଂଗ୍ରେସ ମଧ୍ୟ ଚିନ୍ତିତ । ଖୁବଶୀଘ୍ର ଓଡିଶା କଂଗ୍ରେସର ନୂଆ ସଭାପତି ମଧ୍ୟ ନିଯୁକ୍ତ ହେବେ ବୋଲି ଜଣାପଡିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ…

ଏସପି ତ୍ରିନାଥ ମିଶ୍ର ଦୁର୍ନୀତିଖୋର ବ୍ୟକ୍ତି ବୋଲି କୋର୍ଟ ଆଗରେ ପ୍ରମାଣ ଦେଇପାରିଲାନି ଭିଜିଲାନ୍ସ

କଟକ: ପ୍ରାୟତଃ ଏବେ ନିତିଦିନିଆ ଖବର ପାଲଟି ଗଲାଣି ଭିଜିଲାନ୍ସ ଟିମର ରେଡ୍ । ବିଭିନ୍ନ ଲୋକଙ୍କ ଘରେ ରେଡ୍ କରି ସେମାନେ ଆୟ କରିଥିବା ବେଆଇନ ସମ୍ପତ୍ତିର ପର୍ଦ୍ଦାଫାଶ କରୁଛି ବୋଲି ଭିଜିଲାନ୍ସ କହୁଛି । କିନ୍ତୁ ପରିତାପର ବିଷୟ ଭିଜିଲାନ୍ସ ଏପରି କରି କେବଳ ନିଜର ଭାବମୂର୍ତି ସଜାଡିବାକୁ…

ଓମଫେଡ୍ କ୍ଷୀର ହେଲା ମହଙ୍ଗା, ୨୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଓମଫେଡ୍ କ୍ଷୀରର ଦାମ ବଢ଼ିଲା । ଲିଟର ପିଛା ୨ ଟଙ୍କା ବଢାଇବାକୁ ଓମଫେଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଏବେ ୫୦୦ ଗ୍ରାମ କ୍ଷୀରର ଦାମ ୨୩ ଟଙ୍କା ରହିଛି । ନୂଆ ଦର ଅନୁଯାୟୀ ୨୧ ତାରିଖରୁ ଏହି କ୍ଷୀରର ଦାମ ୨୪ ଟଙ୍କା ହୋଇଯିବ । କୃଷକଙ୍କ ମୂଲ୍ୟ ବୃଦ୍ଧି,…

ଆସନ୍ତା ୨୦ରୁ କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

ଭୁବନେଶ୍ୱର: ଆସନ୍ତା ୨୦ରୁ କଡ଼ାକଡ଼ି ହେବ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ଯାନବାହାନ ଚେକିଂ। ୨୦ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ଗାଡ଼ିରେ…

ଡବ୍ଲ୍ୟୁଓଡିସି ବିଧାୟକ ପାଣ୍ଠି ୫କୋଟି ହେଉ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ରେ ଥିବା ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରାଶିକୁ ବୃଦ୍ଧି କରାଯାଉ। ଏଥିପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଡବ୍ଲ୍ୟୁଓଡିସି…

ବିଶ୍ୱ ଐତିହ୍ୟ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଐତିହ୍ୟ' ତରଫରୁ ସ୍ଥାନୀୟ ମାଉସୀମା ଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ…

କେଉଁଝର ଜିଲ୍ଲାପାଳଙ୍କୁ ୱାରେଣ୍ଟ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ସୋମବାର ହାଇକୋର୍ଟ କେଉଁଝର ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନ ଜାରି କରିଥିବା ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ରଥ ଦର୍ଶାଇଛନ୍ତି ଯେ, କମିଶନ ନିୟମ-୨୦୨୧ ଅନୁଯାୟୀ ତାଙ୍କ ପରିଧି ବାହାରେ କ୍ଷମତା…

ଏପ୍ରିଲ ୨୩ରେ ଆୟୋଜିତ ହେବ ଶରତ ସନ୍ଧ୍ୟା ୨୦୨୨

ଭୁବନେଶ୍ୱର : ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଷ୍ଟିକୁ ନେଇ ଆୟୋଜିତ ହେଉଥିବା ‘ଶରତ ସଂଧ୍ୟା’ ଉତ୍ସବ ଆସନ୍ତା ୨୩ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୩  ତାକୁ ଯେମିତି କେହି ଜଣେ ବିଟାର ଅନ୍ଧକାର ସୁଡ଼ଙ୍ଗ ଭିତରେ ଏକଲା ଛାଡ଼ି ଦେଇଛି । ସେ ଭୟରେ ଦିଶାହୀନ ଭାବେ ଧାଇଁଛି ଯେ ଧାଇଁଛି । ଏ ରାତିଟା ତା' ପାଇଁ କାଳ ରାତି । ବେଳୁବେଳ ରହସ୍ୟମୟ ହେଇ ତା’ ଆଗରେ ଆସି ଛିଡ଼ା…

ଭାଷା ଭାଗବତ : ପଦ୍ୟକାର, କବି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୦ ପୁନର୍ଲିଖନକାରୀ କବି ନିଜର ମନରେ ନ ଭାବି ପଠିତ ପାଠର ଲିଖନ କରଂତି ପ୍ରାୟ ଘନଘନ ଲେଖା ନ ହେଲେ ସ୍ବରଚିତ ନ ରହି ସମୟ ସହିତ ପୁନରାବୃତ୍ତି ହୋଇଥାଏ କିଛି ବି ନୂତନ ନ ହୁଏ ସ୍ବାନୁଭୂତିରୁ ପାଇ ତଥ୍ୟ ଯାହା ବି…