Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ନୀଳଗିରି ପର୍ବତ ବା ନୀଳସୁନ୍ଦର ପର୍ବତ ର ପ୍ରାଚୀନତାର ପ୍ରମାଣ ଖୋଜିଲେ । ଶାସ୍ତ୍ରରେ ବର୍ଣ୍ଣନା ମିଳେ କଳ୍ପବୃକ୍ଷ,…

ଟ୍ୱିଟର ଟ୍ରେଣ୍ଡରେ ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’; ୪୦୦ କୋଟିର ଦୁର୍ନୀତି

ଭୁବନେଶ୍ୱର: ସୋମବାର ଟ୍ୱିଟରରେ ଜବରଦସ୍ତ ଟ୍ରେଣ୍ଡ କରୁଛି ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’ । ଲକ୍ଷାଧିକ ଟ୍ୱିଟ ହେଲାଣି ଏହି ଟ୍ରେଣ୍ଡରେ । ମାତ୍ରାଧିକ ଲୋକ ହିରୋ ଇଲେକ୍ଟ୍ରିକ ପୋଷ୍ଟର ସେୟାର କରୁଛନ୍ତି । ଯେଉଁଥିରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ନବୀନ ମୁଞ୍ଜଲଙ୍କ ଫଟୋ ଲାଗିଛି । ସେଥିରେ…

[ଦେଖନ୍ତୁ ଭିଡିଓ] ଭାଇରାଲ୍ ହେଉଛି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ରୋବୋଟ୍

ଭୁବନେଶ୍ୱର: ଅତ୍ୟାଧୁନିକ ଟେକ୍ନୋଲଜି ଜରିଆରେ ଆଜିକାଲି କିଛି ବି ସମ୍ଭବ ହୋଇପାରୁଛି । କରୋନା ମହାମାରୀର ଆଗମନ ହେଉ ଅବା ଚନ୍ଦ୍ରର ଚକ୍କର କାଟିବା । ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରି ନୂଆନୂଆ ଉଦ୍ଭାବନ ସାମ୍ନାକୁ ଆଣିପାରୁଛନ୍ତି । ଏହି ଧାରାରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏହି…

କଲେଜ ପିଲାଙ୍କ ଖରା ଛୁଟି ମାତ୍ର ୧୬ ଦିନ; ଶୀଘ୍ର କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖରା ଦିନିଆ ଛୁଟିକୁ କମେଇ ଦେଇଛନ୍ତି । କେବଳ ଜୁନ୍୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଛୁଟି ମିଳିଛି । କରୋନା ମହାମାରୀ ପାଇଁ ଲମ୍ବା ସମୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଲମ୍ବା ସମୟ ଧରି ବନ୍ଦ ରହିଥିଲା । ଏହି ସମୟରେ…

ଜେନେରାଲ ମନୋଜ ପାଣ୍ଡେ ହେଲେ ନୂଆ ଆର୍ମି ଚିଫ୍

ଭୁବନେଶ୍ୱର: ବର୍ତ୍ତମାନର ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ ମନୋଜ ପାଣ୍ଡେଙ୍କୁ ଆର୍ମି ଚିଫ୍ ଭାବେ ନିଯୁକ୍ତି ମିଳିଛି । ଏପ୍ରିଲ ୩୦ ଅପରାହ୍ନରୁ ସେ ଦାୟିତ୍ୱ ଗ୍ରହଣ କରିବେ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ପିଆଇବି ପକ୍ଷରୁ ସୂଚନା ମିଳିଛି । ଆର୍ମିର…

ଦିନେ ଥିଲା ପୋଲିସ ଇନଫର୍ମର୍ , ଆଜି ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ !

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ସମ୍ମୁଖୀନ ହେବା ପାଇଁ ଭାରତୀୟ ସେନା ଅବା ପୋଲିସ ନିଜର ଅଗଣିତ ଇନଫର୍ମରଙ୍କୁ କାମରେ ଲଗାଇଥାନ୍ତି । ଏଥିପାଇଁ ତାଙ୍କୁ ଅଳ୍ପ ବହୁତ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥାଏ । ତେବେ ନିକଟରେ ଜଣେ ପୋଲିସ ଇନଫର୍ମର୍ ନିଜ ଦେଶ ସହ ବେଇମାନି କରିଥିବା ଜାଣି ଗୃହ ମନ୍ତ୍ରାଳୟ…

ଆମୱେ ଇଣ୍ଡିଆର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମୱେ ଇଣ୍ଡିଆ କମ୍ପାନୀର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ସୋମବାର ଆର୍ଥିକ ହେରଫେର ମାମଲାରେ ଇଡି ଆମୱେ ର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି । ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଜମି, ଫ୍ୟାକ୍ଟ୍ରି କୋଠା,…

ଚର୍ଚ୍ଚାରେ “ଥାର୍‌”, ଏକାଠି ଆସୁଛନ୍ତି ବାପ ପୁଅ

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମ ମୋହରେ ଅଧିକାଂଶ ଭାରତୀୟ । ଲକଡାଉନ୍ ସମୟରେ ଫିଲ୍ମ ତଥା ୱେବ୍ ସିରିଜ୍ ପ୍ରେମୀଙ୍କୁ ଓଟିଟି ପ୍ଲାଟଫର୍ମ ଦେଇଥିଲା ନୂଆ ଦିଗ । ଅନେକ ପୁରୁଖା ଅଭିନେତା ତଥା ଅଭିନେତ୍ରୀ ଓଟିଟି ପ୍ଲାଫର୍ମକୁ ଆପଣେଇଥିଲାବେଳେ ଆଗାମୀ ଦିନରେ ଏକ ଜବରଦସ୍ତ ଫିଲ୍ମରେ ବଲିଉଡର…

ବିଶ୍ୱ ଐତିହ୍ୟ ଦିବସରେ ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କଲା ଜଗନ୍ନାଥ ସେନା

ପୁରୀ : ବିଶ୍ୱ ଐତିହ୍ୟ ଦିବସରେ ଶ୍ରୀମନ୍ଦିର ଏତିହ୍ୟ ସୁରକ୍ଷା ଦିଗରେ ସ୍ୱର ଉଠାଇଲା  ଜଗନ୍ନାଥ ସେନା । ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପ୍ରସାର କରିବା ଏହି ଦିବସର ମହାନ ଉଦ୍ଦେଶ୍ୟ ।  । ବିଗତ କିଛିଦିନ ହେବ ଓଡିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ ବିପଦରେ ପକାଇ ଚାଲିଛି…

କ୍ଲିନିକ୍ ବାହାରେ ପୋଷ୍ଟର ମାର; କେତେ ଥରରେ ପାସ୍ କରିଛ ଡାକ୍ତରୀ ପରୀକ୍ଷା

ଭୁବନେଶ୍ୱର: କେତେ ଥର ଚେଷ୍ଟା କରି ଡାକ୍ତରୀ ପରୀକ୍ଷା ପାସ୍ କରିଛନ୍ତି, ତାହା ହସ୍ପିଟାଲ ବା କ୍ଲିନିକ ବାହାରେ ଡାକ୍ତରଙ୍କୁ ପୋଷ୍ଟର ମାରିବାକୁ ହେବ । ମାଡ୍ରାସ ହାଇକୋର୍ଟ ଏଇ ନିକଟରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମସିଆଇ)କୁ ଏଭଳି ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ଏସ ବୈଦ୍ୟନାଥନଙ୍କ…