Latest Odisha News

BREAKING NEWS

Yearly Archives

2022

ଲେମ୍ବୁ ଗୋଟା ୧୦ ଟଙ୍କା ହେବା ପଛର କାରଣ କ’ଣ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇ ସପ୍ତାହରୁ ଲେମ୍ବୁ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁ ଲେମ୍ବୁ ଖାଇବା ଥାଳିରେ ନରହିଲେ କିମ୍ବା ଅତିଥି ଚର୍ଚ୍ଚାରେ ପରସା ନଗଲେ ଭଲ ଲାଗିନେ । ଏବେ ସେହି ଲେମ୍ବୁ କିଣିବା ବହୁତ କଷ୍ଟକର ହୋଇପଡିଲାଣି । ବଜାରରେ ଗୋଟା ଲେମ୍ବୁ ଦେଖିଲେ ମଧ୍ୟ…

ମହିଳା ଓ ଶିଶୁ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୩ ନୂଆ ମିଶନ

ଭୁବନେଶ୍ୱର: ଅପପୁଷ୍ଟି, ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ସଶକ୍ତୀକରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ଏକ କେନ୍ଦ୍ର ରାଜ୍ୟ ମିଳିଳ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଦିଗରେ କେନ୍ଦ୍ର ସରକାର ତିନୋଟି ନୂଆ ଯୋଜନା ବା ମିଶନ ଘୋଷଣା କରିଛନ୍ତି । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ଶକ୍ତି…

ପଂଜାବୀ ଷ୍ଟାଇଲରେ ବିବାହ କଲେ ରଣବୀର କାପୁର ଓ ଆଲିୟା ଭଟ୍ଟ

ମୁମ୍ବାଇ: ମୁମ୍ବାଇରେ ସରିଲା ରଣବୀର ଓ ଆଲିୟାଙ୍କ ବିବାହ । ସମାରୋହରେ କେବଳ ପରିବାର ଲୋକେ ଓ ବଛାବଛା ବନ୍ଧୁବାନ୍ଧବଙ୍କ ସମେତ ଅତିଥୀ ସାମିଲ ହୋଇଥିଲେ । ଏହି ଧାରାରେ ବଲିଉଡର କିଛି ଜଣାଶୁଣା ଚେହେରା ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି । ରଣବୀର ଓ ଆଲିୟାଙ୍କ ବିବାହ ସମୟର ଫଟୋ…

[ଦେଖନ୍ତୁ ଭିଡିଓ] ସାହିଯାତର ଚତୁର୍ଥ ଦିନର ଯାତ୍ରା: ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ

ପୁରୀ: ପୁରୀରେ ଆଜି ସାହିଯାତର ଚତୁର୍ଥ ଦିନ। ବେଶ ଜାକଜମକର ସହ ଚତୁର୍ଥ ଦିନର ଯାତ୍ରା । ତେବେ ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ…

[ଦେଖନ୍ତୁ ଭିଡିଓ] ଆତ୍ମହତ୍ୟା ପନ୍ଥା ବାଛିଥିଲେ ଯୁବତୀ, ଦେବଦୂତ ସାଜିଲେ ସିଆଇଏସ୍‌ଏଫ୍ କର୍ମୀ

ଭୁବନେଶ୍ୱର: ଆଜି ସକାଳୁସକାଳୁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏପରିକି ଆଂଶିକ ସଫଳ ମଧ୍ୟ ହୋଇଥିଲେ । ହେଲେ ବୋଧ ହୁଏ ସେହି ଯୁବତୀଙ୍କ ପାଇଁ ଦଇବ କିଛି ଭିନ୍ନ ଚିନ୍ତା କରିଥିଲା । ଯୁବତୀ ଜଣକ ଛାତରୁ ଡେଇଁଥିଲେ ସତ ହେଲେ ଜଣେ ସିଆଇଏସ୍‌ଏଫ୍ କର୍ମୀଙ୍କ ଉପସ୍ଥିତି ବୁଦ୍ଧି…

ଟ୍ୱିଟରକୁ କିଣିବାକୁ ସବୁଠୁ ବଡ ଅଫର ଦେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ ସୋଶିଆଲ ମିଡିଆ କମ୍ପାନୀ ଜ୍ୟାକ ଡୋର୍ସିଙ୍କ ଟ୍ୱିଟରକୁ କିଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ । ୩୨ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ଟ୍ୱିଟରକୁ ପ୍ରସ୍ତାବ ଦେଇଥିବା ସୂଚନା…

ଇମ୍ରାନ ବଢ଼ିଆ କମେଡ଼ି କରିପାରିବେ, ସେ ‘କପିଲ ଶର୍ମା ସୋ’ ଯାଆନ୍ତୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ଦ କପିଲ ଶର୍ମା ସୋ’ରେ ଚରିତ୍ରଟେ ମିଳୁ । ପାଜି ଅର୍ଥାତ୍ ସିଦ୍ଧୁ ଅବସର ନେବା ପରେ ତାଙ୍କ ଚୌକି ଖାଲି ପଡ଼ିଛି । ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହାମ ଖାନ୍ କଟାକ୍ଷ କରି ଏମିତି କହିଛନ୍ତି । ବୁଧବାର ପେଶାୱାରରେ…

ଚଳିତ ବର୍ଷ ଦେଶରେ କେମିତ ରହିବ ମୌସୁମୀ ?

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତ ବର୍ଷର ପ୍ରଥମ ଲଙ୍ଗ୍ ରେଞ୍ଜ୍ ଫୋରକାଷ୍ଟ (ଏଲ୍ଆରଏଫ) ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ। ଯଦି ଆକଳନ ସତ ହୁଏ ତାହେଲେ ଲଗାତର ଚତୁର୍ଥ ବର୍ଷ ସ୍ୱାଭାବିକ ବର୍ଷା ରହିବ।…

ଏଥର ବକ୍ସ ଅଫିସରେ କଙ୍ଗନା ଓ କାର୍ତିକ ମଧ୍ୟରେ ମୁକାବିଲା

ମୁମ୍ବାଇ: ବଲିଉଡ ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଓ କିୟାରା ଆଡଭାନୀ ଅଭିନୀତ ଭୁଲ ଭୂଲେୟା ୨ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଫିଲ୍ମ ୨୦ ମେ ୨୦୨୨ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି କମେଡି ହରର ପ୍ରଥମ ପାର୍ଟ…

ମୁସ୍ତାକ ଅହମ୍ମଦ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: ଭାରତର ଗୃହ ବ୍ୟାପାର ମନ୍ତଣାଳୟ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷିତ କରିଛି । ପାକିସ୍ତାନରେ ସେ ଅଲଉମର ମୁଜାହିଦୀନ ଆତଙ୍କବାଦୀ ସଂଗଠନ ସ୍ଥାପନ କରିଛନ୍ତି । ୧୯୯୯ରେ ଇଣ୍ଡିଆନ ଏୟାରଲାଇନ ବିମାନ ଅପହରଣ କରିବା ପରେ ଆତଙ୍କବାଦୀମାନେ ଯାତ୍ରୀଙ୍କ ବଦଳରେ ୩ଜଣଙ୍କୁ ଜେଲରୁ…