Latest Odisha News

BREAKING NEWS

Yearly Archives

2022

କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦରେ କଣ୍ଠଶିଳ୍ପୀ ବିଧୁଭୂଷଣ ତ୍ରିପାଠୀ ସମ୍ମାନିତ

କଟକ: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ଲୋକନୃତ୍ୟ ପରିବେଷଣ ହୋଇଥିଲା । ଉତ୍ସବରେ ରାଜ୍ୟର ବିଭିନ୍ନ…

ପଦ ଯିବା ପରେ ପେଶାଓ୍ୱାର ରାଲିରେ ହୁଙ୍କାର ଭରିଲେ ଇମ୍ରାନ୍ ଖାନ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ ଏ ଇନସାଫ ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ପରୋକ୍ଷରେ ଦେଶର ସୁପ୍ରିମକୋର୍ଟ ଏବଂ ସେନାକୁ ଟାର୍ଗେଟ କରିଛନ୍ତି । ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ପଡିବାର କିଛି ସମୟ ପୂର୍ବରୁ ଅର୍ଥାତ ରାତି ଅଧରେ ସୁପ୍ରିମକୋର୍ଟ…

କଳାହାଣ୍ଡି କପ କ୍ରିକେଟ; ଭୁବନେଶ୍ୱର ଏ, ସୁନ୍ଦରଗଡ, କଟକ ବି ବିଜୟୀ

ଭୁବନେଶ୍ୱର: କଟକରେ ଚାଲିଥିବା କଳାହାଣ୍ଡି କପ କ୍ରିକେଟରେ ଭୁବନେଶ୍ୱର ଏ, ସୁନ୍ଦରଗଡ, କଟକ ବି, ଝାରସୁଗୁଡା, କଟକ ଏ ଓ ଯାଜପୁର ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ୨୪୦ ରନର ବିଜୟ ଲକ୍ଷ୍ୟ ଭୁବନେଶ୍ୱର ଏ ସମ୍ମୁଖରେ ରଖିଥିଲା । ଅନୁରାଗ ଷଡଙ୍ଗୀ…

ନିତିନ ଗଡ଼କାରୀ ଦିନେ ରତନ ଟାଟାଙ୍କୁ ବୁଝାଇଥିଲେ ଆରଏସଏସ ହସ୍ପିଟାଲ ସମସ୍ତଙ୍କ ପାଇଁ

ପୁନେ: କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ସିହ୍ନାଗଡ଼ରେ ଏକ ହସ୍ପିଟାଲ ଉଦଘାଟନ ବେଳେ ଏକ କୌତୁହଳପ୍ରଦ କଥା କହିଛନ୍ତି । ନିତିନ କହିଲେ କି, “ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲା ବେଳେ, କେବି ହେଜୱାର ହସ୍ପିଟାଲ ଉଦଘାଟନ ବେଳେ ରତନ ଟାଟା ମତେ ପଚାରିଥିଲେ । ଆରଏସଏସ…

ବିଶ୍ୱର ହଟ ମହିଳା ଟ୍ରକ ଡ୍ରାଇଭର, ସୋସିଆଲ ସାଇଟରେ ବର୍ଷକୁ ଆୟ କରୁଛନ୍ତି ୬୫ ଲକ୍ଷ

ସିଡନୀ:ଚମ୍ପା ଫୁଲ ପରି ରଙ୍ଗ, ନୀଳ ନୟନା ଓ ଚମତ୍କାର ଶରୀରର ଅଧିକାରୀ ଅଷ୍ଟ୍ରେଲିଆର ଏହି ମହିଳା ଟ୍ରକ ଡ୍ରାଇଭର ଏବେ ସାରା ବିଶ୍ୱରେ ଚର୍ଚ୍ଚିତ । ସୋସିଆଲ ସାଇଟରେ ତାଙ୍କର ଏତେ ଫଲୋର୍ସ ହୋଇଗଲେଣି ଯେ ସେ ବର୍ଷକୁ ୬୫ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହି ଅଷ୍ଟ୍ରେଲୀୟ ବ୍ୟୁଟିଙ୍କ ନାମ ହେଲା…

ମାହାଙ୍ଗା ଗଣହତ୍ୟା ଘଟଣା : ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣି ସତ କାଢିବ ପୋଲିସ

ମାହାଙ୍ଗା : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରୁ ଖୁବ୍ ଶୀଘ୍ର ହଟିବ ପରଦା । ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ ।ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଗଲା ଶିବ । ରିମାଣ୍ଡରେ ନେଇ ହତ୍ୟାକାରୀ ଶିବ ମୁହଁରୁ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ ।କ୍ରାଇମ ସିନ୍ ବି ରିକ୍ରିଏସନ…

ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ତୃତୀୟ ଥର ପାଇଁ ଟେନିସରୁ ଅବସର ନେଲେ କ୍ଲାଇଷ୍ଟର୍ସ

ଲଣ୍ଡନ: ବିଶ୍ୱର ପୂର୍ବତନ ଏକ ନମ୍ବର ମହିଳା ଟେନିସ ଖେଳାଳି ତୃତୀୟ ଥର ପାଇଁ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ଏହି ବେଲଜିୟମ ଷ୍ଟାର ଖେଳାଳି କହିଛନ୍ତି ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ମୁଁ ବାଧ୍ୟ ହୋଇ ଅବସର ନେଉଛି । ଏହା ପୂର୍ବରୁ ୨୦୦୭ରେ ପରିବାର ଆରମ୍ଭ କରିବା ପାଇଁ ସେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଶୋପିୟାଁ: ଦକ୍ଷିଣ କଶ୍ମୀରର ଶୋପିୟାଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କବାଦୀ । ଜୈନପାରୋର ବଡିଗାମରେ ଖବର ପାଇବା ପରେ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ…

ଭାରତରେ ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ-ମୁମ୍ବାଇ ଅଧିକ ସମ୍ବେଦନଶୀଳ

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା କମ୍ । କିନ୍ତୁ ସ୍ଥିତି ଚିନ୍ତାଜନକ । ଗୁରୁବାର ଦେଶରେ ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ସମୁଦାୟ…

ଓଲଟିଲା ଧାନ ବୋଝେଇ ପିକଅପ୍ ଭ୍ୟାନ, ୨ମୃତ,୩ ଗୁରୁତର

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ଦୁର୍ଘଟଣା । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ସୋମାନଙ୍କୁ ୧୦୮…