Latest Odisha News

BREAKING NEWS

Yearly Archives

2022

ଶ୍ରୀମନ୍ଦିର ଐତିହ୍ୟ କରିଡର ବେଆଇନ ନିର୍ମାଣ; ଫୌଜଦାରୀ ମାମଲା ପାଇଁ କୋର୍ଟରେ ଆବେଦନ କଲା ଜିଲ୍ଲା ଓକିଲ ସଂଘ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗରେ ଖନନ ଓ ବେଆଇନ ନିର୍ମାଣ ବିରୋଧରେ ପୁରୀ ଜିଲ୍ଲା ଓକିଲ ସଂଘ ଏସଡିଜେଏମ(ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ)ଙ୍କ ଅଦାଲତରେ ଆଜି ଏକ ମାମଲା ରୁଜୁ କରିବାକୁ ଆବେଦନ କରିଛି । ନିର୍ମାଣକାରୀ ସଂସ୍ଥା ଟାଟା, ଓବିସିସି ଓ ପୁରୀ ଜିଲ୍ଲାପାଳଙ୍କ…

ରାଜଧାନୀ ପ୍ରତିଷ୍ଠା ଦିବସକୁ କାହିଁକି ଡକାଗଲାନି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଲେ ସାଂସଦ ଅପରାଜିତା…

ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଅପରାଜିତାଙ୍କୁ ନଡକାଯିବା ଘଟଣା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଥିବା ବେଳେ ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି…

ବୃହସ୍ପତି ଚଳନ

ଶ୍ରୀପତି ଆଚାର୍ଯ୍ୟ ବୃହସ୍ପତି ଚଳନ - ଏକ ବୃହତ ମହାଜାଗତିକ ପରିବର୍ତ୍ତନ, ତା୧୩.୦୪.୨୦୨୨ ରାତ୍ର ୧ଟା ୪୬ମି ଠାରେ ବୃହସ୍ପତି କୁମ୍ଭ ରାଶିରୁ ପୂର୍ବଭାଦ୍ର ନକ୍ଷତ୍ର ମୀନ ରାଶିକୁ ସ୍ବଚାର ଗମନ କରିବେ । ଏହି ସମୟରେ ଜୀବଜଗତ ସହିତ ମାନବ ଜୀବନରେ ଅନେକ ପ୍ରଭାବ ପରିଲିକ୍ଷିତ ହେବ ॥…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ

ପୁରୀ:  ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ପରିବେଷଣ…

ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ସହ ଅଭିଯୁକ୍ତଙ୍କ ଟି ଆଇ ପ୍ୟାରେଡ ହେବ :…

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ପଚରାଉଚରା ଜାରି ରଖିଛି । ହେଲେ ଏବେ ପୁଣି ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ…

ଅସିତ ମହାନ୍ତିଙ୍କୁ ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର : ପ୍ରଖ୍ୟାତ ଲେଖକ, ଅନୁବାଦକ ତଥା ପୋଥିନାଥ ଭାବେ ପରିଚିତ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅନୁବାଦକ ଅସିତ ମହାନ୍ତିଙ୍କୁ 'ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ' ପ୍ରଦାନ କରାଯାଇଥିଲା।…

ପରଲୋକରେ ସାହିତ୍ୟିକ ଅବଦୁଲ ଓସିଦ ଖାଁ

ବାଲିପାଟଣା : ବରିଷ୍ଠ ସାହିତ୍ୟିକ , କବି, ସମ୍ଭକାର , ସମାଲୋଚକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ଅବଦୁଲ ଓସିଦ ଖାଁଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ଦୁଇଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ଆହୁରି ୩ଦିନ ଯାଏ କଲବଲ କରିବ ମୁଣ୍ଡଫଟା ଖରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତତଲା କଡେଇରେ ସିଝୁଛି ଓଡିଶା  ।ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ସେପଟେ ରାଜ୍ୟରେ ୧୨ଟି ଉତ୍ତପ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିଭଳି…

ଜହ୍ନରୁ ଚୋରୀ କରିବା ଲକ୍ଷ୍ୟରେ ଚୀନ, ରୁଷ

ମସ୍କୋ: ପୃଥିବୀ ପରେ ମଙ୍ଗଳ ଏବଂ ଚନ୍ଦ୍ରର ପ୍ରାକୃତିକ ସମ୍ପଦ ଉପରେ ରୁଷ ଓ ଚୀନର ଲୋଲୁପ ଆଖି ପଡିଛି । ଆମେରିକା ଗୋଇନ୍ଦା ବିଭାଗ ଏବଂ ସ୍ପେଶ ଆଣ୍ଡ କାଉଂଟର ସ୍ପେଶର ବରିଷ୍ଠ ରକ୍ଷା ବିଶ୍ଲେଷକ କୀଥ ରାଇଡର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ଚୀନ ଓ ରୁଷ ମିଳିତ ଭାବେ ମହାକାଶରେ…

ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଆଜି ବାବା ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩.୩୦ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…