ବଡ଼ ପରଦାରେ, ବଡ଼ ଲଢ଼େଇ: କଶ୍ମୀର ଫାଇଲ୍ସ ବନାମ ଆରଆରଆର
ମୁମ୍ବାଇ: ଚାଲିଛି ବଡ଼ ପରଦାରେ ବଡ଼ ଲଢେଇ । ଇତିହାସର ଘଟଣା ବନାମ କାଳ୍ପନିକ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍ସୁକତା । ତିନି ସପ୍ତାହରେ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ଏଯାବତ ୨୧୯ କୋଟିରୁ ଅଧିକ ଆୟ କରିଥିବା ବେଳେ ଆରଆରଆର ଗୋଟିଏ ଦିନରେ ଦୁଇ ଶହ କୋଟିରୁ ଅଧିକ…