Latest Odisha News

BREAKING NEWS

Yearly Archives

2022

ଘାଟି ତଳକୁ ଖସିଲା ବସ୍: ୭ ମୃତ ଓ ୪୫ ଆହତ

ହାଇଦ୍ରାବାଦ: ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବାଟରେ ଘାଇକୁ ଖସିଲା ବସ୍ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୪୫ ଜଣ ଯାତ୍ରୀ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଭାକଟାପେଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସଟି ଘାଟି ରାସ୍ତା ଦେଇ ଯାଉଥିବା ବେଳେ…

ହଟିଲା କଟକଣା: ୨ ବର୍ଷ ପରେ ଅନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ହଟିଲା କଟକଣା । ଆଜିଠୁ ସ୍ୱାଭାବିକ ହୋଇଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିଲା କଟକଣା । ଆଜିଠାରୁ କଟକଣା ଉଠିବା ସହ ଅନ୍ତର୍ଜାତୀୟ ଉଡ଼ାଣ ସ୍ୱାଭାବିକ ହୋଇଛି । ୨୦୨୦ ମାର୍ଚ୍ଚ ୨୩ରୁ…

ଆଜି ବସୁଛି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପରେ ମୋହର ବାଜିବ । ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ…

ତୈଳ ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢ଼ିଲା

ଭୁବନେଶ୍ୱର: ପୁଣି ବେଲଗାମ ତୈଳ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ଦର ୫୦ ପଇସା ବଢ଼ିଛି । ସେହିପରି ଡିଜେଲ ଦାମ୍ ଲିଟର ପ୍ରତି ୫୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ…

ଜାଣନ୍ତୁ; ଭୁବନେଶ୍ୱରର ନୂଆ ମେୟର ସୁଲୋଚନା ଦାସଙ୍କୁ

ଭୁବନେଶ୍ୱର: ସୁଲୋଚନା ଦାସ । ଏହି ବିଜେଡି ନେତ୍ରୀ ମହାନଗର ନିଗମ ନିର୍ବାଚନରେ ଭୁବନେଶ୍ୱରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟୀ ହୋଇ ସେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ମେୟର ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ କଡା ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ମଧ୍ୟ…

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ ସୁଦୂରପ୍ରସାରୀ : ରଜୀତ୍ ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ରଜୀତ୍ ଦାସ। ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ସେଇ ଗାଁକୁ ନେଇଯା, ଶ୍ଵେତପଦ୍ମା, ପିଲାବେଳ…

ମୁଣ୍ଡଗେଟ୍: ସନ୍ଦେହ ଘେରରେ ସୁନୀତିଙ୍କ ଡକ୍ଚରେଟ ପାଖରୁ ସାମ୍ବାଦିକତାରେ ଡିପ୍ଲୋମା

ଭୁବନେଶ୍ୱର: ପୁଣି ବିବାଦରେ ବିଜେପିର ଭୁବନେଶ୍ୱର ମେୟର ପରାଜିତ ପ୍ରାର୍ଥୀ ସୁନୀତି ମୁଣ୍ଡ । ପ୍ରଥମେ ନାଁ ପୂର୍ବରୁ ଡକ୍ଟର ଲଗାଇବାକୁ ନେଇ ସନ୍ଦେହ ଘେରରେ ଥିଲେ ଏହି ନେତ୍ରୀ । ଏବେ ନିଜର ସାମ୍ବାଦିକତା ସାର୍ଟିଫିକେଟକୁ ନେଇ ସ୍କାନରରେ ଆସିଛନ୍ତି । ସନ୍ଦେହ ଘେରରେ ପିଜି ପାଠ୍ୟକ୍ରମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଭଗବାନ ଶ୍ରୀକୃଷ୍ଣ ଉଭୟଙ୍କୁ ସମାନ ଭାବରେ ବିବେଚନା କରାଯାଏ । କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଅବତାର ମଧ୍ୟରେ ନିଆ ଯାଇ ନାହିଁ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ…

 ଭାଷା ଭାଗବତ : ଜଟିଳ ଲିଖନ ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୭  ଜଟିଳ ଲିଖନ ରକ୍ଷଣ ସକାଶେ ଲିପି ପ୍ରଚଳନ ହୋଇଛି ଭାଷାରେ ସ୍ଥଗିତ ବୁଝଂତୁ ସୁଜ୍ଞାନୀ ପଂଡିତ ଚଳୁଛୁଁ କଥାବାର୍ତା କରି ଲେଖିବା ପାଇଁ ଥାଉଁ ଡରି କାଳେ କି ହୋଇଯିବ ତ୍ରୁଟି ଏ ଚିଂତା ମନ ଦିଏ ଘାଂଟି ଆମ ଭାଷାର ବର୍ଣମାଳା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୦  ଆଗକୁ ଝୁଙ୍କି ପଡ଼ିଲା ଆରାଧ୍ୟା । ତାଙ୍କ ଶବ୍ଦଟା ଛୋଟ ଘୂର୍ଣ୍ଣିଝଡ଼ଟେ ସୃଷ୍ଟି କରି ନାକ ବାଟଦେଇ ବୋହିଗଲା । ଏ କ’ଣ କହୁଛନ୍ତି । ଏହା କିପରି ସମ୍ଭବ! କାଇଁ, ଅସୁବିଧା କୋଉଠି? ନାଁ ଧରି କେମିତି ଡାକିବି?…