Latest Odisha News

BREAKING NEWS

Yearly Archives

2022

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି…

ଆଜିଠୁ ତାତିରେ ସିଝିବ ଓଡ଼ିଶା: ୩ ଦିନ ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ତାତିରେ ସିଝିବ ଓଡ଼ିଶା । ୩ ଦିନ ତାପମାତ୍ରା ବଢ଼ିବ । ୪୦ ଡିଗ୍ରୀ ପାର କରିଯିବ ଦିନର ତାପମାତ୍ରା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌…

ଠକ ଡାକ୍ତର ରମେଶ ସ୍ୱାଇଁର ମିଛଧରା ପରୀକ୍ଷାରେ ୯୦ ପ୍ରଶ୍ନ

ଭୁବନେଶ୍ୱର: ୧୮ ମହିଳାଙ୍କ ରସିକିଆ ସ୍ୱାମୀ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା । ଝାରପଡା ଜେଲରୁ ଆଣି ରାଜ୍ୟ ଫୋରେନସିକ ଲାବକୁ ରମେଶକୁ ଆଣିବ ପୁଲିସ । ମହିଳାଙ୍କୁ ବିବାହ, ଡାକ୍ତରୀ ପାଠ ପଢା ନାଁରେ ଠକେଇ, ଚାକିରି କରାଇଦେବା ନାଁରେ ଚୂନ ଲଗାଇବା ସହିତ ଅନେକ ବ୍ୟବସାୟୀଙ୍କୁ ଠକେଇ…

ପୁଣି ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ବାହାର କରିବାକୁ କସରତ

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ । ଆଜି ଦୁଇଟି ହାତୀ ଚିଡିଆଖାନା ଭିତରେ ପ୍ରବେଶ କରିଛନ୍ତି । ସେମାନେ ଏବେ ବାଘ ସଫାରୀ ପଛ ପଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଗତ ୮ ତାରିଖରେ ନନ୍ଦନକାନନରେ…

କୁଆଡ଼େ ଗଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ? ଖୋଜୁଛି ପୋଲିସ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ । ୨୪ ଘଣ୍ଟା ପରେ ବି ସେମାନଙ୍କର କୌଣସି ପତ୍ତା ମିଳୁନି । କୁଆଡ଼େ ଗଲେ ଓ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ଏଯାଏ ପାଇନି ପୋଲିସ । ଖୋଳତାଡ କରୁଛି ସହିଦନଗର ଥାନା ପୋଲିସ । ପୋଲିସ ଜଣେ ଛାତ୍ରୀଙ୍କ ହଷ୍ଟେଲ ରୁମରୁ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ଏଆଇସିସି ସଭାପତି ସୋନିଆ ଗାନ୍ଧିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଛନ୍ତି ସିଦ୍ଧୁ । ଧାଡ଼ିକିଆ ଇସ୍ତଫାପତ୍ର ପଠାଇଛନ୍ତି । ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେସବୁ ରାଜ୍ୟର…

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ

ଭୁବନେଶ୍ୱର:  ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ହିଁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।…

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଲଘୁଚାପ । ଘୁର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଘନୀଭୂତ ହେବ । କିଛି ପାଣିପାଗ ସଂସ୍ଥାର…

ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର: ମୁଖ୍ୟମନ୍ତ୍ରୀ ଭାବ ଶପଥଗ୍ରହଣ କରିବେ ଭଗୱନ୍ତ ମାନ

ପଞ୍ଜାବ : ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର । ପଞ୍ଜାବରେ ବିପୁଳ ବିଜୟ ପରେ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି । ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆମ ଆଦମୀ ପାର୍ଟିର ଭଗବନ୍ତ ମାନ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ।…

ପଞ୍ଜାବରେ ଆଜିଠୁ ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଞ୍ଜାବରେ ଆଜିଠୁ ଆମ୍ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଭଗୱନ୍ତ ମାନ୍ । ସହିତ ଭଗତ ସିଂହଙ୍କ ଜନ୍ମମାଟି ଖଟକର କଲାନରେ ଶପଥ ନେବେ । ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ମାନ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…