Latest Odisha News

BREAKING NEWS

Yearly Archives

2022

କମ୍ପିଲା କଳିଙ୍ଗ : ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି ଆରମ୍ଭ

ଭୁବନେଶ୍ୱର: କମ୍ପିଲା କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଲା FIH ପ୍ରୋ-ଲିଗ୍‌ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ମହିଳା ମ୍ୟାଚ୍‌ ସଂଧ୍ୟାରୁ ଆରମ୍ଭ ହୋଇଥିବାବେଳେ ପୁରୁଷ ମ୍ୟାଚ୍‌…

ରମେଶର ଗୁପ୍ତ ଘରେ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଚଢ଼ାଉ

କାମାକ୍ଷାନଗର : ନକଲି ଡାକ୍ତର ରମେଶର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୋଲିସ ହାତରେ ଲାଗିଛି ନୂଆ ନୂଆ ତଥ୍ୟ । ଆଉ ଆଜି ଢେଙ୍କାନାଳ କାମାକ୍ଷାନଗର ଘରେ ମିଳିତ ଚଢ଼ାଉ କରିଛି ଭୁବନେଶ୍ବର ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ଗୁପ୍ତ କୋଠରୀର ପର୍ଦ୍ଦାଫାସ କରିବେ ୭ ଜଣିଆ…

ନିଜକୁ ବୋମାରେ ଉଡାଇ ଦେଶ ପାଇଁ ଜୀବନ ଦେଇ ଋଷ୍ ଟ୍ୟାଙ୍କକୁ ରୋକିଲେ ୟୁକ୍ରେନ ସୈନିକ

ଦିଲ୍ଲୀ : ନିଜକୁ ବୋମାରେ ଉଡାଇ ଋଷ୍ ଟ୍ୟାଙ୍କରକୁ ଅଟକାଇଲେ ଜଣେ ୟୁକ୍ରେନ ସୈନିକ । ନିଜ ଦେହରେ ବୋମା ବାନ୍ଧିବା ସହ ଏକ ବ୍ରିଜକୁ ଉଡାଇ ଦେଇଛନ୍ତି ୟୁକ୍ରେନ ସୈନିକ । ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ ହେନିଚେସ୍କ୍ ବ୍ରିଜ ଆଡକୁ ଆସୁଥିବା ଗୋଟିଏ ଋଷ୍ ଟ୍ୟାଙ୍କକୁ ଅଟକାଇବା ପାଇଁ ଚେଷ୍ଟା…

ରୁଷର କାର୍ଗୋ ଶିପ ଫ୍ରାନ୍ସ କବଜାରେ

ମସ୍କୋ: ୟୁକ୍ରେନ ଉପରେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତୃତୀୟ ଦିନ ସୁଦ୍ଧା ରୁଷ ସେନା ୟୁକ୍ରେନର ବ୍ୟାପକ କ୍ଷତି ଘଟାଇଛନ୍ତି । ସିଏନଏନ ମୁତାବକ ଶନିବାର ସନ୍ଧ୍ୟାରେ ଫ୍ରାନ୍ସା ନେଭି ରୁସର ଏକ କାର୍ଗୋ ଶିପକୁ ଇଂଲିଶ ଚ୍ୟାନେଲ ନିକଟରେ କବଜା କରି ନେଇଛି । ପ୍ରଥମ ଥର ପାଇଁ ରୁଷ…

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି…

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୩ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ ବଢୁଛି ଦ୍ୱନ୍ଦ । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି ତାହା…

ସଦ୍ୟଜାତ କନ୍ୟା ଦୁନିଆ ଛାଡି ଚାଲିଗଲା… ତଥାପି ରଣଜୀରେ ଶତକ ହାସଲ କଲେ ବିଷ୍ଣୁ

ମୁମ୍ବାଇ:ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କି ଶତକ ହାସଲ କରିଛନ୍ତି । ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ବିଷ୍ଣୁଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ମନକୁ ପ୍ରଶ୍ନ ଆସୁଥିବ ରଣଜୀରେ ଶତକ ହାସଲ କରି ସେ ଏତେ ପ୍ରଶଂସିତ କାହିଁକି ହେଉଛନ୍ତି । ଆପଣଙ୍କୁ ଶୁଣିଲେ ଦୁଃଖ…

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ…

ବିଜେଡିରେ ମିଶିଲେ ୨ଶହରୁ ଅଧିକ ବିଜେପି କର୍ମୀ

ଭୁବନେଶ୍ୱର : ବଢୁଛି ବିଜେଡିର ବଳ । ଆଜି ଭୁବନେଶ୍ୱର ୪୦ ଓ ୪୧ ନମ୍ବର ୱାର୍ଡର ୨ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଧାରାକୁ ନେଇ ବିଜେପି…

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର…