Latest Odisha News

BREAKING NEWS

Yearly Archives

2022

ଅନୁବାଦ ଗଳ୍ପ : ଭଗ୍ନ ଦୁର୍ଗର ଅଧୀଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୫   ମୂଳ ହିନ୍ଦୀ: ମୋହନ ରାକେଶ  ପୂରା ସାଢ଼େ ସାତବର୍ଷ ପରେ ଏଇ ଲୋକମାନେ ଲାହୋରରୁ ଅମୃତସର ଆସିଥିଲେ । ହକି ମ୍ୟାଚ୍‍ ଦେଖିବା କେବଳ ବାହାନା ଥିଲା । ଅସଲ ମତଲବ କିନ୍ତୁ ଥିଲା ସେମାନଙ୍କ ପ୍ରାଣଠାରୁ ବଳି ନିଜର ସହର ଅମୃତସରକୁ ଆଉ…

ଶିଶୁ କବିତା : ସନ୍ଧ୍ୟା

ଝରଣା ବାରିକ  ଦିନର ଶେଷରେ ରାତି ଆରମ୍ଭରେ ପାଦ ଚିପି ଚିପି ଆସ, ମୁଣ୍ଡରେ ଓଢ଼ଣା ହାତେ ବାଜେ ବୀଣା କଳା ଶାଢୀ ପିନ୍ଧି ହସ। ସୂର୍ଯ୍ୟ ଲୁଚିଯାଏ ଜହ୍ନ ଆସିଯାଏ ତୁମ ମୁହଁ ଯେବେ ଚାହେଁ, ପକ୍ଷୀମାନେ ଉଡି ଯାଆନ୍ତି ବସାକୁ ଯେତେ ଦୂରେ ଥାଉ ଯିଏ। ତରତର ହୋଇ ଲୁଗା ପାଲଟାଇ ବୋଉ…

ଅପରେଶନ ଗଙ୍ଗା: ୟୁକ୍ରେନରୁ ୨୧୯ ଛାତ୍ର ନେଇ ମୁମ୍ବାଇରେ ପଂହଚିଲା ଏୟାର ଇଣ୍ଡିଆ ବିମାନ

ମୁମ୍ବାଇ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଯୋଗୁ ସେଠାରେ ଅନେକ ଭାରତୀୟ ଫସି ରହିଥିଲେ । ଭାରତ ସରକାରଙ୍କ ଉଦ୍ୟମ ଏବଂ ଅପେରଶନ ଗଙ୍ଗା ମାଧ୍ୟମରେ ଶନିବାର ୟୁକ୍ରେନରୁ ପ୍ରଥମ ବ୍ୟାଚରେ ୨୧୯ ଭାରତୀୟ ଛାତ୍ର ମୁମ୍ବାଇରେ ପଂହଚିଛନ୍ତି । ଏଠାରେ ପାଦ ଦେବା ପରେ ଛାତ୍ରମାନଙ୍କ ମୁହଁରେ…

ରଣଜୀ ଟ୍ରଫି : ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି । ଓଡିଶା ଏଥିପାଇଁ ଆଉ ୨୩୫ ରନ ଆବଶ୍ୟକ କରୁଛି । ପୂର୍ବରୁ ସୌରାଷ୍ଟ୍ରର ୫୦୧ ରନ ଜବାବରେ ଓଡିଶା ପ୍ରଥମ ଇନିଂସରେ ୧୬୫ ରନ କରି ଅଲଆଉଟ ହୋଇ…

ବିଗ ବଜାରର ୨୦୦ ଷ୍ଟୋର ଚଳାଇବ ରିଲାୟନ୍ସ ଇଣ୍ଡଷ୍ଟ୍ରି

ମୁମ୍ବାଇ: ଆମାଜନ ଓ ଫ୍ୟୁଚର ମଧ୍ୟରେ ଚାଲିଥିବା ଚୁକ୍ତି ବିବାଦ ମଧ୍ୟରେ ଆଜି କିନ୍ତୁ ରିଲାୟନ୍ସ ଇଣ୍ଡଷ୍ଟ୍ରି ବଡ ନିଷ୍ପତି ନେଇଛି । ରିଲାୟନ୍ସ ଫ୍ୟୁଚର ରିଟେଲ ଷ୍ଟୋର ହାତକୁ ନେବା ସହ କର୍ମଚାରୀମାନଙ୍କୁ ଚାକିରୀ ଦେବା ଆରମ୍ଭ କରିଛି । ଫ୍ୟୁଚର ଓ ଆମାଜନ ମଧ୍ୟରେ ବିଗ ବଜାରକୁ ନେଇ କେସ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଲକ୍କମା ଦେବୀ: ଚପଲ ମାଳରେ ମାନସିକ ପୂରଣ ବିଶ୍ୱାସ

ଭୁବନେଶ୍ୱର: ଆମ ଚାରିପାଖରେ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଛି । ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ସାଧାରଣତ ମଠ ମନ୍ଦିର ଓ ଆମ ସଂସ୍କୃତି ପ୍ରତି ଆମର ରହିଛି ଅନେକ ସମ୍ମାନ ଭାବ। ହେଲେ ଏମିତି କିଛି ମନ୍ଦିର ଆଉ ମନ୍ଦିରରେ ଘଟୁଥିବା ଘଟଣା ଶୁଣିଲେ ଧର୍ମ ପ୍ରତି କୁଠାରଘାତ କଲାଭଳି…

କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ: ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା

ଭୁବନେଶ୍ବର : କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତ୍ତନ ଆଣିଛି । ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିଡ୍‌ର ସଂକ୍ରମଣ ଫଳରେ ଏହା…

ନୂଆପଡ଼ାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଥମ ଦିନରେ ଆଗରେ ବିଜେଡି

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବାଜିମାତ୍ କରିବାକୁ ଯାଉଛି ବିଜେଡି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଯଥେଷ୍ଟ…

ଅପକମିଂ ଫିଲ୍ମ ‘ଫାଇଟର’ରେ ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ : ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଉ ବିୟୁଟି ଦୀପିକା ପଦୁକୋନ୍ । ଅପକମିଂ ବଲିଉଡ୍ ଫିଲ୍ମ ‘ଫାଇଟର’ରେ ହ୍ରିତିକ ରୋସନଙ୍କ ସହ ଦୀପିକା ନଜର ଆସିବେ । ଏହି ମୁଭିର ସୁଟିଂ କୁ ନେଇ ବ୍ୟସ୍ତ ଅଛି ଟିମ୍ । ଏହି ''ଫାଇଟର''…

ସ୍ୱୀଡେନ, ଫିନଲାଣ୍ଡକୁ ଧମକାଇଲା ରୁଷ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିଶ୍ୱ ସମୁଦାୟ ବିଶେଷ କରି ନାଟୋ ସଦସ୍ୟ ନୀରବ ରହିବା ରୁଷର ସାହସ ବଢ଼ାଇ ଦେଇଛି । ଶନିବାର ନାଟୋର ସାମିଲ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ସ୍ୱୀଡେନ ଓ ଫିନଲାଣ୍ଡକୁ ରୁଷ ଧମକ ଦେଇଛି । ଅନ୍ୟ ଦେଶକୁ ସୁରକ୍ଷା ଦେବାକୁ…