Latest Odisha News

BREAKING NEWS

Yearly Archives

2022

ପାଇକମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ "ଓଡ଼ିଶାରେ ପାଇକ ବିଦ୍ରୋହ" ଶୀର୍ଷକରେ ଏକ ସମ୍ପାନ ଅଭିଲେଖ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର ମୁଖବକ୍ତା ଭାବରେ , ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପାଇକମାନେ ରାଷ୍ଟ୍ର…

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ବର:  ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ୨୬ ତାରିଖରେ ଭୋଟ ଗଣତି ହେବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ…

ଡାକ୍ତରୀ ପାଠ ପଢିବା ପାଇଁ ୟୁକ୍ରେନ୍‌କୁ କାହିଁକି ବାଛିଥିଲେ ଭାରତୀୟ ଛାତ୍ରଛାତ୍ରୀ ?

ଭୁବନେଶ୍ୱର: ୟୁକ୍ରେନ୍‌ରେ ଏବେ ବି ଫଶି ରହିଛନ୍ତି ହଜାରହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଚଳାଇଛନ୍ତି ଭାରତ ସରକାର । ସଦ୍ୟ ସ୍ଥିତିରେ ରୁଷର ଘନଘନ ଆକ୍ରମଣ ପାଇଁ ଭାରତ ଓ କିଭ୍ ମଧ୍ୟରେ ବିମାନ ଚଳାଚଳ ଠପ୍…

ପଦ୍ମଜ ପାଳ ପାଇବେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା…

କଳାହାଣ୍ଡି ଧର୍ମଗଡରୁ ଆସିଲା ସାଙ୍ଘାତିକ ଅଭିଯୋଗ,ମୃତକଙ୍କ ନାମରେ ପଡିଛି ଭୋଟ୍

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡରୁ ଆସିଛି ସାଂଙ୍ଘାତିକ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ ମୃତକଙ୍କ ନାମରେ ଫଲ୍ସ ଫୋଟିଂ କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦୁଇଟି ଅଭିଯୋଗ ଧର୍ମଗଡ ବିଡିଓ ତଥା ନିର୍ବାଚନୀ ଅଧିକାରୀଙ୍କ…

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଫେରିବା ପ୍ରସଙ୍ଗ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରେ ଫସି ରହିଥିବା ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତି । ଶୁକ୍ରବାର ସକାଳେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସଙ୍ଗେ ଟେଲିଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।…

ୟୁକ୍ରେନରେ ଫସିଲେ ନବରଙ୍ଗପୁର ପୁଅ ନରସିଂହ, ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ନବରଙ୍ଗପୁର : ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ସମୟରେ ୟୁକ୍ରେନରେ ନବରଙ୍ଗପୁର ଜିଲ୍ଲାର ଜଣେ ଛାତ୍ର ମଧ୍ୟ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ୟୁକ୍ରେନକୁ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିଲେ…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହେଲେ ମୋଦି

ଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହେଲେ ମୋଦି । ୟୁକ୍ରେନ୍ ସଂକଟ ପରିପ୍ରେକ୍ଷୀରେ କଥା ହେଲେ ମୋଦି। ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍ । କଥାବାର୍ତ୍ତାରେ ଭାରତୀୟଙ୍କ ସୁରକ୍ଷା କଥା ଉଠାଇଲେ ମୋଦି । ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍…

ୟୁକ୍ରେନର ରାଜଧାନୀକୁ ଋଷିଆ ସେନାର ଟାର୍ଗେଟ

ଭୁବନେଶ୍ୱର: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କିଭର ମଧ୍ୟଭାଗରେ ୨ଟି ବିସ୍ଫାରଣ ଓ ପୂର୍ବଭାଗରେ ଗୋଟିଏ ବିସ୍ଫୋରଣ ନେଇ…