Latest Odisha News

BREAKING NEWS

Yearly Archives

2022

[ଭିଡ଼ିଓ] ଖୈଟ ପର୍ବତ ଶିଖରରେ ପରୀ ରାଇଜ

ଉତ୍ତରାଖଣ୍ଡ : ପରୀ ରାଇଜ କଥା ଶୁଣିବାକୁ କାହାକୁ ବି ଭଲ ନ ଲାଗେ । ଏହି ପରୀ ମାନଙ୍କ କଥା କହିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। ସେମିତି ଏକ ସ୍ଥାନ ରହିଛି ଯେଉଁସ୍ଥାନକୁ କୁଆଡେ ପରୀ ମାନେ ଆସିଥାନ୍ତି । ଏହାକୁ ନେଇ ଲୋକଙ୍କ ମନରେ ବି ରହିଛି ଅନେକ ବିଶ୍ୱାସ। ଏ ହେଉଛି ଉତ୍ତରାଖଣ୍ଡର ଖୈଟ…

ଚାକିରି ଦେବା ନାଁରେ ଠକେଇ, ୩ ଜଣଙ୍କୁ ଉଠାଇନେଲା ବେଙ୍ଗାଳୁରୁ ପୋଲିସ

ଭୁବନେଶ୍ବର : ଚାକିରି କରାଇ ଦେବାକୁ କହି ଠକେଇ ଘଟଣାରେ ଗିରଫ ହୋଇଛନ୍ତି ୩ ଜଣ ଯୁବକ । ଆଜି ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ ସହାୟତାରେ ବେଙ୍ଗାଳୁରୁ…

ଜୀବନ ଆଉ ମୃତ୍ୟୁ ସହ ଲଢ଼ୁଛନ୍ତି ନ୍ୟୁଜିଲାଣ୍ଡର ମହାନ କ୍ରିକେଟର କ୍ରିସ କେର୍ଣ୍ଣସ

ହାମିଲଟନ: ନ୍ୟୁଜିଲାଣ୍ଡର ମହାନ କ୍ରିକେଟ ଖେଳାଳି କ୍ରିସ କେର୍ଣ୍ଣସ ପୁନର୍ବାର ଜୀବନ ଏବଂ ମୃତ୍ୟୁ ସହ ଲଢ଼ୁଛନ୍ତି । କିଛି ଦିନ ତଳେ ତାଙ୍କର ହାର୍ଟ ଅପରେଶନ ହୋଇଥିଲା । ଏବେ ୫୧ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ବାୱେଲ କ୍ୟାନସର ହୋଇଥିବା ଜଣାପଡିଛି । ଫେବୃୟାରୀ ୫ରେ ସମସ୍ତ ପରୀକ୍ଷା କରାଯିବା…

ମୋଷ୍ଟ ଓ୍ବାଣ୍ଟେଡ ଅର୍ଜୁନ ରାଣା ଗିରଫ

ରାଉରକେଲା : ରାଉରକେଲା ପୋଲିସ ଦ୍ବାରା କୁଖ୍ୟାତ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଗିରଫ । ଗିରଫ ଅଭିଯୁକ୍ତ ରାଉରକେଲା ସହରର ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଦାଦାବଟି ନଦେଲେ ଧମକପୂର୍ଣ୍ଣ ଭିଡିଓ ପଠାଇ ଅପହରଣ କରିବାର ଧମକ ଦେଉଥିଲା ।…

ସରକାରୀ ଘର କେଳେଙ୍କାରୀ ଘଟଣାରେ ସିଏମସିର ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ଗିରଫ

କଟକ ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ତିଆରି ହୋଇଥିବା ଘର କେଳାଙ୍କାରୀ ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାଜା ଠାରୁ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହିତ ତିନୋଟି ମାମଲା…

ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବା ଦାବିରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍

ଭୁବନେଶ୍ୱର : ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଧ କରିବା ଦାବିରେ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି ।ରାଜ୍ୟରେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରି କରିଛନ୍ତି । ୱାର୍ଡ ସ୍ତରୀୟ ଇଲୋକ୍ଟ୍ରିକାଲ ତାଲିକା ପ୍ରସ୍ତୁତ…

ସ୍ପେୟାର୍ ପାର୍ଟସ୍ ଆଳରେ ଚାଲିଥିଲା ନକଲି ମଦ ବୋତଲ ଠିପି ଓ ଷ୍ଟିକର୍ କାରବାର

ଅନୁଗୁଳ: ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାର୍ଡକୁ ମିଳିଲା ବଡ ଧରଣର ମିଳିତ ସଫଳତା । ଅନୁଗୁଳ ଜିଲ୍ଲା ରାଣୀଗୁଡାରେ ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଠିପି ଓ ଷ୍ଟିକର୍ । ସ୍ପେୟାର ପାର୍ଟସ୍ ଆଳରେ ଏହି କାରବାର ଚାଲିଥିବା ନେଇ ସୂଚନା ରହିଛି । ରାଣୀଗୁଡାର ଜୟ ପ୍ରକାଶ…

ଗୁଳିକାଣ୍ଡ ପଛରେ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଅଛି: ଅସଦୁଦ୍ଦିନ ଓୱେସିଙ୍କ

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଉପରେ ଆକ୍ରମଣ ଘଟଣା । ଗୁଳିକାଣ୍ଡ ଘଟଣାରେ ସିଧା ସଳଖ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଥିବା କହିଛନ୍ତି ଓୱେସି । ଆଜି ବଗପତ ଛପରୌଲି ଏକ ଜନସଭାରେ ଉଦ୍ବୋଧନ ଦେବା ବେଳେ ଓୱେସି କହିଛନ୍ତି ଯେଉଁମାନେ ଗାନ୍ଧୀଜୀଙ୍କୁ ହତ୍ୟା କରିଥିଲେ…

ହାର୍ଦ୍ଦିକଙ୍କ ଉପରେ ରାଗିଲେ କୋହଲିଙ୍କ କୋଚ

ମୁମ୍ବାଇ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ବିଶ୍ୱକପ ନେଇ ଏ ଭଳି ଏକ ବୟାନ ଦେଇଛନ୍ତି ଯେ, ଯାହାକୁ ଶୁଣି ବିରାଟ କୋହଲିଙ୍କ ପିଲା ବେଳ କୋଚ ରାଜକୁମାର ଶର୍ମା ରାଗି ଯାଇଛନ୍ତି । ପାଣ୍ଡ୍ୟା କହିଥିଲେ ଟି୨୦ ବିଶ୍ୱକପରେ ମୋତେ ବ୍ୟାଟ୍ସମ୍ୟାନ କିମ୍ବା ଅଲରାଉଣ୍ଡର କୌଣସି…

ଖେଳ ପଡିଆରେ ସିଗାରେଟ୍ ଟାଣି ହଟହଟା ଆଫଗାନିସ୍ତାନ୍ କ୍ରିକେଟର୍ ମହମ୍ମଦ ଶେହଜାଦ୍

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଆଫଗାନିସ୍ତାନ୍ କ୍ରିକେଟର୍ ମହମ୍ମଦ ଶେହଜାଦଙ୍କ ଫଟୋ ଭାଇରାଲ୍ । ବଙ୍ଗଳାଦେଶର ଶେର୍‌-ଏ-ବାଙ୍ଗଲା ନ୍ୟାସନାଲ୍ ଷ୍ଟାଡିୟମରେ ସିଗାରେଟ୍ ଟାଣିବା ନେଇ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି । ଗତ ଶୁକ୍ରବାର ବାଙ୍ଗଲାଦେଶ ପ୍ରିମିଅର୍ ଲିଗରେ ମୁହାଁମୁହିଁ…