Latest Odisha News

BREAKING NEWS

Yearly Archives

2022

ଆସନ୍ତୁ ଜାଣିବା ଜାପାନର ଠେକୁଆ ଦ୍ୱୀପ ସମ୍ପର୍କରେ..

ଟୋକିଓ: ଠେକୁଆରେ ଭର୍ତି ଜାପାନର ଓକୁନୋଶିମା ଦ୍ୱୀପ ଏବେ ପର୍ଯ୍ୟଟକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ଆସନ୍ତୁ ଜାଣିବା ଏହି ନିର୍ଜନ ଦ୍ୱୀପକୁ ଏତେ ମାତ୍ରାରେ ଠେକୁଆ କିପରି ଆସିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ୧୯୨୯ରୁ ୧୯୪୫ ମଧ୍ୟରେ ଜାପାନ ସାରା ଦୁନିଆକୁ ଲୁଚାଇ ଏକ ବିଷାକ୍ତ ଗ୍ୟାସ…

ମୋତେ ଭୋଟ୍ ଦିଅ, କୋଟିଏ ମଶା ଓ ଲକ୍ଷେ ଅସରପା ନିପାତ କରିବି

ଭୁବନେଶ୍ୱର: ଓଡିଶାରେ ପଂଚାୟତ ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଭୋଟ୍ ହାସଲ କରିବା ଲାଗି ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । କିଏ ଜୀଅନ୍ତା ମାଛ ଧରି ତ ପୁଣି କିଏ ଷ୍ଟଣ୍ଟ ମାରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ତାମିଲନାଡୁ ସହରାଂଚଳ ନିର୍ବାଚନ…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ । ଆଜି ଜରେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର…

ପୁଣି ବିଗିଡିଲା ଗାୟିକା ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟାବସ୍ଥା , ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଭର୍ତି

ମୁୁମ୍ବାଇ : ଗାୟିକା ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୁଣି ଅବନ୍ନତି ,ହସ୍ପିଟାଲରେ ଭର୍ତି । ଲତା ମଙ୍ଗେସରକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରୀ ଖରାପ ହୋଇଯାଇଛି ।ସେ ଏବେ ଭେଣ୍ଟିଲେଟରରେ ପୁନର୍ବାର ଭର୍ତ୍ତି ହୋଇଛନ୍ତି ଡାକ୍ତର ସୂଚନା ଦେଇଛନ୍ତି । ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ…

[ଭିଡିଓ] ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଧାୟକଙ୍କ ପତ୍ନୀ

ପିପିଲି : ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ । ପ୍ରଚାର ପ୍ରସାରରେ ଦୁଲୁକୁଛି ଗାଁ ଦାଣ୍ଡ ।ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ ।ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ପତ୍ନୀ ଜାଗୃତି ମହାରଥୀ । ପିପିଲି ବ୍ଲକ ୨୨ନମ୍ବର…

[ଭିଡ଼ିଓ] ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀରେ ମାଆ ବାଗଦେବୀଙ୍କୁ ଆବାହନ

ଭୁବନେଶ୍ୱର: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ…

ଶିରିଡି ସାଇଙ୍କ ଡୋନେଶନ ବକ୍ସରେ ପଡି ରହିଛି ୩କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁରୁଣା ନୋଟ !

ଶିରଡି: ଶିରିଡି ସାଇଙ୍କ ଡୋନେଶନ ବକ୍ସରେ ପଡି ରହିଛି ୩ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ନୋଟ । ଏହି ଅଚଳନ୍ତି ନୋଟକୁ ନେଇ ଚିନ୍ତାରେ ପଡିଛନ୍ତି ସଂସ୍ଥାପକ । ୮ ନଭେମ୍ବର ୨୦୧୬ରେ ସରକାର ନୋଟବନ୍ଦୀ ଲାଗୁ କରିଥିଲେ । ବର୍ତମାନ ସେହି ପୁରୁଣା ନୋଟ ପାଖରେ ରଖିବା କିମ୍ବା ବ୍ୟବହାର କରିବା…

୪୮ବର୍ଷରେ ପାଦଥାପିଲେ ଅଭିଷେକ ବଚ୍ଚନ, ”ଘୋମର” ସୁଟିଂ ସେଟରେ ପାଳୁଛନ୍ତି ବର୍ଥ ଡେ’

ମୁମ୍ବାଇ : ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଆଜି ବର୍ଥ ଡେ' । ୪୮ ବର୍ଷ ବୟସରେ ପାଦଥାପିଛନ୍ତି ଅଭିଷେକ ।ଆଜି ଅଭିଶେଖ୍ ବଚ୍ଚନଙ୍କ ବର୍ଥ ଡେ' ହୋଇଥିବାରୁ ଫ୍ୟାନମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ଅଭିଷେଖ ବଚ୍ଚନଙ୍କ ପାଖକୁ । ଏବେ ଅଭିଷେଖ ଅପ କମିଂ ଫିଲ୍ମ ‘ଘୋମର’ ସୁଟିଂରେ ବ୍ୟସ୍ତ…

କୁଳାଙ୍ଗାର ଉବାଚ : ଚୋର ଚର୍ଚ୍ଚା

ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତି ଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି; ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତି ସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି ! ଚୋରଟି ଅଟଇ କୁଶଳୀ ଓ ପାରିବାର ଶୋଇଲା ବେଳେ ସେ କରୁଥାଏ ରୋଜଗାର; ଫିଟ୍ ରହେ ସେ ସଜେଇ ପିଠିକୁ ତାର…

[ଭିଡ଼ିଓ] ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5-T ସଚିବ

ପୁରୀ: ପୁରୀ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ପୁରୀ ଗସ୍ତ କରିବା ସହିତ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଗସ୍ତ କାଳରେ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ସିଂହଦ୍ଵାର…