Latest Odisha News

BREAKING NEWS

Yearly Archives

2022

ଦେଶରେ ଖସୁଛି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଅଢ଼େଇ ଲକ୍ଷ ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ହଜାର ୨୮୧ ନୂଆ ଆକ୍ରାନ୍ତ । କ୍ରମାଗତ ଦ୍ୱିଦୀୟ ଦିନରେ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ…

ଚଳିତବର୍ଷର ପ୍ରଥମ ମନ୍ କି ବାତ୍: କଣ କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତବର୍ଷର ପ୍ରଥମ ମନ୍ କି ବାତ୍ । ଦିନ ସାଢ଼େ ୧୧ଟା ବେଳେ ରେଡିଓ କାର୍ଯ୍ୟକ୍ରମରେ ନିଜ ମନର କଥା କହିବେ । ଗତ ୧୯ ତାରିଖରେ ମନ୍ କି ବାତ୍ ପାଇଁ ଲୋକଙ୍କୁ ସେମାନଙ୍କର ବିଚାର ଓ ମତାମତ ମାଗିଥିଲେ ପ୍ରଧାନମନ୍ତ୍ରୀ । ଆଜି…

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୨୪ ଘଣ୍ଟା ଶୀତ ଲହରି

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦୁଇ ଦିନ ହେଲା ଶୀତ ଥରାଇ ଦେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଆହୁରି ୨୪ ଘଣ୍ଟା ଯାଏ ଶୀତ ଲହରି ଜାରି ରହିବ । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୫ ପାକିସ୍ତାନୀ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବଡଗାମ ଓ ପୁଲଓ୍ୱାମାରେ ୨ଟି ପୃଥକ ଏନ୍‌କାଉଣ୍ଟର ହୋଇଥିଲା । ୧୨ ଘଣ୍ଟା ଧରି ଅପରେସନ୍ ଚାଲିଥିଲା । ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ମୁଣ୍ଡ ଗଡ଼ିଛି ।…

ଭାଷା ଭାଗବତ : ନିଜର ମୂଳ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୧  ଭାଷାର ସବୁ ଭାବଭଂଗି ପୂରିତ ଏ ସାହିତ୍ୟ ଟୁଂଗି ଏଠି ଅନେକ ଅଂଶଭାଗୀ କେହି ନୁହଂତି ଭାଷାତ୍ୟାଗୀ ସ୍ବଭାଷା ଉନ୍ନୟନ ଲାଗି ଆମେ ସଭିଏଁ ଜ୍ଞାନମାର୍ଗୀ ବିଶ୍ବାସଧାରୀ କର୍ମଯୋଗୀ ହୋଇବା ପ୍ରେମାନଂଦ ଭୋଗୀ…

ଗାନ୍ଧୀନୀତି ପ୍ରଗତିର ଆଢ଼ୁଆଳେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଦକ୍ଷିଣ ଆଫ୍ରିକାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦୀର୍ଘ ଏକୋଇଶ ବର୍ଷ ରହିବା ସମୟରେ ୧୯୦୩ ରୁ ୧୯୧୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିଥିଲେ । ସେଠାରେ ସେ ହେନେରୀ ପୋଲକ୍ଙ୍କୁ ଭେଟିଥିଲେ । ସେତେବେଳେ ହେନେରୀ ଏକ ପ୍ରତିଷ୍ଠିତ 'ସମାଲୋଚନା' ମୂଳକ…

କବିତା : ହେ ମହାତ୍ମା

ଶୁଭ୍ରାଂଶୁ ଶେଖର ମାହୁନ୍ତ  ପିତା କରମଚାନ୍ଦଙ୍କ ଔରସରୁ ଜନ୍ମିଲ ମୋହନ ଦାସ , ମାତା ପୁତୁଳିବାଈଙ୍କର ଓଠରେ ହରଷେ ଖେଳିଲା ହସ । ଅକ୍ଟୋବର ଦୁଇ ତୁମ ଜନ୍ମଦିନ ସ୍ଥାନ ଯେ ପୋର୍ ବନ୍ଦର , ବଡ ହୋଇ ତୁମେ ଯଶ ରଖିଗଲ ଭାରତ ମାଟି ମାଆର । ଫିରିଙ୍ଗି ଶାସକ ଅଧିନରେ ଆମେ ହୋଇଥିଲୁ…

ଅନୁବାଦ ଗଳ୍ପ : ପେଶାୱର ଏକ୍ସପ୍ରେସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨ ମୂଳ ଉର୍ଦ୍ଦୁ : କୃଷନ୍‍ ଚନ୍ଦର ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି…

ଓଡ଼ିଶାରେ ନାରୀ ଜାଗରଣ ଓ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’  ସ୍ୱାଧୀନୋତ୍ତର ଭାରତ ବର୍ଷରେ ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟର ବିଚାରପତି,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଶାସିକା, ବୈଜ୍ଞାନିକ, ସାମ୍ବାଦିକ ଆଦି…

ଶିଶୁ କବିତା : ଆଲୋ ମୋର କଣ୍ଢେଇ

ପ୍ରତିଭା ସାହୁ  କଣ୍ଢେଇ ମୋ କଣ୍ଢେଇ ଆଲୋ ମୋର କଣ୍ଢେଇ ପିନ୍ଧେଇ ଦେବି ନୂଆ ଜାମା ଚନ୍ଦନ ଟିପା ଲଗେଇ ଆଲୋ ମୋର କଣ୍ଢେଇ । ଗଜରାମାଳ ଖୋସି ଦେବି ମୁଣ୍ଡ ତୋର କୁଣ୍ଡାଇ ପାଦକୁ ମାନିବ ସରୁ ପାଉଁଜି ଦେବିଲୋ ତତେ ପିନ୍ଧାଇ ଆଲୋ ମୋର କଣ୍ଢେଇ । ଗାଡ଼ିରେ ମୋର ବସେଇ ତତେ ସହର…