Latest Odisha News

BREAKING NEWS

Yearly Archives

2022

ଉତ୍ତରାଖଣ୍ଡରେ ୧୬ ଯାଏ ନିର୍ବାଚନୀ ରାଲି ମନା, ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି ଉପରେ ଲାଗିଲା ରୋକ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ନିର୍ବାଚନୀ ରାଲି ଓ ବିରୋଧ ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତବର୍ଷ ଉତ୍ତରାଖଣ୍ଡରେ…

ଦେଶରେ ୧.୪୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୪୧,୯୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ଗତକାଲି ତୁଳନାରେ ୨୧.୩ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମାମଲା ୩,୫୩,୬୮,୩୭୨ରେ ପହଞ୍ଚିଛି। ସର୍ବାଧିକ ମାମଲା ରିପୋର୍ଟ ହୋଇଥିବା ପାଞ୍ଚଟି ରାଜ୍ୟ ହେଉଛି…

ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ; ୩୦ କୋଟି ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ହୁ ହୁ ହୋଇ ବଢିଚାଲିିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତୀବ୍ର ବେଗରେ ବ୍ୟାପୁଛି ଓମିକ୍ରନ୍‌ ଭୂତାଣୁ। ଗତ ସପ୍ତାହରେ ବିଶ୍ୱରେ ରିପୋର୍ଟ ହୋଇଥିବା କୋଭିଡ୍-୧୯ ମାମଲାଗୁଡ଼ିକର ମୋଟ ସଂଖ୍ୟା ଶୁକ୍ରବାର ଦିନ ୩୦୦ ମିଲିୟନ୍‌ ଅତିକ୍ରମ କରିଛି। ଗତ ସପ୍ତାହରେ…

ଆଜି ରାଜ୍ୟରୁ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ହଜାରେ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୬୭୯ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୨୧୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୩୧ । ୧୮ ବର୍ଷ ଭିତରେ ଆଉ ୩୮୪ ପଜିଟିଭ୍ ବାହାରିଛନ୍ତି । ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।…

ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ଏସବୁ ସ୍ଥାନରେ ୭…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ । ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ବସୁଛି । ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ କିଭଳି…

କବିତା : ସିଂହଦ୍ଵାର

ମାନସ ରଞ୍ଜନ ମହାପାତ୍ର ରୋମାଞ୍ଚିତ ମନ ମୋର ବେଳେବେଳେ ଅରୋମାଞ୍ଚ ହୁଏ କେମିତି ଜାଣେନା ପ୍ରଭୁ, ତୁମକୁ ଦେଖିଲେ ଶରଧାରେ ମଥା ନଇଁଯାଏ ଜାଣେନା କେମିତି ପ୍ରଭୁ, ତୁମ ସହ ହେଲେ କେବେ ଦେଖା ଲିଭିଯାଏ ହୃଦୟରୁ ପାପ ସବୁ ଏବଂ ଜଳିଉଠେ ପୂଣ୍ୟର ଶିଖା ଜାଣେନା କେମିତି ପୁଣି ଆଖି…

ଧାରାବାହିକ ଉପନ୍ୟାସ : ଦେବୀ (୩୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୭ ପୌଷ କୁହୁଡିର ବିଭ୍ରାନ୍ତି ଭାଙ୍ଗି ଉଦୟ ହେଲେ ଚିରନ୍ତନ ସତ୍ୟର ସୂର୍ଯ୍ୟ। ଯେଉଁ ପକ୍ଷୀ କେତୋଟି ସନ୍ତାନ ମାୟାରେ ଗଛ ଡାଳରେ ଅଟକି ରହିଥିଲେ ସେମାନେ ଉଡ଼ିଗଲେ ଦିଗବଳୟ ଆଡେ। ପ୍ରୀତି ପୁର ଗାଁ ଦାଣ୍ଡରେ ଧିରେ ଧିରେ ବଢୁଥିଲା…

ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

ମାଲକାନଗିରି: ସ୍ୱାଭିିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲା ବିଏସଏଫ । ଏହାସହ ୫ ଆଇଇଡି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଇଇଡି ନଷ୍ଟ କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ନୂତନ ଭାବେ ସ୍ଥାପିତ ହୋଇଛି ଘନବେଡ଼ା…

ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍

ଭୁବନେଶ୍ବର : ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍ । ହାଇଦ୍ରାବାଦରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ…