Latest Odisha News

BREAKING NEWS

Yearly Archives

2022

ନାଇଟ୍ କର୍ଫ୍ୟୁରେ ଟାଇଟ୍ ଚେକିଂ

ଭୁବନେଶ୍ୱର: ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଅନୁସାରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ଚାଲିଛି ଟାଇଟ୍ ଚେକିଂ । ଛକ ଛକରେ ଚେକିଂ କରୁଛି ପୋଲିସ । ଓଡ଼ିଶାରେ ସବୁ ସହରାଞ୍ଚଳରେ ଆଜି ୯ଟାରୁ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ ।…

ସୋମବାରରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ : ଆସନ୍ତା ସୋମବାରରୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।…

ମା’ର ଆକୁଳ ନିବେଦନ, ମୋ ଝିଅକୁ ବଞ୍ଚାଇ ଦିଅ

କଳାହାଣ୍ଡି: ମୋ ଝିଅକୁ ବଞ୍ଚାଇ ଦିଅ । ମୋ ଝିଅ ଅଜଣା ରୋଗରେ ପୀଡ଼ିତ । ଝିଅକୁ ଭଲ କରିବା ପାଇଁ ଦରକାର ହେଉଛି ଲକ୍ଷ୍ୟଧିକ ଟଙ୍କା । ଝିଅର ରୋଗ ପାଇଁ ଏମିତି ଆକୁଳ ନିବେଦନ କରିଛନ୍ତି ମା’ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଦଲକିମୁଣ୍ଡା ଗ୍ରାମର ବାପା ଠାକୁର ବିଶି ଓ ମା’ ଶକୁନ୍ତଳା ବିଶିଙ୍କ…

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ୩ ହଜାର ଲେଖାଏଁ ସହାୟତା ପ୍ରଦାନ

ଭୁବନେଶ୍ବର : ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ…

ଗୁପଚୁପ ତିଆରିକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ, ଥାନାରେ ଅଭିଯୋଗ ପାରିବାରିକ କଳହର କରୁଣ ପରିଣତି । ଗୁପଚୁପ ତିଆରି ବେଳେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁରେ । ବିହାର ସମସ୍ତିପୁର ଅଂଚଳର…

କଟକ ରେଲୱେ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

କଟକ : ସିଲଭର ସିଟି କଟକ ରେଳ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ । ବଦଳିବ ଷ୍ଟେସନ ରୂପ ରେଖ । ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଯାଇ କଟକ ଚଣ୍ଡି ମନ୍ଦିରରେ ମା' ଙ୍କ ଦର୍ଶନ କରିଥିଲେ । ତାପରେ ଷ୍ଟେସନ ପରିସରରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ…

‘ପୂର୍ବତଟ ରେଳଜୋନ’କୁ କାହିଁକି ବିଖଣ୍ଡିତ କରାଗଲା?

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ ବର୍ଷିଲେ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀକାନ୍ତ ଜେନା । କାହିଁକି ‘ପୂର୍ବତଟ ରେଳଜୋନ’କୁ ବିଖଣ୍ଡିତ କରାଗଲା କହି ପାଲଟା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଅଛନ୍ତି । ରେଳ ସମ୍ପର୍କରେ…

ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟରେ ବ୍ୟାପିଲାଣି କରୋନା ଭୂତାଣୁ । ଉପରମୁହାଁ ଥିବା ଭାଇରସ ଏବେ ସରକାରଙ୍କ ଚିନ୍ତା ବଢ଼ାଇଲାଣି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଏହାସହ ବୃଦ୍ଧି ପାଉଥିବା ପଜିଟିଭିଟିକୁ ନଜରରେ ରଖି ନୂଆ ଗାଇଡଲାଇନ…

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା ଘଟଣା, ୮ ବିଜେପି କର୍ମୀ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ, ଭିଡ଼ିଓ ଫୁଟେଜ ଯାଞ୍ଚ କରାଯାଉଛି । ଯେଉଁମାନେ ଭଙ୍ଗାରୁଜା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ…

ବଲିଉଡରୁ ବ୍ୟାପୁଛି କରୋନା: ବିଶାଳ, ସ୍ୱରାଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ: ବଲିଉଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ସଙ୍ଗୀତକାର ବିଶାଳ ଦଦଲାନୀ ଓ ଅଭିନେତ୍ରୀ ମିଥିଲା ପାଲକରଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଶାଳ କରୋନା ସଂକ୍ରମିତ ହେବା ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ମୋ ସଂସ୍ପର୍ଶରେ ଯେଉଁମାନେ…