ଆପ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ମସାଜ କରୁଥିବା ବ୍ୟକ୍ତି ଦୁଷ୍କର୍ମ ଅଭିଯୁକ୍ତ !
ନୂଆଦିଲ୍ଲୀ: ତିହାର ଜେଲରେ ସଜା କାଟୁଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଆପର ଅଡୁଆ ତୁଟିବା ନାମ ନେଉ ନାହିଁ । ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଆପ ବ୍ୟାକଫୁଟକୁ ଆସିଥିଲା । ତଥାପି ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ…