Latest Odisha News

BREAKING NEWS

Yearly Archives

2022

କାର୍‌ ବିସ୍ଫୋରଣରେ ୧୦୦ରୁ ଅଧିକ ମୃତ: ସୋମାଲିଆ ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ

ନୂଆଦିଲ୍ଲୀ : ସୋମାଲିଆରେ ବିସ୍ଫୋରଣ । ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସୋମାଲିଆର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସୂଚନା ଦେଇଛନ୍ତି । ଗଣମାଧ୍ୟମ ସୂଚନା ଅନୂଯାୟୀ ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟାଳୟକୁ…

ଏକାକୀ ଯାତ୍ରା କରୁଥିଲେ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ରାଭେଲିଂ କରିବା ସଉକ ସମସ୍ତଙ୍କର ଥାଏ। ଆମେ ଯଦି ସୋଲୋ ଟ୍ରେଭେଲିଂ କଥା କହିବା ତେବେ ଏହା ମଜାଳିଆ ଏବଂ ଦୁଃସାହସିକ ହୋଇପାରେ। ଯଦି ଆପଣ ପ୍ରଥମ ଥର ପାଇଁ ଏକାକୀ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ କିଛି ଜିନିଷ ବିଷୟରେ ଭାବିବା ଜରୁରୀ।…

ଡାଇନିଂ ଟେବୁଲରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଆପଣଙ୍କ ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି !

ଓଡି଼ଶା ସମ୍ବାଦ ବ୍ୟୁରୋ: ଆମ ଡାଇନିଂ ଟେବୁଲରେ ଏପରି ଅନେକ ଜିନିଷ ରଖାଯାଇଛି, ଯାହା ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରୁ। ଖାଦ୍ୟର ସ୍ୱାଦକୁ ବଢାଇଥିବା ଏହି ଜିନିଷଗୁଡ଼ିକ ବେଳେବେଳେ ଆମ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ଏହାର ବ୍ୟବହାର ହେତୁ ଅନେକ ଗୁରୁତର ସ୍ୱାସ୍ଥ୍ୟ…

ଶୀତ ଦିନେ କିପରି ନେବେ ତ୍ୱଚାର ଯତ୍ନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତ ଋତୁରେ ଆମ ଚର୍ମ ଶୁଷ୍କ ହୋଇଯାଏ। ସେଥିପାଇଁ ଶୀତ ଋତୁରେ ଆପଣଙ୍କ ଚର୍ମର ଯତ୍ନ ନେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଜିନିଷ ଅଛି ଯାହାକୁ ଶୀତଦିନେ ଚର୍ମର ଯତ୍ନ ପାଇଁ ଆମକୁ ଧ୍ୟାନ ଦେବା ଆବଶ୍ୟକ। ଏହି ଋତୁରେ, ଆମ…

ଟ୍ରାଫିକ ପୁଲିସ ଉପରେ ଚଢ଼ିଗଲା ଏସ୍‌ୟୁଭି ଗାଡ଼ି

ନୂଆଦିଲ୍ଲୀ: ଏସ୍‌ୟୁଭି ଧକ୍କାରେ ଟ୍ରାଫିକ ପୋଲିସ ଗୁରୁତର । ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ୫୦ ମିଟର ଯାଏଁ ଘୋଷାଡି ନେଲା ଏସ୍‌ୟୁଭି । ଏହି ଦୃଶ୍ୟଟି ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ଗୁରୁଗ୍ରାମ ସେକ୍ଟର-୫୨ ଆମ୍ବେଦକର ଛକ ନିକଟରେ ଗତକାଲି ସନ୍ଧ୍ୟାରେ…

ଶୀତ ଋତୁରେ ଆରମ୍ଭ ହୁଏ ପ୍ରସିଦ୍ଧ ରଣ୍ ଉତ୍ସବ, ବୁଲି ଆସନ୍ତୁ ଧଳା ମରୁଭୂମି

ଓଡ଼ିଶା ସମ୍ବାଦ ବ୍ୟୁରୋ: କଚ୍ଛ୍ କା ରଣ୍ କିମ୍ବା ରଣ ଅଫ୍ କଚ୍ଛ୍ ହେଉଛି ବିଶ୍ୱର ସବୁଠାରୁ ବଡ ଲୁଣ ଭର୍ତ୍ତି ମରୁଭୂମି। ଯାହା ଗୁଜୁରାଟର କଚ୍ଛ୍ ସହରରେ ଉତ୍ତର ଏବଂ ପୂର୍ବରେ ବ୍ୟାପିଛି। ଯଦି ଆପଣ ଧଳା ମରୁଭୂମିରେ ବୁଲିବାକୁ ଚାହାଁନ୍ତି ତେବେ ଏହି ସ୍ଥାନଟି ଆପଣଙ୍କ ପାଇଁ ସର୍ବୋତ୍ତମ। ଏହି…

ଶାହାରୁଖଙ୍କ ସ୍ୱର ଥିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ଗାଇଛନ୍ତି ଅନେକ ହିଟ୍ ଗୀତ

ମୁମ୍ବାଇ: ୯୦ ଦଶକର ଭେଟେରାନ୍ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଗୀତ କିଏ ଅବା ନଶୁଣିଛନ୍ତି। ଅଭିଜିତ୍ ତାଙ୍କ ସ୍ୱରରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ଅଭିଜିତ୍ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ଅକ୍ଟୋବର ୧୯୫୮ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ।…

ଅହମ୍ମଦାବାଦରେ କାର୍ତ୍ତିକ ଆର୍ୟାନଙ୍କ କ୍ରେଜ, ତାଙ୍କୁ ଫଲୋ କରୁଛନ୍ତି ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମ ଆଧାରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତା ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କାର୍ତ୍ତିକ ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ଏହି ସମୟରେ କାର୍ତ୍ତିକ…

ଅନୁବାଦ ଗଳ୍ପ : ଜଣେ ବାରାଙ୍ଗନାର ପତ୍ର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୬ ମୂଳ ଉର୍ଦ୍ଦୁ: କୃଷ୍ଣ ଚନ୍ଦର  ପଣ୍ଡିତ ଜବାହରଲାଲ ଓ କ୍ୱଏଦ -ଏ- ଆଜମ୍ ଜିନ୍ନାଙ୍କ ନାମରେ ମୋର ବିଶ୍ୱାସ ଯେ ଏଥି ପୂର୍ବରୁ ଆପଣ କୌଣସି ବାରାଙ୍ଗନା ଠାରୁ କେବେ ପତ୍ର ପାଇ ନ ଥିବେ । ଆଶା କରୁଛି ଇତି ପୂର୍ବରୁ ଆପଣ ମୋର କି…

ଘରୋଇ ଉପଚାରରେ କିପରି ହଟାଇବେ ବ୍ଲାକ୍ ହେଡ୍ସ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚାରେ ଡେଡ ସେଲ୍ସ ତଳେ ତେଲ ଜମା ହେବାରୁ ଚର୍ମରେ ଛୋଟ ଛୋଟ ଦାନା ଆକାରରେ ଉତ୍ପନ୍ନ ହେବାକୁ ଲାଗେ। ଏହା ବାୟୁ ସହିତ ସଂସ୍ପର୍ଶରେ ଆସି ଅକ୍ସିଡାଇଜ୍ ହୋଇ କଳା ହୋଇଯାଏ। ଏହାକୁ ବ୍ଲାକହେଡ କୁହାଯାଏ। ମୁଖ୍ୟତଃ ନାକରେ ବ୍ଲାକ୍ ହେଡ୍ ଅଧିକ ହୁଏ। ଏହାକୁ ବାହାର କରିବା…