ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୦)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଅଭିମାନିଆ ଗଳାରେ ଆସ୍ଥାର କଣ୍ଠ ଓଦା ହୋଇ ଯାଉଥାଏ ।bଅପା ଉପନ୍ୟାସକୁ ତିନି ଥରରୁ ଚାରି ଥର ହେବ ସାରି ସାରିଲିଣି । ଲେଖା ବି ଚାଲିଛି ।
ବାସ୍ ମୁଁ ତୋ ଉପରେ ବହୁତ ବହୁତ ଖୁସି ,ଏୟା ହିଁ ତୋ ପାଖରୁ ଆଶା ରଖି ଥିଲି, ଖୁସି…