Latest Odisha News

BREAKING NEWS

Yearly Archives

2022

ଦେଶ ଛାଡିବେ ସିଦ୍ଧୁ ମୁସେୱାଲାଙ୍କ ବାପା ?

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ୫ ମାସ ପୂରି ଯାଇଥିଲେ ମଧ୍ୟ ଏବେ ବି ହତ୍ୟାକାରୀଙ୍କୁ ଦଣ୍ଡ ମିଳିନି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ତାଙ୍କ ବାପା ବଲକୌର ସିଂ । ଭାରତର ନ୍ୟାୟ ବ୍ୟବସ୍ଥା ଉପରୁ ମୋର ବିଶ୍ୱାସ ତୁଟି ଗଲାଣି । ୨୫…

ଖରିଆରରୋଡ଼ ଥାନା ଘେରାଉ କଲେ ମୋଙ୍ଗରାପାଳିବାସୀ

ନୂଆପଡା : ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସ ଦେଖାଉଛି ଅନୁକମ୍ପା। ପ୍ରତିବାଦରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷାଙ୍କ ସହ ମୋଙ୍ଗରାପାଳିବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଖରିଆର ରୋଡ଼ରେ ଦିନକୁ ଦିନ ଜୁଆ, ସଟା, ଚୋରି ଡକାୟତ ସହ ମଦ ଗଞ୍ଜେଇର କାରବାର ବଢିବାରେ ଲାଗିଛି ।…

ସୋମବାର ବିଜେପି ଘେରିବ ନବୀନ ନିବାସ, ବିଜେଡି ଘେରିବ ଜିଲ୍ଲାପାଳ ଅଫିସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଶାସକ ଦଳର ନେତାଙ୍କୁ ଖସାଇବାକୁ ଉଦ୍ୟମ ହେଉଛି। ତେଣୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏପରି ନିରବଦ୍ରଷ୍ଟାକୁ ବିରୋଧ କରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରିବାକୁ ବିଜେପି ଚେତାବନୀ ଦେଇଛି। ଏପରି କହି…

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି-ବିଜେପିର ଫେରାଦ କାର୍ଯ୍ୟକ୍ରମ ଜାରି

ଭୁବନେଶ୍ୱର: ବିଜେଡି ଏସଏଚଜି ମହିଳା ମାନଙ୍କୁ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଅସ୍ତ୍ର କରିଛି । ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଲାଣି । କିନ୍ତୁ ଏସଏଚଜି ମହିଳା ମାନେ ଜାଣିପାରୁନାହାନ୍ତି ଯେ ବିଜେଡ଼ି ସେମାନଙ୍କୁ ବ୍ୟବହାର କରୁଛି । ତାଙ୍କ ଦ୍ୱାରା ଶାସକ ଦଳ ଅପରାଧ, ଟଙ୍କା ବଣ୍ଟିବା,…

ଆରମ୍ଭରୁ ଭାରତର ବଡ଼ ବିପର୍ଯ୍ୟୟ, ଟି-୨୦ ବିଶ୍ବକପରେ ବିରାଟ ପୂରଣ କଲେ ୧୦୦୦ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ବିପର୍ଯ୍ୟୟ। ୯ ଓଭର ସୁଦ୍ଧା ୪୯ ରନ କରି ଟିମ୍ ଇଣ୍ଡିଆ ୫ଟି ଓ୍ୱିକେଟ୍ ହରାଇଛି। ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ କେଏଲ ରାହୁଲ ପରେ ବିରାଟ କୋହଲି ଏବଂ ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା ଶସ୍ତାରେ ପାଭିଲିଅନକୁ…

ବେଆଇନ ଦାଦନ ଚାଲାଣ ବେଳେ ୨୭ ଜଣ ଉଦ୍ଧାର 

ପାଟଣାଗଡ : ବେଆଇନ ଦାଦନ ଚାଲାଣ ସମୟରେ ପାଟଣାଗଡ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ୨୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ। କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗାଁ ରେ  ପୋଲିସ ଚଢାଉ କରି  ବରଗଡ,  ସୋନପୁର ଏବଂ ଗାଇସିଲେଟ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି  । ଉଦ୍ଧାର…

ନେଦରଲାଣ୍ଡ ବିପକ୍ଷରେ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ବିଜୟ ସ୍ୱାଦ ଚାଖିଛି । ଭାରତ ଏବଂ ଜିମ୍ବାୱେ ନିକଟରୁ ହାରିବା ପରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୯୧ ରନ…

ସୁଯୋଗ ମିଳିଲା, ତଥାପି ମ୍ୟାଚ ଜିତି ପାରିଲାନି ଜିମ୍ବାୱେ

ଗାବା: ସୁପର ୧୨ର ଏକ ରୋମାଂଚକ ମୁକାବିଲାରେ ଜିମ୍ବାୱେ ୩ ରନରେ ବାଂଲାଦେଶ ନିକଟରୁ ପରାଜିତ ହୋଇଛି । ମ୍ୟାଚର ଫଳାଫଳ ଶେଷ ବଲ ପର୍ଯ୍ୟନ୍ତ ଯାଇଥିଲା । ଅନ୍ତିମ ବଲରେ ଜିମ୍ବାୱେକୁ ବିଜୟ ହେବ ପାଇଁ ୫ରନ ଆବଶ୍ୟକ ହେଉଥିଲା । ମାତ୍ର ବ୍ୟାଟ୍ସମ୍ୟାନ ଦ୍ୱୟ ୧ରନ କରିବାରେ ସଫଳ ହୋଇଥିଲା । ବାଂଲାଦେଶ…

ପିଡିଏସ ଦୁର୍ନୀତି ଅଭିଯୋଗ ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ନୂଆପଡା : ହିତାଧିକାରୀଙ୍କୁ ମିଳୁନି ପିଡ଼ିଏସ ସାମଗ୍ରୀ । କାର୍ଡ଼ ବନ୍ଦ ହୋଇଥିବା କହି ଫେରାଇ ଦେଉଛନ୍ତି । ଏଭଳି ଦୃଶ୍ୟ ନୂଆପଡ଼ା ଜିଲ୍ଲା ତୁକୁଲା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ହିତାଧିକାରୀ ପଞ୍ଚାୟତକୁ ସାମଗ୍ରୀ ଆଣିବାକୁ ଗଲେ ତୁମର କାର୍ଡ ବନ୍ଦ ହୋଇଯାଇଛି କହି ଫେରାଇ…

ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ

ଜଗତସିଂହପୁର: ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ଅଙ୍ଗନବାଡ଼ି କର୍ମୀ। ଘଟଣାଟି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟଳୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ୨ଦିନ ତଳେ କୁଜଙ୍ଗ ବ୍ଳକ ତଳପଡା ସେକ୍ଟରର ଜଣେ…