Latest Odisha News

BREAKING NEWS

Yearly Archives

2022

ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା, କାହିଁକି ମୋକଦ୍ଦମା ନହେବ ଓକିଲ ପଠାଇଲେ ନୋଟିସ

ଭୁବନେଶ୍ୱର: ସୂର୍ଯ୍ୟଗ୍ରହଣରେ ବିଶ୍ବାସକୁ ପଛକୁ ଠେଲି ନିଜ ବିବେକକୁ ଅଗ୍ରାଧିକାର ଦେଉଥିବା ହେତୁବାଦୀଙ୍କ ଅଡୁଆ ବଢିବାରେ ଲାଗିଛି। ସର୍ବସମ୍ମୁଖରେ ଚିକେନ୍ ବିରିଆନୀ ଖାଇବା ଏବେ ଅଡୁଆ ବଢାଇଛି ହେତୁବାଦୀଙ୍କର। ରାଜ୍ୟର କୋଣ ଅନୁକୋଣରୁ ହେତୁବାଦୀଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା…

ବାଲେଶ୍ବରରୁ ୧୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର: ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ। ବାଲେଶ୍ବର ଜିଲ୍ଲାର ଫୁଲାଡି ଛକରୁ ୧୦ କିଲୋଗ୍ରାମରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି। ଏହି ଧଳା ଜହର କାରବାରର କିଙ୍ଗପିନ୍ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ଯିଏକି ଗିରଫ…

ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଟ୍ରାଭେଲ ବଜାରର ଉଦଘାଟନ ମେ ଫେୟାର ହୋଟେଲରେ  ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ପାଇଁ  ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଜଣେ ପର୍ଯ୍ୟଟକ ଓଡ଼ିଶାରୁ…

କମେଣ୍ଟମରାକୁ ନେଇ ଯୁବକକୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ

ତାଳଚେର:  ପଢ଼ିବା ପାଇଁ ଯାଉଥିବା ଯୁବତୀଙ୍କୁ କମେଣ୍ଟ ମାରି  ମାଡ ଖାଇଲେ ଯୁବକ ।  ପରେ ତାକୁ ଲଣ୍ଡା କରି ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । ତାଳଚେର ସ୍ଥିତ ବାଲୁଙ୍ଗା ଗାଆଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାଲୁଙ୍ଗା ଗ୍ରାମର ଯୁବତୀମାନେ କଲେଜ କୁ ପାଠ ପଢିଯିବା ବାଟରେ ସ୍ଥାନୀୟ…

ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍: ଅଭିଯୋଗ ଶୁଣାଣି ପାଇଁ କମିଟି ଗଠନ କରିବେ ସରକାର

ନୂଆଦିଲ୍ଲୀ:  ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର । ଏଣିକି ସୋସିଆଲ ମିଡିଆ ପାଇଁ ଏକ କମିଟି ଗଠନ କରିବେ ସରକାର ।  ଫେସବୁକ୍ ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ବା ବିଷୟବସ୍ତୁ ସମ୍ବନ୍ଧରେ ଅଭିଯୋଗ ଆସିଲେ ଏହି କମିଟି ଏହାର ବିଚାର କରିବ ।…

ପ୍ରଥମ ପର୍ଯ୍ୟାୟରେ ୧୫୬୩ ମେଡିକାଲ ସିଟ୍ ଆବଣ୍ଟନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଉଭୟ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ଚୁଡ଼ାନ୍ତ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟରେ ରାଜ୍ୟରେ ଥିବା ୧୦ ଟି ସରକାରୀ ଏବଂ ୨ଟି ଘରୋଇ ମେଡିକାଲର ମୋଟ ୧୭୦୦ ସିଟ୍ ମଧ୍ୟରୁ ୧୫୬୩…

ଏଫଆଇଏଚ ପ୍ରୋ ଲିଗ : ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦର୍ଶକରେ ଭରପୂର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗର ଏକ ରୋମାଂଚକ ମୁକାବିଲାରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୧-୩ରେ ପଛୁଆ ଥିବା ଭାରତ ମ୍ୟାଚକୁ ବରାବର କରିବା ସହ ଶେଷ ମୂହର୍ତରେ ଗୋଲ ସ୍କୋର କରି ଘରୋଇ ଦର୍ଶକଙ୍କ ମନ ଜିଣିଥିଲେ ।…

ଆଇଏସଆଇର ପୋଲ ଖୋଲିବାକୁ ଚେତାବନୀ ଦେଲେ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ଏବେ ଛକାପଞ୍ଝା ଲାଗି ରହିଛି । ଏହାରି ଭିତରେ ସରକାର ହଟାଇବା ପାଇଁ ଇମ୍ରାନ ଖାନ ଜୋରସୋରରେ ଲାଗିଥିବା ବେଳେ ପାକିସ୍ତାନ ସେନା ତାଙ୍କୁ ଜେଲରେ ପୁରାଇବା ପାଇଁ ଗୋଟେ ପରେ ଗୋଟେ ମାମଲା ରୁଜୁ କରୁଛି । ବିବାଦୀୟ ମନ୍ତବ୍ୟକୁ ନେଇ…

ବଜାରରେ ହଜିଲା ମୋବାଇଲ, ଆକାଉଣ୍ଟରୁ ୧.୨୫ ଲକ୍ଷ ଗାଏବ

ବ୍ରହ୍ମପୁର: ବଜାରରେ ସଉଦା କିଣିଲା ବେଳେ ହଜିଗଲା ମୋବାଇଲ୍‌। ଆଉ ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୨୫ ହଜାର ଟଙ୍କା। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…

ସଲମାନଙ୍କ ବିନା ବୋନୀ କାପୁର ଆରମ୍ଭ କରିବେ ନୋ ଏଂଟ୍ରିର ସିକ୍ୱେଲ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଅଭିନୀତ ନୋ ଏଂଟ୍ରିର ସିକ୍ୱେଲକୁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ଅଛନ୍ତି । ସଦ୍ୟ ରିପୋର୍ଟ ମୁତାବକ ବୋନୀ କାପୁର ଏହାର ସିକ୍ୱେଲ ସଲମାନଙ୍କ ବିନା କରିବା ପାଇଁ ନିଷ୍ପତି ନେଇଛନ୍ତି । ସଲମାନ ଏବଂ ବୋନୀଙ୍କ ମଧ୍ୟରେ ଏହି ଫିଲ୍ମ ନେଇ ବିବାଦୀୟ…