ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୯)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସୁରେଖା ସହିତ ପିଲାମାନଙ୍କୁ ଆଜି ଆସିବାକୁ ପଡିବ !ସ୍କୁଲ କୁ ଫୋନ କରି କହିଦେଲା ଆସ୍ଥା । ଆଜି କିନ୍ତୁ ପିଲାଙ୍କ ମନରୁ ସୁରେଖା ପ୍ରତି ଥିବା ଅମଙ୍ଗ ମନୋଭାବ ଦୁରେଇ ଯାଇଚି ; ଖୁସି ଖୁସି ଆସି ଘରେ ଆସି ପହଁଚିଗଲେ ସ୍କୁଲରୁ…