Latest Odisha News

BREAKING NEWS

Yearly Archives

2022

ଡାକ୍ତର ପରିଚୟ ଦେଇ ରୋଗୀ ଟାଣୁଥିଲେ ଇଞ୍ଜିନିୟରିଂ ଛାତ୍ର

ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଦଲାଲ୍‌ ରାଜ୍‌ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର…

ବିଏମ୍‌ସିରେ ସାମିଲ ହେବ ଉପକଣ୍ଠ ୪ଟି ଗ୍ରାମ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମରେ ସହର ଉପକଣ୍ଠ ୪ଟି ଗ୍ରାମ ମିଶ୍ରଣ ନେଇ ଆଶା ସଞ୍ଚାର ହୋଇଛି। ଶୁକ୍ରବାର ଏନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ନୋଟିଫିକେସନ୍‌ ଜାରି ହୋଇଛି। ମିଶ୍ରଣ ହେବାକୁ ଥିବା ଗ୍ରାମଗୁଡ଼ିକ ହେଲା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡ଼ା ଗ୍ରାମ,…

ରଦ୍ଦ ହେଲା ଆଜମ ଖାଁଙ୍କ ବିଧାନସଭା ସଦସ୍ୟପଦ

ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିଧାନସଭା ସଦସ୍ୟପଦ ରଦ୍ଦ ହୋଇଛି । ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟଙ୍କ ପାଖରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଶୁକ୍ରବାର ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସଦସ୍ୟ ପଦକୁ ରଦ୍ଦ କରିଛନ୍ତି । ଏଥିସହ…

ୟୁଏନଏସସି ବୈଠକରେ ପାକିସ୍ତାନ ଆତଙ୍କବାଦୀର ଅଡ଼ିଓ ଶୁଣାଇଲା ଭାରତ

ମୁମ୍ବାଇ: ମୁମ୍ବାଇର ତାଜ ହୋଟେଲରେ ଚାଲିଛି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ଆତଙ୍କବାଦ ଉପରେ ଆଲୋଚନା । ଏହି ବୈଠକରେ ଭାରତ ପାକିସ୍ତାନର ଆତଙ୍କବାଦୀ ଚେହେରାକୁ ପଦାରେ ପକାଇଛି । ମୁମ୍ୱାଇରେ ୨୦୦୮ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମୀରର…

ଖେଲୋ ଇଣ୍ଡିଆ ମିଟରେ ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ଜ୍ୟୋତ୍ସ୍ନା ସବର ଖେଲୋ ଇଣ୍ଡିଆ ନ୍ୟାଶନାଲ ର‌୍ୟାଙ୍କିଙ୍ଗ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଉତରପ୍ରଦେଶର ମୋଦିନଗରରେ ଅନୁଷ୍ଠିତ ଏହି ଚାମ୍ପିୟନଶିପର ଫେଜ୨ ମୁକାବିଲାରେ ଜ୍ୟୋତ୍ସ୍ନା ରୌପ୍ୟ ପଦକ ହାସଲ କରିଛନ୍ତି । ୪୦ କିଗ୍ରା…

୩୦ ଫୁଟର ରାସ୍ତା ନଥିଲେ ଘର କରିବାକୁ ମିଳିବନି ଅନୁମତି

ଭୁବନେଶ୍ୱର: ୨୦୧୭ ପରେ ସହରାଞ୍ଚଳରେ ଆପଣ ଜମି କିଣିଛନ୍ତି କି ? ଯଦି ହଁ ତାହେଲେ ଆପଣ ଘର କରି ପାରିବେ ନାହିଁ । ଯଦି ଘର କରିବା କଥା ଭାବୁଛନ୍ତି ତା ହେଲେ ପ୍ରଥମେ ଜାଗା ଆଗରେ ୩୦ ଫୁଟର ରାସ୍ତା ଅଛି କି ନାହିଁ ଦେଖି ନିଅନ୍ତୁ । ଯଦି ଅଛି ତାହେଲେ ବିଲ୍ଡିଂ ପ୍ଲାନକୁ ଅନୁମତି ମିଳିବ ।…

ରାଜଧାନୀରେ ନକଲି ଏସ୍କର୍ଟ ରାକେଟ୍, ଅନଲାଇନ୍ ଆଡ୍ ଦେଇ କରୁଥିଲେ ଆକାଉଣ୍ଟ ଖାଲି

ଭୁବନେଶ୍ୱର: ବ୍ଲାକମେଲର୍ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲା ଥମିନି । ଅର୍ଚ୍ଚନାର ନାଗ ଫାଶରେ ଅନେକ ନେତା, ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ଭିତରେ ଶୁକ୍ରବାର କମିଶନରେଟ୍ ପୋଲିସ ଏକ ନକଲି ଏସ୍କର୍ଟ ରାକେଟର ପର୍ଦ୍ଦାଫାସ୍ କରିଛି । ରାକେଟର ମାଷ୍ଟରମାଇଣ୍ଡ ସହ ଜଣେ ମହିଳାଙ୍କୁ ମିଶାଇ ପୋଲିସ ୫…

ଧାମନଗର ପରାଜୟ ଭୟରେ ବିଜେପି ବାରମ୍ବାର CEOଙ୍କୁ ଭେଟୁଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୩ ଦିନ । କିନ୍ତୁ ଆରୋପ ପ୍ରତ୍ୟାରୋପ ସରୁନି । ଭୁବନେଶ୍ୱରରୁ ଦିଲ୍ଲୀ ପୁଣି ଭୁବନେଶ୍ୱର ବିଜେଡି, ବିଜେପି ଏଭଳି ଅଭିଯୋଗରେ ମାତିଛନ୍ତି । ଶୁକ୍ରବାର ପୁଣି ଥରେ ବିଜେଡି ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।…

ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତି

ଜୟପୁର: ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତିର ଲୋକାର୍ପଣ ୨୯ ଅକ୍ଟୋବରରେ ହେବ । ନାଥୱାର ସହରରେ ଭଗବାନଙ୍କ ୩୬୯ ଫୁଟର ବିଶାଳ ମୂର୍ତି ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାକୁ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ…

ଲୋକମାନେ ଟଙ୍କା ଦେଇ ମାଟିରେ କାହିଁକି ପୋତା ହେଉଛନ୍ତି ? କଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଅନେକ ସମୟରେ ଆମେ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଗ କରିଥାଉ। କିନ୍ତୁ ଆପଣ କଣ କେବେ ଜାଣିଛନ୍ତି ଚିନ୍ତାରୁ ମୁ୍କ୍ତି ପାଇଁ ଲୋକେ ଟଙ୍କା ଖର୍ଚ୍ଚ କରି ମାଟି ତଳେ ପୋତି ହେଉଛନ୍ତି । ମଣିଷ ଜୀବନ୍ତ ଅବସ୍ଥାରେ ମାଟି ଭିତରେ ପୋତା ହେବା ଦ୍ବାରା…