Latest Odisha News

BREAKING NEWS

Yearly Archives

2022

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ‘ରେଡି ଟୁ ଇଟ୍ ଫୁଡ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଜାରରେ ମିଳୁଥିବା 'ରେଡି ଟୁ ଇଟ ଫୁଡ' କିମ୍ବା ପ୍ୟାକେଜ୍ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ। ଯଦି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି ତେବେ ଆପଣ ଏହି ଖାଦ୍ୟରୁ ଦୂରେଇ ରହିବା ଉଚିତ୍। କିନ୍ତୁ ଆଜିକାଲି ବଜାରେ ମିଳୁଥିବା ପ୍ୟାକେଡ ଫୁଡ ଉପରେ ହେଲଦି…

ସାମ୍ପୁ ବ୍ୟବହାର କଲେ ହୋଇପାରେ କର୍କଟ, ବଜାରରୁ ଡ୍ରାଏ ସାମ୍ପୁ ଫେରାଇ ଆଣିବ ୟୁନିଲିଭର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସମସ୍ତେ କେଶ ଧୋଇବା ପାଇଁ ସାମ୍ପୁ ବ୍ୟବହାର କରନ୍ତି। କିନ୍ତୁ ଅନେକ ବଡ଼ ବଡ଼ ବ୍ରାଣ୍ଡ ସାମ୍ପୁ ବ୍ୟବହାର କଲେ ହୋଇପାରେ କ୍ୟାନସର। ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ସାମ୍ପୁରେ ଏପରି ରାୟାନିକ ପଦାର୍ଥ ରହିଛି ଯାହା କର୍କଟ ରୋଗ ସୃଷ୍ଟି କରେ। ଡୋଭ୍,…

ଫିଲ୍ମ ‘ଗଜନି’ରୁ ଅସିନଙ୍କ କ୍ୟାରିୟର ଆରମ୍ଭ, ବିବାହ ପରେ ପରିବାର ସହ ବିତାଉଛନ୍ତି ସମୟ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ 'ଗଜନି'ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅସିନ ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅସିନ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ବର୍ତ୍ତମାନ ସେ ବହୁତ ଦିନ ପର୍ଯ୍ୟନ୍ତ ବଡ ପରଦାରୁ ଦୂରେଇ ରହିଛନ୍ତି। ୨୦୧୬…

ଛାଡପତ୍ର ପରେ ମଧ୍ୟ ହ୍ରିତିକ ରୋଶନ ଏବଂ ସୁଜୈନ ଖାନ ଭଲ ବନ୍ଧୁ

ମୁମ୍ବାଇ: ଆଜି ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ ସୁଜୈନ ଖାନଙ୍କ ଜନ୍ମଦିନ। ମୁମ୍ବାଇର ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନରଙ୍କୁ ୪୪ ବର୍ଷ ବୟସ ହୋଇଛି। ହ୍ରିତିକ ରୋଶନଙ୍କ ସହ ଛାଡପତ୍ର ପରେ ସୁଜୈନ, ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି। ବିବାହର ୧୪ ବର୍ଷ ପରେ ହ୍ରିତିକ ଏବଂ ସୁଜୈନ ଅଲଗା…

କବିତା : ମୁଁ

ଡମ୍ବରୁଧର ବେହେରା କାହା ପାଇଁ ଆଜି ମୁଁ କ'ଣ ? କାହା ପାଇଁ ଅଦିନିଆ ଝଡ କାହା ପାଇଁ ତତଲା କୋହର ପାହାଡ଼ ତଥାପି ବଞ୍ଚିବାକୁ ହେବ ମୋତେ ଖଟିଖିଆ ମଜୁରୀଆ ଖାଲି ଥିବା ଭାତ ହାଣ୍ଡିକୁ ଦେଖି ଦେଖି ଗରୀବର ହାଣ୍ଡିଶାଳେ ସହରର ମାଲିକଙ୍କୁ ଦେଖି ସେମାନଙ୍କ ସୁସ୍ୱାଦୁ ଖାଦ୍ୟର ମହ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ରାତିପାହି ନଥିଲା ,ଭୋର ପାଞ୍ଚଟା ବାଜିଲା । ଆସ୍ଥା ଉପବନ ଭିତରେ ହଜି ଯାଇଥିଲା ! ପିଲାମାନେ ସନ୍ଧ୍ୟା ବେଳୁ ଶୋଇପଡିଥିଲେ ତେଣୁ ଶିଘ୍ର ଉଠି ପଢି ବସି ପଡିଲେଣି । ସମ୍ଭବ ରହି ରହି ମନେ ପଡୁଛନ୍ତି ,କଣ କରୁଥିବେ କେଜାଣି !…

କମ ବୟସରେ ବଡ଼ ତାରକା ହୋଇଥିଲେ ରବିନା ଟଣ୍ଡନ୍, ବଡ଼ ଚଳଚ୍ଚିତ୍ରରେ ପାଇଥିଲେ କାମ

ମୁମ୍ବାଇ: ୯୦ ଦଶକର ସୁନ୍ଦର ଅଭିନେତ୍ରୀ ରବିନା ଟଣ୍ଡନ୍ ଏବେ ମଧ୍ୟ ନିଜ କାମରେ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି। ଅଭିନେତ୍ରୀ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ରବିନା ଟଣ୍ଡନ ନିଜ କ୍ୟାରିଅରରେ ଅନେକ ଭଲ ଭଲ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ ଏପରି ଟପ୍ ଚଳଚ୍ଚିତ୍ର ଅଛି ଯାହା ଏଭର ଗ୍ରିନ…

ଭାଷା ଭାଗବତ : ଶୁଦ୍ଧ ଜ୍ଞାନାଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନାବଶ୍ୟକ ପୁନରୁକ୍ତି ମୁଖ୍ୟତଃ କରେ ଯେଉଁ ବ୍ୟକ୍ତି ତାହାର ଭାବିବାର ଶକ୍ତି ପାଏନାହିଁ ମନରୁ ମୁକ୍ତି ପୁନର୍ଲିଖନକାରୀ ଲୋକ ପାଏନି ଶୁଦ୍ଧ ଜ୍ଞାନାଲୋକ ସଦ୍ୟ ଅର୍ଜିତ ଶୁଦ୍ଧଜ୍ଞାନ ତା ପାଇଁ ସପନ ସମାନ ମନକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ଆମେ ପ୍ରବେଶ କରିବା। ପ୍ରାୟ ତିରିଶ ଫୁଟ ଉଚ୍ଚା ଏହି ଗୁମୁଟ ମଧ୍ୟରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ନୃସିଂହ ଓ ଗଣେଶ…

ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ ସାମିଲ: ବ୍ରେବରମେନ ପୁଣି ହେଲେ ଗୃହମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ…