‘ଭଲ ହୋଇଛି, ମୁସଲିମଙ୍କ ଜନସଂଖ୍ୟା କମୁଛି, ଆହୁରି କମିବା ଦରକାର’
ନୂଆଦିଲ୍ଲୀ: ହରିଆଣା ଗୃହମନ୍ତ୍ରୀ ଅନୀଲ ଭିଜ ରବିବାର ଏଆଇଏମଆଇଏମ ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏହା ଭଲ କଥା ଯେ ମୁସଲମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ଆହୁରି କମ୍ କରିବା ଦରକାର। ଭାରତରେ ମୁସଲମାନଙ୍କ ସଂଖ୍ୟା କମୁଛି…