Latest Odisha News

BREAKING NEWS

Yearly Archives

2022

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ରେଳବାଇ ଚାକିରି ଦେଇ ଜମି ନେବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବିଡି ଦେବୀ, ଝିଅ ମିସା ଭାରତୀ ଏବଂ  ଅନ୍ୟ ୧୩ ଜଣଙ୍କ ନାମ ଚାର୍ଜସିଟରେ ଅଭିଯୁକ୍ତ…

ଘରେ ବିକୁଥିଲେ ମଦ, ଅବକାରୀକୁ ଦେଖି ତାଲା ପକାଇଲେ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ…

ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ:  ମୁସଲିମ ଦେଶ ବି ଚୀନ ବିରୋଧରେ ଦେଲେନି ଭୋଟ୍

ନୂଆଦିଲ୍ଲୀ: ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହା ଉପରେ ବିତର୍କ ପାଇଁ ଆସିଥିବା ପ୍ରସ୍ତାବ ମିଳିତ ଜାତିସଂଘରେ କାଟ ଖାଇଯାଇଛି । ଭାରତ ଏହି ଭୋଟିଂରୁ ଦୂରେଇ ରହିଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଚର୍ଚା ଜୋରଧରିଛି । ଭାରତ ଚୀନ ବିରୋଧରେ ଭୋଟ ଦେବା…

ଅର୍ଚ୍ଚନାଙ୍କ ପଛରେ କିଏ ସେ ଅଦୃଶ୍ୟ ଶକ୍ତି ?

ଭୁବନେଶ୍ୱର: କାହା ସାହାଯ୍ୟରେ ବଢ଼ୁଥିଲା ଅର୍ଚ୍ଚନାଙ୍କ ପ୍ରତିପତ୍ତି ? ବ୍ଲାକମେଲର ଅର୍ଚ୍ଚନା ଗିରଫ ପରେ ଖୋଲୁଛି ଗୁମର । ଭୁବନେଶ୍ୱର ସତ୍ୟ ବିହାରରେ ଅର୍ଚ୍ଚନାଙ୍କ ରହିଛି ଆଲିସାନ୍ ବଙ୍ଗଳା । ଚର୍ଚ୍ଚା ହେଉଛି, ଏହି ବିଶାଳ ଅଟ୍ଟାଳିକା ପାଇଁ ଅର୍ଚ୍ଚନାଙ୍କୁ ଜାଗାଠୁ ନେଇ ଅର୍ଥ ସବୁକିଛି…

ନୋବେଲ ଶାନ୍ତି ପୁରସ୍କାର ପାଇବେ ବେଲାଋଷର ମାନବାଧିକାର କର୍ମୀ ଏବଂ ଋଷ-ୟୁକ୍ରେନର ଦୁଇଟି ସଂଗଠନ

ଷ୍ଟକହୋମ୍:  ବିଶ୍ବର ସବୁଠୁ ପ୍ରତିଷ୍ଠିତ ସମ୍ମାନ ନୋବେଲେ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ନରଓ୍ବେର ନୋବେଲ କମିଟି 2022 ପାଇଁ ନୋବେଲ ଶାନ୍ତି ପୁରସ୍କାର ବେଲାଋଷର ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ୍ ଏଲେସ ବାଲିୟାତସ୍କିଙ୍କ ନାମ ଘୋଷଣା କରିଛି । ଏହା ସହ…

ଲାଇଫଷ୍ଟାଇଲ ପରିବର୍ତ୍ତନ କରନ୍ତୁ, ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁନ୍ଦର ଦେଖାଯିବା ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ନାରୀମାନେ ନିଜର ତ୍ୱଚାର ଖାସ ଯତ୍ନ ମଧ୍ୟ ନିଅନ୍ତି। କିନ୍ତୁ ବେଳେ ବେଳେ ଆଖି ତଳେ କଳା ଦାଗ ବା ଡାର୍କ ସର୍କଲ ପଡିଗଲେ ତ୍ୱଚା ଫିକା ପଡିଯାଏ। ଏହାକୁ କମ କରିବା ପାଇଁ ଅନେକ ଔଷଧ ବ୍ୟବହାର ମଧ୍ୟ କରନ୍ତି।…

ବିବାହ ପରେ ବୃଦ୍ଧି ପାଇଛି ପରକିୟା ପ୍ରୀତି ସମସ୍ୟା, ଅଧିକାଂଶ ଧୋକା ଦେଉଛନ୍ତି ମହିଳା

ଓଡିଶା ସମ୍ବାଦ ବ୍ୟୁରୋ: ଡେଟିଂ ଆପ୍ ଆସିବା ଦିନଠାରୁ ଲୋକେ ପରକିୟା ପ୍ରୀତି ପ୍ରତି ବହୁତ ଆଗ୍ରହୀ ହେଉଛନ୍ତି। ପରକିୟା ପ୍ରୀତିକୁ ଭାରତରେ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କୋଭିଡ ସମୟରେ ଲକଡାଉନ ହେବା ପରେ ଡେଟିଂ ଆପର ଚାହିଦା ଅନେକ ମାତ୍ରାରେ ବଢିଯାଇଛି। ତେବେ ଏକ ରିପୋର୍ଟ ଅନୁଯାୟୀ,…

ଆମ ଆଦମୀ ପାର୍ଟିର କର୍ମୀଙ୍କୁ ବିବାହ କଲେ ବିଧାୟିକା ନରିନ୍ଦର କୌର 

ଚଣ୍ଡୀଗଡ଼:  ବୋହୂ ସାଜିଲେ ବିଧାୟକ। ବିବାହ କଲେ ବିଧାୟିକା ନରିନ୍ଦର କୌର  । ପଞ୍ଜାବର ସଙ୍ଗରୁରରୁ ବିଧାୟିକା ଥିବା ନରିନ୍ଦର କୌର ଆମ ଆଦମୀ ପାର୍ଟିର କର୍ମୀ ମନଦୀପ ସିଂଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହ ପଟିଆଲାର ରୋରେୱାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ…

ମନ୍ତ୍ରୀ ସମୀର ଦାଶଙ୍କ ଲାଗି ବଢ଼ୁଛି ଅଡ଼ୁଆ, କାଲି ୧୦୦ଟି ସ୍ଥାନରେ ବିଜେପି ଦାହ କରିବ କୁଶ ପୁତ୍ତଳିକା

ଭୁବନେଶ୍ୱର/ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଉପରୁ ଏଯାଏ ପରଦା ହଟିନି । ଆଜି ପୋଲିସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘରେ ତଦନ୍ତ କରିଛି । ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି ପୋଲିସ…

ଖଲିକୋଟ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି

ବ୍ରହ୍ମପୁର:ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି। ମୋଟ ୧୬ଟି ବିଭାଗରେ ଏହି ୧୧୨ଟି ପଦବୀ ସୃଷ୍ଟି ହୋଇଥିବା…