Latest Odisha News

BREAKING NEWS

Yearly Archives

2022

ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲା, ୪୦ଟି ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଅବକରୀ ନୀତି ଘୋଟାଲା ମାମଲାରେ ଇଡି ସକ୍ରିୟ ହୋଇଛି। ଏହି ମାମଲାରେ ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଚେନ୍ନାଇ ସମେତ ଦେଶର ୪୦ ଟି ସ୍ଥାନରେ ଚଢ଼ାଉ କରିଛି। କେବଳ ହାଇଦ୍ରାବାଦର ୨୫ ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ଇଡି ଆଜି ଦିଲ୍ଲୀ…

ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ ରହସ୍ୟ ‘ପିଙ୍କ୍ ଆଲୋଭେରା’

କୋରିଆନ ମହିଳାଙ୍କ ତ୍ୱଚା ଉଜ୍ୱଳ ଏବଂ କାଚ ପରି ଚିକ୍କଣ। ଆଜିକାଲି ସୋସିଆଲ ମିଡିଆରେ କୋରିଆନ ବିୟୁଟି ସିକ୍ରେଟର ଅନେକ ଚର୍ଚ୍ଚା ଚାଲିଛି। କୋରିଆନ ଭଳି ତ୍ୱଚା ପାଇବା ପାଇଁ କିଛି ଲୋକେ ଅନେକ ବିୟୁଟି ଟିପ୍ସ ଆପଣାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ…

ଗୋଆରେ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ପଛରେ ମମତାଙ୍କ ନେତା !

ପାଣାଜି: ଗୋଆରେ କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି ୮ ବିଧାୟକ। ଏହି ମିଶ୍ରଣ ପଛରେ ମାଷ୍ଟର ମାଇଣ୍ଡ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। କାରଣ ଏହି କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା…

ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ମାଲକାନଗିରି: ଗତ ୨୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ଏହି ସମୟରେ ମାଲକାନଗିରିର ତିନି ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା ଏବଂ ପ୍ରଶ୍ନପତ୍ର ବହୁପୂର୍ବରୁ ବାହାରକୁ ପଳାଇ ଆସିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ କରିଛନ୍ତି ଜିଲ୍ଲା ଶିକ୍ଷା…

ନକଲି ଔଷଧ ବିକ୍ରି ମାମଲା: ଗିରଫ ଅଭିଯୁକ୍ତଙ୍କ ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜବତ

କଟକ: ନକଲି ଔଷଧ ବିକ୍ରି ଘଟଣାର ତଦନ୍ତ ଚାଲିଛି। ପୁରୀଘାଟ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତଙ୍କର ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଲ୍ କରିଛି। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର…

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର କଲା ନିରାଶ

ନୂଆଦିଲ୍ଲୀ: ୟୁକ୍ରେନରୁ ଜୀବନ ବଞ୍ଚାଇ ଭାରତକୁ ଫେରି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଝଟକା। ଭାରତୀୟ ମେଡିକାଲ କଲେଜରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବ ନାହିଁ ଆଡମିଶନ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଏହି ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…

ରୋଗୀଙ୍କୁ ‘ବିଶ୍ୱାସ’ ଜନ୍ମାଇ ଦେଉଥିଲେ ଧୋକ୍କା, ନକଲି ଡାକ୍ତର ସୁବ୍ରତ ବିଶ୍ୱାସ ଅଟକ

ରାୟଗଡା: କଟକ ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି ମାମଲାରେ ପୋଲିସ ତନାଘନା କରୁଛି। ଅନ୍ୟପଟେ ରାୟଗଡା ଜିଲ୍ଲାରେ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି । ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଏହି ନକଲି ଡାକ୍ତରଙ୍କୁ ଅଟକ ରଖିଛି ପୋଲିସ।ଜଣେ ନକଲି ଡାକ୍ତର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ ।…

ମୋବାଇଲ ଚୋରି ବିଫଳ, ଟ୍ରେନ ଝରକାରେ ଝୁଲି ରହିଲା ଚୋର

ପାଟନା: ବିହାରରେ ଲଗାତାର ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି। ବେଗୁସରାଇରେ ଅପରାଧୀମାନେ କ୍ରମାଗତ ଭାବରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାର ନଜର ଆସିଛି। ଚୋରମାନେ ପ୍ରତ୍ୟେକ ଥର ଚୋରି କରି ସଫଳ ପାଇଯାଆନ୍ତି। କିନ୍ତୁ ବିହାରର ସାହେବପୁର କମଲ ରେଳ ଷ୍ଟେସନରେ ଏପରି ଏକ ଘଟଣା ଘଟିଛି ଯେଉଁଠାରେ ଏକ…

ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ: ୧୧ଟି ହକ୍ ବିମାନ ସାମିଲ ହେବେ

ଭୁବନେଶ୍ବର: ଆଉ କିଛି ସମୟ ପରେ ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ରିହର୍ସଲ ମଧ୍ୟ ଠିକଠାକ୍ ହୋଇଥିଲା ।  ଏୟାର୍‌ ସୋ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବାଲିଯାତ୍ରା ପଡ଼ିଆରେ ସକାଳୁ ସକାଳୁ ସମସ୍ତେ ପହଁଚିଲେଣି । ଏହି…

‘ପାକିସ୍ତାନରେ ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାକୁ ବୃଦ୍ଧି’

ଇସଲାମାବାଦ: ପାକିସ୍ତାନରେ 'ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା'କୁ ବୃଦ୍ଧି ପାଇଛି। ଏପରି ଲିଟର କଥା ଆମେ କହୁନୁ ବରଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସାଧାରଣତଃ ଅଟାର ଓଜନ କିଲୋଗ୍ରାମରେ ମପାଯାଏ ଏବଂ ତରଳ ପଦାର୍ଥ ଲିଟରରେ ମପାଯାଏ। କିନ୍ତୁ ଗୁରୁବାର…