ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬)
ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା' ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଏ ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା' ଭିତରେ ଚାପି ହୋଇ ରହିଥିବା ଦୁଃଖ, କଷ୍ଟ,…