ନକଲି ଗୁଟ୍ଖା କାରଖାନା ମାଲିକଙ୍କୁ ଧରିଲା ପୋଲିସ
ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ବାଉଁଶିଆପଲ୍ଲୀ ଠାରେ ନକଲି ଗୁଟଖା ସାମ୍ରାଜ୍ୟ ଚଳାଇଥିବା ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି । ଗତ ଅଗଷ୍ଟ ୩୦ ତାରିଖରେ ସଦର ଥାନା ପକ୍ଷରୁ ବାଉଁଶିଆପଲ୍ଲୀ ଠାରେ ଥିବା ୩ଟି ନକଲି ଗୁଟଖା କାରଖାନା ଓ ଗୋଦାମରେ ଚଢଉ…