Latest Odisha News

BREAKING NEWS

Yearly Archives

2022

ଅଧିକ ‘ସେଓ’ ଖାଉଛନ୍ତି କି?

ଓଡ଼ିଶା ସମ୍ବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସବୁଠୁ ଭଲ ଔଷଧ ହେଉଛି ଚିନ୍ତାମୁକ୍ତ ରହିବା। କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଫଳ ରେ…

ଧାରା ୩୭୦ ପୁଣିଥରେ ଲାଗୁ ହୋଇ ପାରିବ କି? ଗୁଲାମଙ୍କ ନା, ମୁଫତିଙ୍କ ହଁ

କଶ୍ମୀର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ଧାରା ୩୭୦ ଏବଂ ୩୫-ଏ ପୁଣିଥରେ ଲାଗୁ ହେବ ବୋଲି ଯେଉଁମାନେ ପ୍ରତିଶ୍ରୁତି ଦେଉଛନ୍ତି ତାହା କେବେ ହୋଇପାରିବ ନାହଁ। ଦୁଇ ଦିନ ତଳେ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ଥିବା ଗୁଲାମ ନବୀ ଆଜାଦ ଏହା କହିଥିଲେ। ଏପରି କହି…

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ରାଶି ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ଦ୍ୱାରା ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଅର୍ଥ ରାଶି ବୃଦ୍ଧି କରାଯାଇଛି । ପ୍ରତି ଯୋଗ୍ୟ ପ୍ରାର୍ଥୀଙ୍କୁ ୬ ଲକ୍ଷ ଟଙ୍କା ସ୍କଲାରସିପ୍ ମିଳିବ । ସର୍ବଭାରତୀୟ ସ୍ତରରେ ଆଇଆଇଟି, ଏନ୍ଆଇଟି,…

ବଲିଉଡ ବାହାରେ ବଢୁଛି ସଞ୍ଜୁ ବାବାଙ୍କ ‘ଭାଉ’

ମୁମ୍ବାଇ: ଅନେକ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ। ତାଙ୍କୁ ଭିଲେନ୍ ଭାବରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ନିକଟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ 'କେଜିଏଫ 2' ରେ ସଞ୍ଜୟଙ୍କ ଖଳନାୟକ ଅଭିନୟ ବେସ ସଫଳ ପାଇଥିଲା। ବଲିଉଡରେ ଭିଲେନ୍ ହୋଇ ସମସ୍ତଙ୍କ…

ଭୟ ଦେଖାଇ ବିରୋଧୀ ଦମନ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ବଏକଟ୍ ‘ଲାଲ୍ ସିଂହ ଚଢା’ । ସଦ୍ୟ ଟୁଇଟର ଓ ଅନ୍ୟାନ୍ୟ ସୋସିଆଲ ମେଡ଼ିଆରେ ଟ୍ରେଣ୍ଡ ହୋଇଥିବା ଏହା ଏକ କ୍ୟାମ୍ପେନ୍ । ଏହି କ୍ୟାମ୍ପେନ୍‌ର ଉଦ୍ଦେଶ୍ୟ ଥିଲା ବଲିଉଡ଼୍ ଅଭିନେତା ଅମୀର ଖାନ୍‌ଙ୍କ ଅଭିନୀତ ହିନ୍ଦି ଚଳଚ୍ଚିତ୍ର ଲାଲ୍…

ଗୁଜରାଟରେ ଆପ୍ ଏବଂ କେଜ୍ରିଓ୍ବାଲଙ୍କ ଦୋମୁହାଁ ନୀତି !

ଅହମଦାବାଦ: ଗୁଜରାଟରେ ଆମ ଆଦମୀ ପାର୍ଟି (ଆପ)ର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଦଳର ନେତା ଡିଜିପି ଅଫିସ ଯାଇ ଦଳୀୟ ନେତାଙ୍କ ସୁରକ୍ଷା ମାଗୁଛନ୍ତି। ଅନ୍ୟପଟେ ଆପର ମୁଖ୍ୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତରେ ଆସି ସୁରକ୍ଷା ନେବେ ନାହିଁ ବୋଲି ରୋକଠୋକ୍…

ଥାନା ଭିତରେ ପଶି ପୋଲିସକୁ ପିଟିଲେ ଆଦିବାସୀ

ପାରଳାଖେମୁଣ୍ଡି: ଥାନା ଭିତରେ ପଶିଲେ, ପୋଲିସକୁ ପିଟିଲେ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନାରେ । ଆଦିବାସୀଙ୍କ ଘରେ ରାତି ଅଧିଆ ପୋଲିସର ଚଢ଼ାଉକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏକାବେଳେକେ ୬ଟି ପଞ୍ଚାୟତର ଆଦିବାସୀ ଏକଜୁଟ୍ ହୋଇ ପୋଲିସ ଉପରେ ଆକ୍ରମଣ କରିବା ସହ…

ଗୁଜରାଟରେ ଆମ୍ ଆଦମୀ ପାର୍ଟିକୁ ଝଟକା

ଅହମଦାବାଦ: ମିଶନ ଗୁଜୁରାଟ ପାଇଁ ଆମ୍ ଆଦମୀ ପାର୍ଟି (ଆପ) ଜୋରଦାର ପ୍ରସ୍ତୁତି କରୁଛି । ଆପର ପୋଷ୍ଟର ବୟ କୁହାଯାଉଥିବା ଅରବିନ୍ଦ କେଜ୍ରିଓ୍ୱାଲ ମୋଦୀ-ଶାହଙ୍କ ଗଡ଼ରେ ଶକ୍ତ ପ୍ରଦର୍ଶନ କରୁଛନ୍ତି। ଏହାରି ଭିତରେ ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି) ଆପ ସହ ମେଣ୍ଟ ଭାଙ୍ଗିଛି। ୪ ମାସ ତଳେ…

ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱର ସମତେ ୧୧ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସହ ଘଡ଼ଘଡ଼ି ନେଇ ଆଲର୍ଟ…

ଜମ୍ମୁ କଶ୍ମୀରରେ ଏସଆଇ ଭର୍ତ୍ତିରେ ଘୋଟାଲା, ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍

କଶ୍ମୀର: ଜମ୍ମୁ କଶ୍ମୀରରେ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ରେଡ୍ କରିଛି । ମଙ୍ଗଳବାର ସିବିଆଇ ଦେଶର ୩୩ଟି ସ୍ଥାନରେ ଏହି ମାମଲାରେ ଚଢ଼ାଉ କରିଛି । ଯେଉଁ ସହରଗୁଡ଼ିକରେ ଏହି ଚଢ଼ାଉ ହୋଇଛି ସେଗୁଡିକ ହେଲା ଜମ୍ମୁ, ଶ୍ରୀନଗର, ଗାଜିଆବାଦ, ରେୱାରୀ,…