ଚୋର ଗ୍ୟାଙ୍ଗ୍ ପାଖରୁ ମିଳିଲା ୨୮୦ ଗ୍ରାମ୍ ସୁନା, ୯୪ ହଜାର ଟଙ୍କା
ବ୍ରହ୍ମପୁର: ବ୍ରହ୍ମପୁର ସହରର ସୋମାନାଥନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ଗତ ୧ ତାରିଖ ରାତିରେ ନଗଦ ୧୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୬୦୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ…