Latest Odisha News

BREAKING NEWS

Yearly Archives

2022

ଅନୁବାଦ କବିତା : ଉର୍ବଶୀ

ମୂଳ ରଚନା : ବିଷ୍ଣୁ ଦେ ମୁଁ ନୁହେଁ ପୁରୁରବା ହେ ଉର୍ବଶୀ ଜାଣିଛ କି ତୁମେ କ୍ଷଣିକର ଏଇ ଭଙ୍ଗୁର ଦୁନିଆର ଅଳକାପୁରୀରେ ଇନ୍ଦ୍ରିୟର ଆନନ୍ଦ ପାଇଁ ମୁଁ ରଚିଛି ମୋ ନିଜ ଭୁବନ? ଆସ ତୁମେ ସେଇ ଜଗତକୁ କଦମ୍ବର ରୋମାଞ୍ଚ ବିତରି ରହିଯାଅ କିଛି କ୍ଷଣ ପାଇଁ ତୁମ ଦେହର ହାୟ ଅନ୍ତହୀନ…

ମାସ୍କ ପିନ୍ଧି ପାଣି ପିଇଲେ ଅଶୋକ ଗେହଲୋଟ, ଟ୍ରୋଲ ହେବା ପରେ ଦେଲେ ଜବାବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାସ୍କ ପିନ୍ଧି ପାଣି ପାରିବେ? ବୋଧହୁଏ ସମସ୍ତେ କହିବେ ନା? କିନ୍ତୁ ସୋଶିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମୁହଁରେ ମାସ୍କ ଲାଗିଥିବା ବେଳେ ପାଣି ପିଉଥିବାର ନଜର ଆସିଛି। ଭିଡିଓରେ…

ବନ୍ଦ ଘରୁ ଅଧକିଲୋ ସୁନା ଗହଣା, ରୂପା ଅଳଙ୍କାର ଲୁଟିନେଲେ ଲୁଟେରା

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସହରର ଏକ ବନ୍ଦ ଘରୁ ଅଧା କେଜିରୁ ଅଧିକ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ରହ୍ମପୁର ଥାନାରେ ମାମଲା ରୁଜୁ ହୋଇଛି। ଏଫ୍ଆଇଆର୍ ଅନୁୟାୟୀ ସହରର ସୋମନାଥନଗର ତୃତୀୟ ଲେନରେ ରୁହନ୍ତି ସୁଲୋଚନା ପାତ୍ର । ସେ ଗତ ଅଗଷ୍ଟ 29 ତାରିଖରେ…

ଏନଇଇଟି ପରୀକ୍ଷା: ଟପ୍ପର ତାଲିକାରେ ଓଡ଼ିଆ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ଆୟୋଜିତ ହୋଇଥିବା ଏନଇଇଟି ପରୀକ୍ଷା ଫଳ। ଏହି ପରୀକ୍ଷାର ଟପ୍ପର ତାଲିକାରେ ରହିଛନ୍ତି ଓଡିଶାର ପ୍ରିୟ ସୋମଦୂତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୩୯…

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ…

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ…

ଛାଡ଼ପତ୍ର ନୁହେଁ ଶେଷ ବିକଳ୍ପ

ନମ୍ରତା ଚଢାଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଛାଡପତ୍ର ଆବେଦନକୁ ଖାରଜ କରି କେରଳ ହାଇକୋର୍ଟ ତାଙ୍କ ବକ୍ତବ୍ୟରେ ବିବାହ ପ୍ରତିଷ୍ଠାନର ପବିତ୍ରତା ଏବଂ ଭାରତୀୟ ସାମାଜିକ ସଂସ୍କୃତିର ଉତ୍ତମ ଅଂଶ ବୋଲି ବର୍ଣ୍ଣନା କରିଛନ୍ତି। ଏହାର ଅର୍ଥ ହେଉଛି ଯେ ଯେତେ ପର୍ଯ୍ୟନ୍ତ ସମ୍ଭବ ହେଉଛି ଛାଡପତ୍ର ହେବା…

ଭାଷା ଭାଗବତ : ଭାଷାର ଏହି ଦଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଜାତି ଅପାଠୁଆ ବୋଲି ପଢ଼େନି, ଶୁଣି ଯାଏ ଚଳି ସରଳ ଭାଷାରେ ସାହିତ୍ୟ ଅଟେ ଏହାର ବିଶେଷତ୍ବ ଏବେ ଲେଖକେ ଯଶଲୋଭୀ ନୁହଂତି ଜଣେ ବି ପ୍ରଭାବୀ କେବଳ ସ୍ବଜନ ମଂଡଳେ ତାଂକର କୀର୍ତିଗାଥା ଚଳେ ପାରସ୍ପରିକ ସୁସଂପର୍କ…

କୌଣସି ବରଦାନଠାରୁ କମ ନୁହେଁ ‘ଖଜୁରୀ ସେବନ’

ଖାଦ୍ୟ, ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳୁଛି । ସୁସ୍ଥ ରହିବା ସୁରକ୍ଷିତ ରହିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିଲାଗି ଲୋକେ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅବସ୍ଥିତ ଦକ୍ଷିଣ ଘର ନାମରୁ ଏହାର ଅବସ୍ଥିତି ବିଷୟରେ ଜାଣି ହେଉଛି। ମୁଖ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ପ୍ଲଟ ନମ୍ବର ୨୪ରେ ଏହି ଘରଟି,…