Latest Odisha News

BREAKING NEWS

Yearly Archives

2022

ବିଜେପି ଯୁବ ମୋର୍ଚ୍ଚାର ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତା ମଦପିଇବା ଘଟଣାସହ ଗଣ୍ଡଗୋଳ କରିଥିବାର ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଜେଡିକୁ ଟାର୍ଗେଟ କରିଛି  ।  ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଘେରିଥିଲେ  । ରାଜ୍ୟରେ…

[ଦେଖନ୍ତୁ ଭିଡିଓ] ବିବାହ ବନ୍ଧନରେ ବାନ୍ଧି ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ

ନୂଆପଡ଼ା: ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ, ଏବେ ବାହା ହୋଇ ସଂସାର ଗଢ଼ିଛନ୍ତି । ମାଓବାଦୀର ରାସ୍ତା ଛାଡ଼ି ପୋଲିସ ନିକଟରେ ଆତ୍ମସପର୍ପଣ ପରେ ବଦଳି ଯାଇଛି ଜୀବନ । ପୋଲିସ ଉପସ୍ଥିତିରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ ମାଧୁରୀ ଓ ପିଣ୍ଟୁ । ନୂଆପଡ଼ା…

ବାଲେଶ୍ୱରରେ ବ୍ରାଉନସୁଗାର ବେପାର, ଜବତ ଧଳା ଜହରର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ରେଲଓ୍ବେ କ୍ରସିଂ ଓଭର ବ୍ରିଜ ନିକଟରୁ ଜବତ ହେଲା ଧଳା ଜହର । କ୍ରାଇମବ୍ରାଞ୍ଚର ଏକ ଏସଟିଏଫ୍ ଟିମ୍ ଅତର୍କିତ ଚଢାଉ କରି ଏହି ରେଡ୍ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାର ୧ କିଲୋ ୩୮୦ ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ୩୮…

ତେଲୁଗୁ ଫିଲ୍ମରେ ଚମକିବେ ବାବୁଶାନ, ଆସୁଛି ‘ଅନ୍ତର୍ଯ୍ୟାମୀ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ବାବୁଶାନ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଚମକିବେ । ଓଡିଆ ଷ୍ଟାର ବାବୁଶାନ ଆସୁଛନ୍ତି ତାଙ୍କ ତେଲୁଗୁ ଫିଲ୍ମ ପ୍ରଜେକ୍ଟ 'ଅନ୍ତର୍ଯ୍ୟାମୀ' ରେ । ଏବେ ଏହାର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଓଲିଉଡ ସୁପରଷ୍ଟାର…

ଦେଶରେ ବ୍ୟବହାର ହେଉଥିବା ୪୭% ଆଣ୍ଟିବାୟୋଟିକ୍ସକୁ ଅନୁମତି ମିଳିନି: ଲାନସେଣ୍ଟ

ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକର ବ୍ୟବହାର ବହୁତ ହେଉଛି। ଯାହାକି ଉଦବେଗଜନକ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଜାରରେ ମିଳୁଥିବା ଅଧିକାଂଶ ଆଣ୍ଟିବାୟୋଟିକକୁ ମିଳିନି ମଞ୍ଜୁରୀ। କରୋନା ମହାମାରୀ ସମୟରେ ଏବଂ ଏହା ପୂର୍ବରୁ ଭାରତୀୟମାନଙ୍କ ଦ୍ୱାରା ଆଜିଥ୍ରୋମାଇସିନ ଭଳି ଆଣ୍ଟିବାୟୋଟିକ୍…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଆଗାମୀ  ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ…

କାଗଜ ବିହୀନ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପରିବେଶକୁ ସୁରକ୍ଷା ରଖିବା ପାଇଁ ସମାଜରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି  । ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ପେପର ବା କାଗଜର ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ କରାଯାଇ ପେପରଲେସ କରାଯାଉଛି  । ସୁପ୍ରିମକୋର୍ଟରେ ମଧ୍ୟ ପ୍ରଥମ ଥର ପାଇଁ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ)…

[ଦେଖନ୍ତୁ ଭିଡିଓ] କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢିବା ଲାଗି ଆଜି ASI ପକ୍ଷରୁ ଭୂମି ପୂଜନ ହୋଇଛି । ଗର୍ଭଗୃହରୁ ବାଲି କଢ଼ାଯିବା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢ଼ାଯିବ । ଏନେଇ BDR…

ପୁଟିନଙ୍କ ଚେତାବନୀ: ପାଶ୍ଚାତ୍ୟ ଦେଶକୁ ମିଳିବନି ତେଲ କି ଗ୍ୟାସ

ମସ୍କୋ: ଋଷ ତେଲର ମୂଲ୍ୟ ନିର୍ଦ୍ଧାରଣ (ପ୍ରାଇସ କ୍ୟାପିଂ) ହେବ। ଅର୍ଥାତ ଗୋଟିଏ ନିର୍ଦ୍ଦିଷ୍ଟ ଦାମରେ ବିକ୍ରି ହେବ। ଏପରି ଯୋଜନା କରୁଛି ଆମେରିକା ସମେତ ଆଉ କିଛି ଦେଶ। ଏପରି ଯୋଜନାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ଚେତବନୀ ଦେବାକୁ ଯାଇ…

ରଣବୀରଙ୍କ ୧୧ ବର୍ଷ ପୁରୁଣା ମନ୍ତବ୍ୟ ଲାଗି ବୟକଟ୍‌ ହେବ କି ‘ବ୍ରହ୍ମାସ୍ତ୍ର’ !

ମୁମ୍ବାଇ: ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଲାଲ୍ ସିଂହ ଚଡ୍ଡା ଓ ରକ୍ଷାବନ୍ଧନ ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହେବା ପରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ବ୍ରହ୍ମାସ୍ତ୍ର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ…