Latest Odisha News

BREAKING NEWS

Yearly Archives

2022

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: କ୍ରିକେଟରେ ଦେବାଶିଷ ମହାନ୍ତିଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଗଠିତ ଚୟନ କମିଟି ପୂର୍ବତନ ଭାରତୀୟ କ୍ରିକେଟର ସ୍ପିଡଷ୍ଟାର ଦେବାଶିଷ ମହାନ୍ତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର 'ଆଜୀବନ ସଫଳତା' ପାଇଁ ନାମ ସୁପାରିସ କରିଛି । ଦେବାଶିଷ ମହାନ୍ତି 1997 ମସିହାରେ ଭାରତ ଏବଂ ପାକିସ୍ତାନ…

ଥାନା ସାମନାରେ ଆତ୍ମହତ୍ୟା ଉଦ୍ୟତ ମହିଳାଙ୍କ ସମେତ ସ୍ବାମୀ ଓ ଭାଇ ନାଁରେ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସାମନାରେ ମଙ୍ଗଳବାର ରାତିରେ ଝିଲି ପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ଏହି ଘଟଣାକୁ ନେଇ ତିନି ଜଣଙ୍କ ନାଁରେ ଛତ୍ରପୁର ଥାନାରେ ଏତଲା ରୁଜୁ ହୋଇଛି। ସେମାନେ ହେଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଏବଂ…

ସ୍ମୃତି ଓ ରକ୍ତ ରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

ଜାଲିଆନାୱାଲାବାଗ ଗଣହତ୍ୟା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସବୁଠାରୁ ରକ୍ତ ରଞ୍ଜିତ ଅଧ୍ୟାୟ । ନିରୀହ ମଣିଷ ମାନଙ୍କ ଉପରକୁ ଗୁଳି ଚଳାଇ, ସେମାନଙ୍କୁ ହତ୍ୟା କରି ବ୍ରିଟିଶ ସରକାର ନିଜ ଶାସନ କାଳର ସବୁଠାରୁ ବଡ଼ ପାପ କରିଥିଲା । ସେହିଦିନରୁ ହିଁ ଭାରତୀୟ ଜାତୀୟତା ସଂଗ୍ରାମ ନୂଆ ମୋଡ଼…

ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ୱର ୨ ତାରିଖରେ ଭୁବନେଶ୍ବର ଓ କଟକ ସହରର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ପ୍ରକ୍ଷ୍ୟାଳୟରେ ମୁକ୍ତିଲାଭ କରିବାକୁ ଯାଉଛି  ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର । ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦିଆଯାଇଛି  ।…

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ସେବା

ଭୁବନେଶ୍ବର : ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି । ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ…

ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ…

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ବିଏମସିର ଦାଇତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବାର ଜାତୀୟ ମାନବାଧିକାର କମିଶନ କହିଛନ୍ତି । ଏହା ସହ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି  ।…

ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା ଆୟୋଜନ କରୁଛି ଏନ ସି ଏସି ଡି ଏ

ଭୁବନେଶ୍ୱର: ନେଶନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରଏଣ୍ଟଲି ଏବଲଡ୍( ଏନ ସି ଏସି ଡି ଏ ) ପକ୍ଷରୁ ଆସନ୍ତା ଶୁକ୍ରବାର ଦିବ୍ୟାଙ୍ଗଙ୍କ ପାଇଁ ଏକ ନିଯୁକ୍ତି ମେଳା ଆୟୋଜନର କରୁଛି । ଶୃତି ହୀନ ବ୍ୟକ୍ତିଙ୍କ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଉଛି ବୋଲି ପିଆବି(ପ୍ରେସ ଇନଫରମେସନ…

[ଦେଖନ୍ତୁ ଭିଡିଓ] ରୋଗଶଯ୍ୟାରେ ସହାୟତା ଅପେକ୍ଷାରେ ସମାଜସେବୀ ଦମ୍ପତି

ଯାଜପୁର: ଦିନେ ଦମ୍ପତି ବୁଲି ବୁଲି ସମାଜସେବା କରୁଥିଲେ । ହେଲେ ଆଜି ଲୋଡ଼ୁଛନ୍ତି ଆଉ କାହାର ସହାୟତା, ଖୋଜୁଛନ୍ତି ସେବା । କାରଣ ରୋଗଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖରଡ଼ାବନ୍ଦୀ ଗାଁର ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲ । ଦେବୀ ପ୍ରସାଦଙ୍କର…

ବ୍ରାଉନ ସୁଗାର ଚାଲାଣରେ ଜଣେ ଗିରଫ

ଭୁବନେଶ୍ୱର: ବୁଧବାର ଲକ୍ଷ୍ମୀସାଗର ପୋଲିସ ବ୍ରାଉନ ସୁଗାର ଚାଲାଣ ମାମଲାରେ ଜଣକୁ ଗିରଫ କରିଛି। ଗତ ୨୦ ତାରିଖରେ ରୁଜୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଜିତ ବେପାରୀ। ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ…

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ; ଶାଶୁ ଘରର ଚାରି ଜଣ ଗିରଫ

ଭଦ୍ରକ: ଭଦ୍ରକରେ ଯୌତୁକ ହତ୍ୟା ଅଭିଯୋଗ। ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୂ ପ୍ରିୟଙ୍କା ଦଳେଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କ ମାଙ୍କ କହିବା ଅନୁଯାୟୀ ବାହାଘର ୧ ଲକ୍ଷ ଟଙ୍କାରେ…