Latest Odisha News

BREAKING NEWS

Yearly Archives

2022

ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ଦୁର୍ବଳ ହେଉଛି ବିରୋଧୀଙ୍କ ଏକତାର ମଞ୍ଚ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣ ନିର୍ବାଚନର ବହୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇଥିଲେ। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନ କ୍ରମେ ଦେଶର ୧୭ ବିରୋଧୀ ଏକାଠି ହୋଇଥିଲେ। ଆଉ ଏହି ବିରୋଧୀ ଦଳ…

ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁକୁ ନେଇ କାହିଁକି ପ୍ରଶ୍ନ ଉଠୁଛି ?

ମୁମ୍ବାଇ: ଟିକଟକ କୁଇନ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ହୃଦଘାତରେ ତାଙ୍କର ମୃତ୍ୟୁ ପଛରେ ଆଉ କିଛି ଗୁମର ଥାଇପାରେ ବୋଲି କୁହାଯାଉଛି। ମୃତ ସୋନାଲିଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଫୋଗାଟ ହୃଦଘାତରେ ମୃତ୍ୟୁ ବରଣ କରି ନାହାନ୍ତି ବରଂ…

ଚାକିରି ଦେବା ନାଁରେ ଜମି ନେବା ମାମଲା: ସିବିଆଇ ହାତରେ ୨୦୦ ଜମିର ଦସ୍ତାବିଜ !

ନୂଆଦିଲ୍ଲୀ: ସିବିଆଇ ହାତରେ ଲାଗିଛି ଚାକିରି ଦେବା ନାଁରେ ଜମି ଘୋଟାଲାର ଦସ୍ତାବିଜ ! ଖୁବଶୀଘ୍ର ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏ ନେଇ ଖୁଲାସା କରିପାରେ। ଏହି ଘୋଟାଲା ବିହାରର ଶାସକ ଦଳ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଜଡିତ ରହିଛି । ତେଣୁ ପାଟଣାରୁ ଦିଲ୍ଲୀ…

ମଝିଘରିଆଣୀ ମନ୍ଦିର ହୁଣ୍ଡି ରୁ ବାହାରିଲା ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା

ରାୟଗଡ଼ା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ହୁଣ୍ଡି ଦୀର୍ଘ ପାଞ୍ଚ ମାସ ପରେ   ଖୋଲାଯାଇଛି।  ଗଣତି ପରେ ହୁଣ୍ଡିରୁ ବାହାରିଛି ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା। ପୁଳା ପୁଳା ଟଙ୍କା ସହ ୧୦୪ ଗ୍ରାମ ସୁନା, ୨୬୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଏବଂ ବିଦେଶୀ ମୁଦ୍ରାରେ…

ବ୍ରହ୍ମପୁରରେ ଜବତ ହେଲା ବିପୁଳ ପରିମାଣର ନକଲି ଗୁଟ୍‌ଖା

ବ୍ରହ୍ମପୁର: ବାରମ୍ବାର ଚଢ଼ଉ ଏବଂ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବ୍ରହ୍ମପୁର ସହରରୁ ଗୋଟିଏ ପରେ ଗୋଟିଏ ନକଲି ଗୁଟ୍‌ଖା କାରଖାନା ଠାବ ହେବାରେ ଲାଗିଛି । ମଙ୍ଗଳବାର ରାତିରେ ଏଭଳି ଏକ କାରଖାନା ଉପରେ ଚଢ଼ଉ କରାଯାଇଥିଲା । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମା ନଗରରୁ ଗୁଟଖା…

ବନ୍ୟା ପାଇଁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧି ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି ।  ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।…

ନିଶା ବେପାରୀ ଚକ୍ରଧର ସାହୁ ଘର ଭାଙ୍ଗିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିଶା ବେପାରୀ ଚକ୍ରଧର ସାହୁର ଘର ଭାଙ୍ଗିଲା କମିଶନରେଟ ପୋଲିସ । ବୁଧବାର କମିଶନରେଟ ପୋଲିସର ଏକ ସ୍ପେଶାଲ ଟିମ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ଚକ୍ରଧରର ଘର ଭାଙ୍ଗିଛନ୍ତି । ଚକ୍ରଧର ସଂପୃକ୍ତ ଘରେ ଦୀର୍ଘ ଦିନ ଧରି ଗଞ୍ଜେଇ, ବ୍ରାଉନସୁଗାର ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବେପାର…

ଭୋଟ୍ ସର୍ବସ୍ୱ ନହୋଇ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ୱର : ବନ୍ୟା ଅଞ୍ଚଳରେ ‘ଜିରୋ କାଜୁଆଲିଟି’ ଭଳି ଅନେକ ଭେଳିକି ଶବ୍ଦର ବ୍ୟବହାର କରି ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଚଳିତ ବର୍ଷର ବନ୍ୟା, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କର ଅସଲ…

ସମସ୍ତ କିନ୍ନରଙ୍କୁ ମିଳିବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବାର ଲାଭ

ନୂଆଦିଲ୍ଲୀ: ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ…

ଦ୍ରାବିଡଙ୍କ ସ୍ଥାନରେ ଲକ୍ଷ୍ମଣ ହେବେ ମଧ୍ୟବର୍ତୀକାଳୀନ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟବର୍ତୀକାଳୀନ କୋଚ ଦାୟିତ୍ୱ ପ୍ରଦାନ କରିଛି । ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଥିଲେ । ଏସିଆ କପ କ୍ରିକେଟରେ ଦଳର ପ୍ରସ୍ତୁତିରେ ଯେପରି କୌଣସି ବାଧା ସୃଷ୍ଟି ହେବନି ସେ ନେଇ ବୋର୍ଡ…