Latest Odisha News

BREAKING NEWS

Yearly Archives

2022

ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୧୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଏହା ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ଗତି କରିବ । ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆଗାମୀ ୨୪…

ଭାଷା ଭାଗବତ : ଭାଷା ସଂଭାଳେ ନିଜ ସତ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୨ ଭାଷାରେ ତୁମର ଓ ମୋର ଅଛି ସମାନ ଅଧିକାର ଯେ କରୁଁ ଯେମିତି ବେଭାର ଉଭୟେ କରିବା ସ୍ବୀକାର କେହି କାହାକୁ କୈଫିୟତ ମାଗିବା ଯେଣୁ ଅବାଂଛିତ ଭାଷୀଏ ପୋଷି ରୁଚି, ମତ ହୁଅଂତି ନିତି କର୍ମରତ ଯାହାର ଯେଉଁପରି ରୁଚି କାମ ସେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ଅନେକ ରାଜକୁମାରୀ ନିଜକୁ ଉତ୍ସର୍ଗ କରିଛନ୍ତି । ଆଜି ପଟିଆ ରାଜକୁମାରୀଙ୍କ ବିଷୟରେ ଜାଣିବା, ଯିଏ କି ଯବନ ହରିଦାସ ଠାକୁରଙ୍କ (ଜଣେ ସଦଗୁରୁ…

ଓଡ଼ିଶାରେ ଅମିତ ଶାହଙ୍କ ସ୍ବପ୍ନ ସାକାର ହେବ କି?

ରାଜ୍ୟରେ ୨୨ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି । 2000 ମସିହା ମାର୍ଚ 5 ତାରିଖରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ତାଙ୍କର ସରକାର ଚାଲିଛି  । ୨୦୦୯ ପର୍ଯ୍ୟନ୍ତ ବିଜେପି ନବୀନଙ୍କ ବିଜେଡି  ସହ ମେଂଟ କରି ସରକାରରେ ଥିଲା । ଆଉ ୨୦୦୯ରୁ ୨୦୨୪ ରେ ହେବାକୁ ଥିବା…

ଏସିଆ କପ ପାଇଁ ଭାରତୀୟ ଟିମ ଘୋଷିତ: କୋହଲି, ରାହୁଲ ଫେରିଲେ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ନେତୃତ୍ୱାଧିନ ଟିମରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଅପରପକ୍ଷରେ ସ୍ପିଡଷ୍ଟର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ବାଦ…

କାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା କାଲି କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ରିପୋର୍ଟ ମୁତାବକ ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଜେପିର ସୁଧୀର ମୁଙ୍ଗାନତୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ ଓ ଏକନାଥ ସିନ୍ଧେଙ୍କ ଟିମର ଗୁଲାବ ରଖୁନାଥ ପାଟିଲ, ସଦା ସର୍ଭନାକା, ଦୀପକ ବସନ୍ତ…

ଆଘାତ ସମସ୍ୟା ଯୋଗୁ ଏସିଆ କପରୁ ଓହରିଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଆଗାମୀ ଏସିଆ କପରୁ ଓହରି ଯାଇଛନ୍ତି । ସେ ପିଠି ଆଘାତ ସମସ୍ୟାରେ ପଡିଛନ୍ତି ଏବଂ ଏହା ଭଲ ହେବାକୁ କିଛି ଦିନ ସମୟ ଲାଗିବ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଓହରିବା କଥା ଘୋଷଣା କରାଯାଇ ନ ଥିଲେ…

ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଂଟନ, ଟିଟିରେ କମାଲ

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଅଭିଯାନ ଶେଷ ହୋଇଛି । ଟିମଇଣ୍ଡିଆ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ୬୧ ପଦକ ହାସଲ କରି ଓଭରାଲ ୪ର୍ଥ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୧୭୮( ୬୭ ସ୍ୱର୍ଣ୍ଣ, ୫୭ ରୌପ୍ୟ, ୫୪ ବ୍ରୋଞ୍ଜ), ଇଂଲଣ୍ଡ ୧୭୬ (୫୭ ସ୍ୱର୍ଣ୍ଣ, ୬୬…

ଭାରତକୁ 22 ସ୍ବର୍ଣ୍ଣ, 16 ରୈାପ୍ୟ ସହ ଚତୁର୍ଥ ସ୍ଥାନ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏଥର 22ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହ 16ଟି ରୈାପ୍ୟ ଏବଂ 23ଟି କାଂସ୍ୟ ପଦକ ହାସଲ କରି ମୋଟ 61 ପଦକ ସହ 4ର୍ଥ ସ୍ଥାନରେ ରହିଛି । https://twitter.com/ddsportschannel/status/1556630681026891781 ଅଷ୍ଟ୍ରେଲିଆ ଏକ…

କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

କଟକ: ଓଡ଼ିଶାରେ ଏବେ ଆଚ୍ଛା ଦିନ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମ ଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ ରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ…