Latest Odisha News

BREAKING NEWS

Yearly Archives

2022

ଡେଙ୍ଗୁରେ ଆକ୍ରାନ୍ତ ହେବା ସତ୍ୱେ କାମ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ସତ୍ୱେ ତାଙ୍କ ବ୍ୟାନର ମଣି କର୍ଣ୍ଣିକା ଫିଲ୍ମସରେ ନିର୍ମିତ ହେଉଥିବା ଆଗାମୀ ଫିଲ୍ମ ସେଟରେ କାର୍ଯ୍ୟ ବ୍ୟସ୍ତ ଥିବା ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏର୍ମଜେନ୍ସି ଉପରେ ଆଧାରିତ ଏହି ଫିଲ୍ମରେ…

ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ଭାସି ଯାଇଥିବା ତିନିଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ଆଜି ସେକ୍ଟର-୧ ଦିଗବାରେଣି ଖୁଣ୍ଟି ବେଳାଭୂମିରେ…

ବିଜେପିକୁ ବାଏ ବାଏ କଲେ ନୀତିଶ

ପାଟଣା: ଭାଙ୍ଗିଲା ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏନଡିଏ ଠାରୁ ଅଲଗା ହେଲା ଜେଡିୟୁ । ବିହାର ରାଜନୀତିରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେପି ସହଯୋଗରେ ଜେଡିୟୁ ସରକାର ଚାଲିଥିବା ବେଳେ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଏଥିସହ ନୀତିଶ ରାଜ୍ୟପାଳଙ୍କୁ ଅପରାହ୍ଣ…

ସ୍ୱଳ୍ପ ଗଳ୍ପ : ନିପର : ଏକ ଚିତ୍ର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୧ ନିପର ହେଉଛି ଏମିତି ଗୋଟିଏ ମିଶ୍ରିତ ଟେରିଅର୍ ପ୍ରଜାତିର ଶ୍ୱାନ ଯାହାର ଖ୍ୟାତି ବିଶ୍ୱରେ କହିବାକୁ ଗଲେ ନିହାତି କିମ୍ବଦନ୍ତୀ ପର୍ଯ୍ୟାୟର । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ଯେତେବେଳକୁ ବିଶ୍ୱରେ ସମସ୍ତଙ୍କର…

[ଦେଖନ୍ତୁ ଭିଡିଓ] ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସକୁ ଜାତୀୟ ଛୁଟି ଘୋଷଣା ଦାବି

ଗୁଣପୁର: ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ହୁଙ୍କାର । ପାରମ୍ପରିକ ବେଶଭୂଷାରେ ବିରାଟ ପଟୁଆର କରିଛନ୍ତି ଆଦିବାସୀ । ଦାବି କରିଛନ୍ତି ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ହେଉ ଜାତୀୟ ସରାକାରୀ ଛୁଟି । ଗୁଣପୁର ଉପଖଣ୍ଡର ଶତାଧିକ ଆଦିବାସୀ ପାରମ୍ପରିକ ବେଶଭୂଷା ଗୁଣୁପୁର ନୂଆ ବସ ଷ୍ଟାଣ୍ଡ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାସେ ପରେ ମନ୍ତ୍ରିମଣ୍ଡଳ ବିସ୍ତାର କଲେ ଏକନାଥ ସିନ୍ଦେ

ମୁମ୍ବାଇ: ଶିବସେନାକୁ ଭାଙ୍ଗି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ମହାରାଷ୍ଟ୍ରରେ ସିନ୍ଦେ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି । ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୮ ବିଧାୟକ । ସମ୍ପ୍ରସାରିତ କ୍ୟାବିନେଟରେ ବିଜେପିରୁ ୯ ଜଣ ଓ ୯ ଜଣ ସିନ୍ଦେ ଗୋଷ୍ଠୀରୁ ମନ୍ତ୍ରୀ ହୋଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡା ସମାପ୍ତି ପରେ ଶ୍ରୀଲଙ୍କାର ୧୦ ଖେଳାଳି ନିଖୋଜ

ବର୍ମିଂହାମ: ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ହୋଇଛି । ତେବେ ଏହା ପରେ ୧୦ ଶ୍ରୀଲଙ୍କା ଖେଳାଳି ନିଖୋଜ ହୋଇଛନ୍ତି । ଏଥିରେ ୯ ଖେଳାଳି ଓ ଜଣେ ଅଧିକାରୀ ରହିଛନ୍ତି । ରିପୋର୍ଟ ମୁତାବକ ଦେଶର ଆର୍ଥୀକ ସଙ୍କଟକୁ ଦେଖି ଏମାନେ ଶ୍ରୀଲଙ୍କା ନ ଫେରି ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି ।…

ଅଗଷ୍ଟ ୧୫ରେ କିଏ, କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ, ଜାଣନ୍ତୁ…

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,…

ସାର ଦୋକାନୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ । ପାଇକମାଲ ବ୍ଲକ ସହକାରୀ କୃଷି ଅଧିକାରୀ ତଥା ସାର ନୀରିକ୍ଷକ ପ୍ରଣୟ କୁମାର ମନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ସାର ଡିଲରଙ୍କ ସାର ଲାଇସେନ୍ସ ବାତିଲ୍ କରିବା ଭୟ ଦେଖାଇ ସହକାରୀ କୃଷି ଅଧିକାରୀ ଦେଢ଼ ଲକ୍ଷ ଟଙ୍କା…

ଗ୍ୟାସ୍ ଲିକ୍ ହୋଇ ପରିବାରର ୫ ଜଣ ଗୁରୁତର

ଜଗତସିଂହପୁର: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି । ତିର୍ତ୍ତୋଲ ଥାନା ରାଣୀତୋଳା ଗାଁର ସମସ୍ତଙ୍କ ଗୁରୁତରଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି…