Latest Odisha News

BREAKING NEWS

Yearly Archives

2022

ବଢିଲା ବର୍ଷାଙ୍କ ଅଡ଼ୁଆ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ

ଭୁବନେଶ୍ୱର : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ ବଢିଲା । ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ବର୍ଷାଙ୍କ…

ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ସୋନପୁର ସମୁଦ୍ର ବେଳାଭୂମି ନିକଟରେ ପଡିଛି ମୃତ ଡଲଫିନ୍ । ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ଟ୍ରଲର ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରୁଛି ବନ…

ଅଶାନ୍ତ କର୍ଣ୍ଣାଟକ। ଯୁବକଙ୍କୁ ହତ୍ୟା ପରେ ୧୪୪ ଧାରା ଜାରି

କର୍ଣ୍ଣାଟକ : କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହି ଘଟଣା ପରେ ମାଙ୍ଗାଲୋରରେ ଜଣେ ସଂଖ୍ୟାଲଘୁ ଯୁବକକୁ ନିର୍ମମ ହତ୍ୟା କରାଯାଇଛି । ମାଙ୍ଗାଲୋର ଉପକଣ୍ଠ ସୁରାତକଲରେ ଥିବା ଏକ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ…

ନବରଙ୍ଗପୁରରେ ଲାଲ୍ ଆତଙ୍କ। ରାଜପଥରେ ମାଓ ପୋଷ୍ଟର

ନବରଙ୍ଗପୁର : ନବରଙ୍ଗପୁରରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । ପୂର୍ବରୁ ଗାଁ ଗହଳି ଜଙ୍ଗଲରେ ପୋଷ୍ଟର ମାରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ରାଜପଥରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲେ ମାଓବାଦୀ । ଓଡିଶା ସହ ପଡୋଶୀ ଛତିଶଗଡର ରାୟପୁରକୁ ସଂଯୋଗ କରୁଥିବା ନବରଙ୍ଗପୁର ଜିଲ୍ଲାର ରାଇଘର…

ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା

ଭୁବନେଶ୍ୱର:  ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଇ-ବସ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ସୂଚନା ଦେଇଛି ମୋ ବସ…

କବିତା : ସେଇ ଗାଁକୁ ନେଇ ଯା

ରଜୀତ ଦାସ ଦୂରୁ ଦିଶୁଅଛି ଅଳପ ଅଳପ ନଈ ଆର ପାରି ଗାଁ ମାନଚିତ୍ର ମଧ୍ୟେ ଖୋଜିଲେ କାହିଁକି ମିଳେ ନାହିଁ ତାର ନାଁ। ସକଳୁଆ ଶୀତ ହଳିଆର ଗୀତ ଆହା କି ସୁନ୍ଦର ମିତ ନଈ ଆରପାରି ପଠାରେ ଖେଳୁଛି ସୁନେଲି ସୋରିଷ କ୍ଷେତ। ଦୁବ ଘାସେ ପଡି ଶିଶିର ବୁନ୍ଦାଏ ଶୁଭ୍ର ତାରକସି ଦିଶେ…

ବାବୁସାନଙ୍କ ବାଲକୋନି ଆଉ କାଶିପୁର ହଇଜା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାବୁସାନଙ୍କ ରିଏଲ ଷ୍ଟୋରିକୁ ନେଇ ଆମର ଏଠି ଭାରି ଚର୍ଚା । ଟିଭି ଖୋଲିଲେ ବାବୁସାନ, ଫେସବୁକ ଖୋଲିଲେ ବାବୁସାନ ଆଉ ଆମ ମିଡିଆ ହେଡଲାଇନଠୁ ଆରମ୍ଭ କରି ସ୍ପେସିଆଲ ଷ୍ଟୋରି ଆଉ ବିତର୍କରେ ବି ଖାଲି ବାବୁସାନ । ସେ କୁଆଡେ ଗଲେ, କାହିଁକି ଗଲେ,  କେମିତି ଗଲେ, କଣ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ନା ନା .. ଲକ୍ଷ୍ମଣଙ୍କର ପରାକ୍ରମ ଉପରେ ମୋର କୌଣସି ସଂଶୟ ନାହିଁ। କିନ୍ତୁ !! ସେ ବ୍ରହ୍ମାଙ୍କ ନିକଟରୁ ଏପରି ବରପ୍ରାପ୍ତ ହୋଇଛି ଯେ... ଯେଉଁ ବ୍ୟକ୍ତି ବିବାହିତ ହୋଇ ମଧ୍ୟ ବାରବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିଥିବ,…

ଭାଷା ଭାଗବତ : ଗ୍ରଂଥ ହେଲାଣି ବସ୍ତୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୧ ଲିପିତ୍ୟାଗୀ ହେଲେ ଲେଖକ ରହେନାହିଁ ଭାଷାର ଟେକ ଦୃଶ୍ୟ, ଧ୍ବନି ମାୟାରେ ପଡ଼ି ଅଯଥା ଲିପି ଦେଲେଛାଡ଼ି ଅଦୃଶ୍ୟ ହୋଇବ ଅକ୍ଷର ହେବନାହିଁ ବ୍ୟାପକତର ଏ କାର୍ଯ ନୁହେ ହିତକର ଜାଣି କରୁଛୁଁ ବାରଂବାର କେଜାଣେ କିଏ କ'ଣ ଭାବି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ରରେ ମାର୍କଣ୍ଡେୟ ତୀର୍ଥ ବିଷୟରେ ବିଷଦ ଆଲୋଚନ କରିବା ପୂର୍ବରୁ ଆମେ ତୀର୍ଥ ସମ୍ବନ୍ଧରେ କିଛି କଥା ଜାଣିନେବା। ସାଧାରଣ ଭାବରେ ତୀର୍ଥ କହିଲେ…