Latest Odisha News

BREAKING NEWS

Yearly Archives

2022

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ୨୮ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଇ । ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅଫିସ୍ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ୫ ଜଣ ଡିଏସପି ଓ ୧୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ୍ ହୋଇଛନ୍ତି । ପ୍ରାଥମିକ ରେଡ୍ ବେଳେ ୨୮ଟି…

ରକେଟ୍ରି: ଦି ନାମ୍ବି ଇଫେକ୍ଟ: ମାଧବନ ଫିଲ୍ମକୁ ଯୋଜନାବଦ୍ଧ ଭାବେ ଫ୍ଲପ କରିବା ପାଇଁ ଉଦ୍ୟମ ହୋଇଥିଲା କି ?

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଲୋକ ନିଜ ହାତ ମୁଠାରେ ଏହାକୁ ରଖିଛନ୍ତି କହିଲେ ଭୁଲ ହେବନି । ସେମାନଙ୍କ ଅନୁମତି ବିନା ପତ୍ରଟିଏ ବି ହଲେନି । ଆର.ମାଧବନଙ୍କ ରକେଟ୍ରି:ଦି ନାମ୍ବି ଇଫେକ୍ଟ ଫିଲ୍ମରେ ଏହା ପ୍ରମାଣିତ ହୋଇଛି । ଗୋଟିଏ ଅଦୃଶ୍ୟ ଟିମ ଏହି ଫିଲ୍ମ ପଛରେ ପଡି…

ଆଜି ଆସିଲା ପ୍ରଥମ ପର୍ଯ୍ୟାୟ ସିୟୁଇଟି ଆଡମିଟ କାର୍ଡ; ଜୁଲାଇ ୩୧ରେ ଦ୍ଵିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଚଳିତ ମାସ ୧୫ ଏବଂ ଅଗଷ୍ଟ ୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେବ ସିୟୁଇଟି ପରୀକ୍ଷା । ପ୍ରଥମ ଭାଗ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆଜି ଠାରୁ ସାଇଟରେ ଅପଲୋଡ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆସନ୍ତା ୩୧ ତାରିଖରୁ ଆଡମିଟ କାର୍ଡ ବଣ୍ଟନ ହେବ ବୋଲି ୟୁଜିସି…

ରାଗିଂ ନେଇ ମିଳିନି ସୁରାକ୍, ଡାଟା ରିଟ୍ରିଭ୍ ପାଇଁ ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ୍: ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ୧୧ ଦିନ ବିତିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛି । ଏଯାବତ ୧୯୮ ଜଣ ଛାତ୍ରୀଙ୍କ ସହ ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରିଛି ପୋଲିସ । ହଷ୍ଟେଲ, କଲେଜ ଷ୍ଟାଫମାନଙ୍କୁ ମଧ୍ୟ…

ସ୍ପାଇସଜେଟ୍ ଅଧ୍ୟକ୍ଷଙ୍କ ବିରୋଧରେ ଠକେଇ ଅଭିଯୋଗ; ମାନହାନି ମକଦ୍ଦମା କରିବ ବିମାନ କମ୍ପାନୀ

ଗୁରୁଗ୍ରାମ: ସ୍ପାଇସଜେଟ କମ୍ପାନୀର ଚେୟାରମ୍ୟାନ ଅଜୟ ସିଂଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ସୋମବାର ଗୁରୁଗ୍ରାମ ପୋଲିସରେ ଠକେଇ ଅଭିଯୋଗ ଆଧାରରେ ଅଜୟଙ୍କ ବିରୋଧରେ ଏତଲା ରୁଜୁ କରିଛି । ଅମିତ ଅରୋରା ନାମକ ମଦ ବ୍ୟବସାୟୀ ଅଜୟଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ଅଜୟ…

[ଦେଖନ୍ତୁ ଭିଡିଓ] ଗାଡ଼ି ଧକ୍କାରେ ୩ମୃତ,୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲୀ ଛକ ନିକଟରେ  ସଡ଼କ ଦୁର୍ଘଟଣା । ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି ।…

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ପ୍ରତିବାଦକାରୀଙ୍କ ଆଖଡା

ଶ୍ରୀଲଙ୍କା : ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ପାଲଟିଛି ଜନସାଧାରଣଙ୍କ ଆଡ୍ଡା ସ୍ଥଳୀ । ଯିଏ ଯାହା ପାରିଲା, ତାହା କରିବାରେ ଲାଗିଛି । ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତ ଧଶେଇ ପଶିବା ପରେ ବିକ୍ଷୋଭକାରୀ ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି । ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ…

କ୍ରେନ୍ ଉପରେ ଚଢ଼ି ଉଲଗ୍ନ ହେଇଗଲେ ଯୁବକ; ପଚାରିଲେ ମଜା ନେଲ ତ!

ୱାଶିଂଟନ: ଆମେରିକା ରାଜଧାନୀ ୱାଶିଂଟନ ସ୍କୋୟାର ପାର୍କ ନିକଟରେ ଜଣେ ଯୁବକଙ୍କ ଉଲଗ୍ନ କାଣ୍ଡ ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିବା ସହ ଚାରି ଆଡ଼େ ଭାଇରାଲ ହୋଇଛି । ଯୁବକ ଜଣକ ପାର୍କ ନିକଟରେ ଥିବା ଏକ କ୍ରେନ ଉପରେ ଚଢ଼ି ଲଙ୍ଗଳା ହୋଇପଡ଼ିଥିଲେ । ତା ପରେ କ୍ରେନ ଉପରୁ ସମସ୍ତଙ୍କୁ…

ଚାଷରେ ଜ୍ଞାନକୌଶଳର ଲାଭ ନେଉଛି କିଏ ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସାରା ବିଶ୍ୱରେ ଯଦି କୌଣସି ବୃତି ବା ବୃତ୍ତିଧାରୀ ସର୍ବାଧିକ ସଙ୍କଟରେ ଅଛନ୍ତି, ତାହା ହେଉଛି ଚାଷ ଓ ଚାଷୀ । ଚାଷ ଓ ଚାଷୀମାନଙ୍କର ସଙ୍କଟକୁ ବିଚାରକୁ ନେଲେ ଆମ ଦେଶ ବି ପଛରେ ନାହିଁ । ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋର…

କାଲିମେଳାରେ ପ୍ରବଳ ବର୍ଷା: ପୋଲ ଉପରେ ୬ଫୁଟ ବନ୍ୟା ଜଳ

ମାଲକାନଗିରି : ମାଲକାନଗିରି  ଜିଲ୍ଲା କାଲିମେଳା ଵ୍ଲକରେ ପ୍ରବଳ ବର୍ଷା ଜାରି ରହିଛି। ଏଠାରେ ଲଗାଣ ବର୍ଷାରେ ମୋଟୁ ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି। ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଚିନ୍ତୁର ଠାରୁ…