ଭାଷା ଭାଗବତ : ଶବ୍ଦାବଳି ଓ ବ୍ୟାକରଣ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୮
ଗୋଟେ ଭାଷାର ଶବ୍ଦାବଳି
ଅନ୍ୟ ଭାଷାରେ ମିଶି, ଚଳି
ଘଟାଂତି ତାହାର ସମୃଦ୍ଧି
ନୁହେ କେ କାହାର ବିରୋଧୀ
ପଦଗଠନ ସୂତ୍ରମାନ
ପ୍ରତ୍ୟେକ ଭାଷା ପାଇଁ ଭିନ୍ନ
ହୋଇଥିବାରୁ ବ୍ୟାକରଣ
ହୁଏନି କେବେ ବି ସମାନ
ଏକ ଭାଷାର ସୂତ୍ର…